У нас вы можете посмотреть бесплатно ଡାଇବେଟିସ୍ ଓ ହୃଦରୋଗ|Doctor Doctor 08 March 2026 или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଦର୍ଶକବନ୍ଧୁ ଡାଇବେଟିସ୍ ଓ ହୃଦରୋଗ ଆଜିକାଲି ଡାୟାବେଟିସ୍ ଏକ ସାଧାରଣ ସମସ୍ୟା ହୋଇପଡ଼ିଛି । ଅନେକ ଲୋକ ସୁଗାର ରୋଗରେ ପୀଡିତ ଅଛନ୍ତି । କିନ୍ତୁ ଆପଣ ଜାଣନ୍ତି କି, ଡାଇବେଟିସ୍ ଥିଲେ ହୃଦରୋଗର ସମ୍ଭାବନା ଦୁଇରୁ ତିନିଗୁଣା ପର୍ଯ୍ୟନ୍ତ ବଢ଼ିଯାଏ । ଅନିୟନ୍ତ୍ରିତ ସୁଗାର ଦୀର୍ଘ ସମୟରେ ହୃଦୟର ରକ୍ତନାଳୀକୁ କ୍ଷତି କରିପାରେ ଏବଂ ହାର୍ଟ ଆଟାକ୍ ର ସମ୍ଭାବନା ବଢ଼ାଇଦେଇଥାଏ।ତେବେ ପ୍ରଶ୍ନ ହେଉଛି — କିପରି ଡାଇବେଟିସ୍ କୁ ନିୟନ୍ତ୍ରଣରେ ରଖିବେ ? କେଉଁସବୁ ଲକ୍ଷଣକୁ ଅବହେଳା କରିବା ଉଚିତ୍ ନୁହେଁ ? ଏବଂ ସୁସ୍ଥ ହୃଦୟ ପାଇଁ କେମିତି ଜୀବନଶୈଳୀ ଅନୁସରଣ କରିବା ଆବଶ୍ୟକ ?ଏ ସମସ୍ତ ବିଷୟରେ ଆଲୋଚନା କରିଛନ୍ତି ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡାକ୍ତର ବିଶ୍ବ ରଞ୍ଜନ ଜେନା । #otv #otvnews #odishatv #doctordoctor For latest news updates follow us on WhatsApp: https://whatsapp.com/channel/0029VaYN... OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts. Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile. Stay tuned for all the breaking news ! Visit Our Website https://odishatv.in/ News In Odia: http://otvkhabar.in/ Android App: https://bit.ly/OTVAndroidApp iOS App: https://bit.ly/OTViOSApp Watch Live: https://odishatv.in/live-tv YouTube: https://goo.gl/Ehz6OP Watch our latest news in English: https://bit.ly/3wTgKxc Facebook: / otvkhabar OTV English Facebook : / otvnews Telegram @otvtelegram @otvkhabar Twitter: / otvnews Instagram: / otvnews #OdishaTV #OTV