У нас вы можете посмотреть бесплатно ରହସ୍ୟମୟ ବ୍ୟକ୍ତି ଜଗିବସିଲେ ସାରା ରାତି || Bhaktara Jagannatha || Anubhuti || или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ତାଙ୍କର ଗୋଡ଼ ନାହିଁ ସିନା ସହସ୍ର କୋଶ ବାଟ ଜାଇପାରନ୍ତି ଭକ୍ତର ଆକୁଳ ବେଦନା ଶୁଣିବାକୁ । ସୂର୍ଯ୍ୟ ଚନ୍ଦ୍ର ଦୁଇ ଆଖିରେ ସେ ଅନେଇ ରହିଛନ୍ତି ସାରା ଜଗତକୁ । ତାଙ୍କୁ ଯିଏ କାୟ ମନ ବାକ୍ୟରେ ଡାକିଥିବ ସେ ହି ଏହି ଉପଲବ୍ଧି ପାଇଥିବ । ସେହିଭଳି ଭାବେ ଯାଜପୁର ଜିଲ୍ଲା ଧର୍ମଶାଳ ବ୍ଲକ ଜେନାପୁର ବାରମଣାର ଦିଲ୍ଲୀପ କୁମାର ମହାନ୍ତିଙ୍କ ଜୀବନରେ ମହାପ୍ରଭୁ ଏଭଳି ଲୋମ ଟଙ୍କୁରା ଅନୁଭୁତି ଦେଇଛନ୍ତି ଯାହାକୁ ଶୁଣିଲେ ମହାପ୍ରଭୁଙ୍କ ପ୍ରତି ଗଭିର ଭକ୍ତି ଭାବନା ବଢିଯିବ । #lordjagannath #anubhutirejagannath #jagannathaanubhuti #anubhuti #lordjagannatha #odisha #odiastory #jagannathabhajan #jagannathapuri #puridham #lordjagannathwhatsappstatus #prabinmahapatra