• ClipSaver
  • dtub.ru
ClipSaver
Русские видео
  • Смешные видео
  • Приколы
  • Обзоры
  • Новости
  • Тесты
  • Спорт
  • Любовь
  • Музыка
  • Разное
Сейчас в тренде
  • Фейгин лайф
  • Три кота
  • Самвел адамян
  • А4 ютуб
  • скачать бит
  • гитара с нуля
Иностранные видео
  • Funny Babies
  • Funny Sports
  • Funny Animals
  • Funny Pranks
  • Funny Magic
  • Funny Vines
  • Funny Virals
  • Funny K-Pop

🎶 ✨Odia Historical Song | Buddha Nepali Nuhe Odia ✨ 💖 AI Artistry Odia Song 🎵 скачать в хорошем качестве

🎶 ✨Odia Historical Song | Buddha Nepali Nuhe Odia ✨ 💖 AI Artistry Odia Song 🎵 2 недели назад

скачать видео

скачать mp3

скачать mp4

поделиться

телефон с камерой

телефон с видео

бесплатно

загрузить,

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
🎶 ✨Odia Historical Song | Buddha Nepali Nuhe Odia ✨ 💖  AI Artistry Odia Song 🎵
  • Поделиться ВК
  • Поделиться в ОК
  •  
  •  


Скачать видео с ютуб по ссылке или смотреть без блокировок на сайте: 🎶 ✨Odia Historical Song | Buddha Nepali Nuhe Odia ✨ 💖 AI Artistry Odia Song 🎵 в качестве 4k

У нас вы можете посмотреть бесплатно 🎶 ✨Odia Historical Song | Buddha Nepali Nuhe Odia ✨ 💖 AI Artistry Odia Song 🎵 или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:

  • Информация по загрузке:

Скачать mp3 с ютуба отдельным файлом. Бесплатный рингтон 🎶 ✨Odia Historical Song | Buddha Nepali Nuhe Odia ✨ 💖 AI Artistry Odia Song 🎵 в формате MP3:


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу страницы.
Спасибо за использование сервиса ClipSaver.ru



