У нас вы можете посмотреть бесплатно ଘରେ ବଡ଼ ସମସ୍ୟା 😳 | ଗ୍ୟାସ୍ ପାଇପ୍ ବଦଳାଇବାକୁ ପଡ଼ିଲା | Vlog 35 | Bapi Vlogs или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ନମସ୍କାର ବନ୍ଧୁଗଣ 🙏 ଆଜିର vlog ରେ ସକାଳୁ ଉଠିକି ମୁଁ ମୋ ଲସ୍ସି ଦୋକାନକୁ ଯାଇଥିଲି। ସେଠି ମୋ ସଙ୍ଗ ଆସିଥିଲେ ଏବଂ ତାଙ୍କ ସହିତ ଟିକେ ମଜା ମସ୍ତି କରିଲୁ। ତାପରେ ମୁଁ ଜଲ୍ଦି ଘରକୁ ଆସିଲି କାରଣ ମୋ ଭାଇଙ୍କ ସଙ୍ଗର engagement ଥିଲା। ଘରକୁ ଆସିଲା ବେଳେ ଦେଖିଲୁ ଯେ ଆମ ଘରର gas pipe ଖରାପ ହୋଇଯାଇଥିଲା। ମିଷ୍ଟ୍ରୀ ଆସିକି check କରି କହିଲେ ଯେ pipe କୁ ୧୨ ବର୍ଷ ହୋଇଗଲା ଏବଂ ତାର expiry date ମଧ୍ୟ ୬ ବର୍ଷ ଆଗରୁ ସରିଯାଇଛି। ସେଥିପାଇଁ ସେ ନୂଆ pipe ଲଗାଇଦେଲେ। ତାପରେ ଆମେ ଭାଇଙ୍କ ସହିତ engagement ଜାଗାକୁ ଗଲୁ। କିନ୍ତୁ ରାସ୍ତା ଭଲରୁ ଜଣା ନଥିବାରୁ ଆମେ ରାସ୍ତା ଭୁଲି ଭୁଲି ବହୁତ ଦେରିରେ ସେଠାକୁ ପହଞ୍ଚିଲୁ। ସେଠି bhoji ଖାଇଲୁ ଏବଂ ସବୁ ଜାଗା ଘୁରିକି ଦେଖିଲୁ। ଏହି video ରେ ମୁଁ ଆମ ଘରର ପରିସ୍ଥିତି ବିଷୟରେ ମଧ୍ୟ କିଛି କଥା କହିଛି, କାରଣ କିଛି ଲୋକ video ରେ ଖରାପ comment କରୁଛନ୍ତି। ଶେଷରେ ଘରକୁ ଆସିକି cricket match ଦେଖୁଥିଲୁ ଏବଂ ଖୁସିର କଥା ହେଉଛି India match ଜିତିଗଲା 🇮🇳 ଯଦି video ଭଲ ଲାଗିଥାଏ ତେବେ Like 👍 Comment 💬 ଏବଂ Channel କୁ Subscribe କରିବାକୁ ଭୁଲିବେ ନାହିଁ। ଜୟ ଜଗନ୍ନାଥ ❤️ #vlog #odiavlog #dailyvlog #villagelifestyle #odishavlogger #familyvlog #engagementvlog #indiacricketteam #villagevlog #indianvlogger #trendingvlog #newvlog