🎶 ✨Odia Historical Song | Buddha Nepali Nuhe Odia ✨ 💖 AI Artistry Odia Song 🎵

କଳିଙ୍ଗ ବା ଉତ୍କଳ ବା ଓଡିଶା ହେଉଛି ବୌଦ୍ଧ ସଭ୍ୟତାର ଭୂଖଣ୍ତ; କାରଣ ସିଦ୍ଧାର୍ଥ ଗୌତମ ଅର୍ଥାତ ବୁଦ୍ଧଙ୍କ ଜନ୍ମସ୍ଥାନ କଳିଙ୍ଗ ଅଠରସହ ଛୟାନବେ ମସିହାରେ Alois Anton Führer ତାଙ୍କ ମିଥ୍ୟା ଅଶୋକ ସ୍ତମ୍ଭ ଏବଂ ଫଳକ ଦ୍ୱାରା ବୁଦ୍ଧଙ୍କୁ ନେପାଳୀ ପ୍ରଚାର କରିଥିଲେ। ବୁଦ୍ଧ ତାଙ୍କ ପ୍ରବଚନ ତାଙ୍କ ମାତୃ ଭାଷା ପାଲି ଭାଷାରେ ଦେଉଥିଲେ, ଯେଉଁ ଭାଷା ଆଜିର ଓଡ଼ିଆ ଭାଷା ସହ ବିନା ଅପଭ୍ରଂଶ ଏବଂ ଠିକ ଅର୍ଥ ସହ ଶତକଡା ପଚାଶ ଭାଗରୁ ମଧ୍ୟ ଅଧିକ ମେଳ ଖାଏ ଯାହା ପୃଥିବିର ଅନ୍ୟ କୌଣସି ଭାଷା ସହ ମେଳ ଖାଏନା; ଯାହା ପ୍ରତ୍ୟକ୍ଷ ପ୍ରମାଣିତ କରେ ଅତୀତର ପାଲି ଭାଷା ଆଉ କେହି ନୁହେଁ ଆଜିର ଓଡ଼ିଆ ଭାଷା; ଯାହା ପ୍ରତ୍ୟକ୍ଷ ପ୍ରମାଣ କରିଦିଏ ବୁଦ୍ଧ ନେପାଳୀ ନୁହେଁ ଓଡ଼ିଆ ଏବଂ ତାଙ୍କ ଜନ୍ମ ଭୂମି ଓଡିଶା, ସେଥି ପାଇଁ କୌଣସି ରାଜା ଅଶୋକଙ୍କ ନକଲି ସ୍ତମ୍ଭ କିମ୍ବା ଫଳକ ଦରକାର ନାହିଁ। ଥେରବାଦ ଶାସ୍ତ୍ର ସବୁ ଆଦ୍ୟ ପାଲି ଭାଷାରେ ଲିଖିତ ନେପାଳୀ ଭାଷାରେ ନୁହେଁ। ବୁଦ୍ଧଙ୍କ ବାଣୀକୁ ଲୋକପ୍ରିୟ କରିବା ପାଇଁ ଧମ୍ମବାଦୀ ମହାଯାନ ଏବଂ ବଜ୍ରଯାନ ଶାଖା ସୃଷ୍ଟି କରିଥିଲେ, ଏବଂ ପାଲି ଭାଷା କୁ ସଂସ୍କାରିତ କରି ସଂସ୍କୃତ ଭାଷା ସୃଷ୍ଟି କରି ସେଥିରେ ତାଙ୍କ ଶାସ୍ତ୍ର ସବୁ ଲେଖିଥିଲେ, ତେଣୁ ସଂସ୍କୃତ ହେଉଛି ବୌଦ୍ଧଙ୍କ ଭାଷା। ବୁଦ୍ଧ ଯେଉଁ ବିଚାରଧାରା ବା ଜୀବନ ଶୈଳୀର ମାର୍ଗ ଦେଇଥିଲେ ତାକୁ ଧମ୍ମ କୁହା ଯାଉଥିଲା ଯାହା ସଂସ୍କାରିତ ବା ସଂସ୍କୃତ ଭାଷାରେ ମହାଯାନୀ ଏବଂ ବଜ୍ରଯାନୀ ଧର୍ମ କହୁଥିଲେ; ଅର୍ଥାତ ବୁଦ୍ଧଙ୍କ ଦ୍ୱାରା ଦିଆଯାଇଥିବା ମାର୍ଗ ବା ବିଚାରଧାରାକୁ ହିଁ ଧମ୍ମ ବା ଧର୍ମ କୁହାଯାଏ; ଯାହା ବୁଦ୍ଧଙ୍କ ଦ୍ୱାରା ରଚିତ ବିଚାରଧାରା ବା ମାର୍ଗ ନୁହେଁ ତାକୁ ଧର୍ମ କହିବା ମୁର୍ଖତା, ତାକୁ କେବଳ ଆସ୍ଥା ହିଁ କୁହା ଯାଏ। ବୁଦ୍ଧଙ୍କ ଦିଆ ମାର୍ଗ ଚାରି ଆର୍ଯ୍ୟ ସତ୍ୟ ଏବଂ ଆର୍ଯ୍ୟ ଅଷ୍ଟାଂଗିକ ମାର୍ଗରେ ଚାଲୁ ଥିବା ମାନବ କୁ ହିଁ ଆର୍ଯ୍ୟ କୁହାଯାଏ ଏବଂ ତାଙ୍କ ବିଚାରଧାରା କୁ ବିରୋଧ ବା ଅନୁସରଣ କରୁନଥିବା ମାନବକୁ ବିଧର୍ମୀ, ଅଧର୍ମୀ ବା ଅନାର୍ଯ୍ୟ କୁହାଯାଏ। ମନେ ରଖିବା କଥା ହେଉଛି; ବୁଦ୍ଧ ଦେଇଥିବା ମାର୍ଗ କୁ ଧମ୍ମ ବା ଧର୍ମ କୁହାଯାଏ, ଯେଉଁ ସଙ୍ଗଠିତ ବୌଦ୍ଧ ସନ୍ୟାସ ବର୍ଗ ବୁଦ୍ଧଙ୍କ ବିଚାରକୁ ଲୋକଙ୍କ ପାଖରେ ପହଞ୍ଚାଇବା କାର୍ଯ୍ୟ କରୁଥିଲେ ତାଙ୍କୁ ସଙ୍ଘ କୁହାଯାଏ। ବୌଦ୍ଧବାଦ ରେ "ବୁଦ୍ଧ, ଧମ୍ମ ବା ଧର୍ମ ଏବଂ ସଙ୍ଘ" କୁ ତ୍ରିରତ୍ନ କୁହାଯାଏ। ଏହି ଅଖଣ୍ଡ ଭୂଖଣ୍ଡକୁ ଦଶହଜାର ବର୍ଷ ପୂର୍ବରୁ ମଧ୍ୟ ପ୍ରବାସୀ ଆସି ବସବାସ କରୁଥିଲେ କାରଣ ଏଠିକାର ପରିସଂସ୍ଥାନ ସର୍ବଦୃଷ୍ଟିରୁ ଅନୁକୂଳ ଥିଲା। ଏହି ଭୂଖଣ୍ଡର ପ୍ରମୁଖ ବିଚାରଧାରା ଧମ୍ମ ବା ଧର୍ମ ବା ବୌଦ୍ଧବାଦ ଥିଲା। ସାତଶହ ଖ୍ରୀଷ୍ଟାବ୍ଦ ପୂର୍ବରୁ ଯେତେ ମଧ୍ୟ ଆକ୍ରାନ୍ତା ଏହି ଭୂଖଣ୍ଡକୁ ଆସିଥିଲେ ସେମାନେ ସମସ୍ତେ ବୌଦ୍ଧ ଧର୍ମ ଗ୍ରହଣ କରି ନେଇଥିଲେ କିନ୍ତୁ ଇସ୍ଲାମ ରାଜାଙ୍କ କାଳଖଣ୍ଡରେ ଏଠିକାର ସବୁ ଭାଷାର ସଭ୍ୟତାରେ ସଂଗଠିତ ବୌଦ୍ଧ ବିରୋଧୀ ଅପରାଧୀ ବର୍ଗମାନେ ନିଜକୁ ସମାଜର ସାଶକ ବର୍ଗ ବନାଇବା ପାଇଁ ସେମାନଙ୍କୁ ସାହାଯ୍ୟ କରି ବୌଦ୍ଧ ରୁଲିଂ କ୍ଲାସ କୁ ହରାଇଥିଲେ ଏବଂ ବିଦେଶୀ ସାଶକଙ୍କ ଚାଟୁକାରିତା କରି ବୌଦ୍ଧ ସମାଜର ପତନ କରି ସେମାନଙ୍କ ସାଶନ କାର୍ଯ୍ୟରେ ସାହାଯ୍ୟ କରିଥିଲେ; ପରେ ବୌଦ୍ଧ ସମାଜର ସାଶକ ବର୍ଗକୁ ବିସ୍ଥାପିତ କରି ନିଜେ ବୌଦ୍ଧ ସମାଜର ସାଶକ ବର୍ଗ ହୋଇ ଯାଇଥିଲେ। ନିଜ ପାଇଁ ଏବଂ ନିଜ ପିଢିଙ୍କ ପାଇଁ ଜନ୍ମ ଜାତ ବିଶେଷ ଅଧିକାର ଅର୍ଥାତ ଜନ୍ମଜାତ ସାଶକ ବର୍ଗର ଅଧିକାର ପାଇଁ ଜାତିବାଦ ସୃଷ୍ଟି କରି ଆସ୍ଥା ନାମରେ ବିଶେଷ ଅଧିକାରକୁ ସଂରକ୍ଷଣ କରିବା ପାଇଁ ପ୍ରତ୍ୟକ ବୌଦ୍ଧ ସମ୍ପଦାକୁ କବ୍ଜା କରି ସେହି ଠାରୁ ହିଁ ଅପଭ୍ରଂଶ ମୂଳକ ତାଙ୍କ ବୌଦ୍ଧ ବିରୋଧୀ ନିୟମ ମାନ ପ୍ରଚାର ପ୍ରଶାର କରିଥିଲେ। ସଂଗଠିତ ବୌଦ୍ଧ ବିରୋଧୀ ବୌଦ୍ଧ ରୁଲିଂ କ୍ଲାସ କୁ ଆଉଟ କାଷ୍ଟ ଘୋଷିତ କରି ସେମାନଙ୍କ ସ୍ଥାନକୁ ଅକ୍ତିଆର କରିଥିଲେ ଏବଂ ଆସ୍ଥା ନାମରେ ନିୟମ ତିଆରି କରି ତାଙ୍କର ପ୍ରତି ଅଧିକାରକୁ ଲୁଟି ନେଇଥିଲେ, ବୌଦ୍ଧ ୱାର୍କିଙ୍ଗ କ୍ଲାସକୁ ନିଜର ଗୁଲାମ ବା ଶୁଦ୍ର ଘୋଷିତ କରି ସେମାନଙ୍କ ଅଧିକାର କୁ ସୀମିତ କରି ଶୋଷଣ କରିଥିଲେ। ବୌଦ୍ଧ ବିଚାରଧାରାରେ କୌଣସି ଆବ୍ରାହାମିକ କାଳ୍ପନିକ ସର୍ବୋଚ୍ଚ, ସର୍ବଶକ୍ତିମାନ ଏବଂ ସର୍ବ ବିଦ୍ୟମାନ ଚରିତ୍ରର ଜାଗା ନାହିଁ। ବୁଦ୍ଧଙ୍କ ନାମ ହିଁ ଭଗବାନ ଏବଂ ଈଶ୍ୱର ଥିଲା କିନ୍ତୁ ଇସ୍ଲାମ କାଳଖଣ୍ଡ ରେ ହିଁ ବୌଦ୍ଧ ବିରୋଧୀ ମାନେ ଏହାର ଅର୍ଥ ବଦଳେଇ ଇସ୍ଲାମିକ ଅଲ୍ଲାହର ଅର୍ଥ ଯାହା "କାଳ୍ପନିକ ସର୍ବୋଚ୍ଚ, ସର୍ବଶକ୍ତିମାନ ଏବଂ ସର୍ବ ବିଦ୍ୟମାନ ଚରିତ୍ରର" ଅର୍ଥ ସହ ସମ୍ବନ୍ଧିତ କରିଥିଲେ। ଭଗବାନ ଦୁଇ ପାଲି ଶବ୍ଦ bhaggo ଏବଂ वान/vānaṃ ଶବ୍ଦ ଯୋଗରେ ସୃଷ୍ଟି ଏକ ଶବ୍ଦ; ପାଲି ଶବ୍ଦ ଭଗୋ ଅର୍ଥ ଭଗ୍ନ ବା ବିନାଶ କରିବା ଏବଂ ବାନ ର ଅର୍ଥ ହେଉଛି ଇଛା, ଅଭିଳାଷ ବା କାମନା ଯାହା ମନ୍ଦ ଉଦ୍ଧେଷ୍ୟ ସହ ଜଡିତ; ଅର୍ଥାତ ଯିଏ ମନ୍ଦ ଇଛା, ଅଭିଳାଷ ବା କାମନାକୁ ବିନାଶ କରିପାରେ ସେ ହିଁ ଭଗବାନ ଯାହା ଇସ୍ଲାମ ବିଚାରଧାରାର ଆବ୍ରାହାମିକ "କାଳ୍ପନିକ ସର୍ବୋଚ୍ଚ, ସର୍ବଶକ୍ତିମାନ ଏବଂ ସର୍ବ ବିଦ୍ୟମାନ ଚରିତ୍ର" ସହ କୌଣସି ସମ୍ବନ୍ଧ ହିଁ ନାହିଁ। ସେହି ପରି ଈଶ୍ୱର ଶବ୍ଦ ପାଲି ଶବ୍ଦ issara ଶବ୍ଦରୁ ସୃଷ୍ଟି ଯାହାର ଅର୍ଥ ମୁଖ୍ୟ, ପ୍ରମୁଖ ବା ପ୍ରଧାନ ଅର୍ଥାତ ଯିଏ ବୌଦ୍ଧ ବିଚାରଧାରା ରଚନାକାର ବା ମୁଖ୍ୟ, ପ୍ରମୁଖ ବା ପ୍ରଧାନ; ମାନେ ବୁଦ୍ଧଙ୍କୁ ହିଁ ବୁଝାଏ ଏହା କୌଣସି ଆବ୍ରାହାମିକ "କାଳ୍ପନିକ ସର୍ବୋଚ୍ଚ, ସର୍ବଶକ୍ତିମାନ ଏବଂ ସର୍ବ ବିଦ୍ୟମାନ ଚରିତ୍ର" ହିଁ ନୁହେଁ । ବୌଦ୍ଧ ବିରୋଧୀ ଆତଙ୍କବାଦୀ ରାଜୀବ ଲୋଚନ ରାୟ ପନ୍ଦର ସହ ଅଡଷଠୀ ମସିହାରେ ଇସ୍ଲାମ ଆସ୍ଥା ଆପଣେଇ କଳାପାହାଡ ନାମରେ ଓଡ଼ିଶାର ସମସ୍ତ ବୌଦ୍ଧ ମନ୍ଦିର ପୁରୀ, କୋଣାର୍କ, ଲିଙ୍ଗରାଜ ଇତ୍ୟାଦି ଇତ୍ୟାଦି କୁ ଧ୍ୱସ୍ତ ବିଧ୍ୱସ୍ତ କରିଥିଲା; ବୁଦ୍ଧଙ୍କ ମୂର୍ତ୍ତିକୁ ସବୁ ଭାଙ୍ଗି ଥିଲା ଏବଂ ପରେ ସମସ୍ତ ମୁଖ୍ୟ ବୌଦ୍ଧ ସ୍ଥଳକୁ ଇସ୍ଲାମ ନୁହେଁ ବୌଦ୍ଧବିରୋଧୀ ବର୍ଗଙ୍କ ହାତରେ ଦେଇ ଦେଇଥିଲା, ବାହ୍ୟ ରାଜ୍ୟରୁ ଆସିଥିବା ବୌଦ୍ଧ ବିରୋଧୀ ବର୍ଗ ପୁରୀ ମନ୍ଦିରକୁ ନିଜର କବ୍ଜାରେ ଆଣି ଏଠି ଜାତିପ୍ରଥାର ପ୍ରଚାର ପ୍ରସାର କରି ବୌଦ୍ଧ ସଭ୍ୟତାକୁ ସମୂଳ ନଷ୍ଟ କରିଥିଲେ ଏବଂ ପରେ ମିଥ୍ୟା ପରମ୍ପରା ସୃଷ୍ଟିକରି ଏଠିକାର ବୌଦ୍ଧ ସଭ୍ୟତାକୁ ଦିଗ ଭ୍ରଷ୍ଟ କରିଥିଲେ। ଓଡ଼ିଶାର ଝିଅ କାରୁବାକୀ ବୌଦ୍ଧ ରାଜା ଅଶୋକଙ୍କ ରାଣୀ ଥିଲେ ଯାହାଙ୍କ ନାମ କେବଳ ଅଶୋକ ଅଭିଲେଖରେ ମିଳେ। କାରୁବାକୀ ବୌଦ୍ଧ ଥିବାରୁ ତାଙ୍କର ପ୍ରଭାବରେ ରାଜା ଅଶୋକ ବୌଦ୍ଧ ବିଚାରଧାରାକୁ ଦେଶ ବିଦେଶରେ ମଧ୍ୟ ପ୍ରଚାର ପ୍ରସାର କରିଥିଲେ। ଓଡିଶା ହେଉଛି ଜ୍ଞାନ ଏବଂ ମନବତା ପ୍ରସାରର ଭୂଖଣ୍ଡ ଯାହା ପ୍ରତ୍ୟକ ଓଡ଼ିଆ ଜାଣିବା ଦରକାର।

Comments
  • 🎶 Ahe Nila Saila | ଆହେ ନୀଳ ଶଇଳ 💖  AI Artistry Odia Song 🎵 |  AI Odia Lofi Vibes 🎶 1 месяц назад
    🎶 Ahe Nila Saila | ଆହେ ନୀଳ ଶଇଳ 💖 AI Artistry Odia Song 🎵 | AI Odia Lofi Vibes 🎶
    Опубликовано: 1 месяц назад
  • «ВАШ ПЕРЕВОДЧИК ЛЖЁТ!» — официантка ПРЕДУПРЕДИЛА CEO-МИЛЛИОНЕРА перед тем, как он ПОДПИСАЛ… 9 дней назад
    «ВАШ ПЕРЕВОДЧИК ЛЖЁТ!» — официантка ПРЕДУПРЕДИЛА CEO-МИЛЛИОНЕРА перед тем, как он ПОДПИСАЛ…
    Опубликовано: 9 дней назад
  • Ganesh Gayatri Mantra 1hour Jaap | Powerful Morning Chant | ॐ एकदन्ताय विद्महे Budhwar Special 1 час назад
    Ganesh Gayatri Mantra 1hour Jaap | Powerful Morning Chant | ॐ एकदन्ताय विद्महे Budhwar Special
    Опубликовано: 1 час назад
  • 🎶Hali Hali | ହଲି ହଲି 💖  AI Artistry Odia Song 🎵 |  AI Odia Lofi Vibes 🎶 2 недели назад
    🎶Hali Hali | ହଲି ହଲି 💖 AI Artistry Odia Song 🎵 | AI Odia Lofi Vibes 🎶
    Опубликовано: 2 недели назад
  • Best Motivational Nonstop Songs _ New Motivational Songs _ Song Motivation _ Inspirational Songs(MP 12 дней назад
    Best Motivational Nonstop Songs _ New Motivational Songs _ Song Motivation _ Inspirational Songs(MP
    Опубликовано: 12 дней назад
  • ATLÉTI SHOW! CZTERY DO PRZERWY, ZAGUBIONA BARCA PYTA KTÓRĘDY DO SZATNI! TO PARTIDO MIAŁO WSZYSTKO 4 дня назад
    ATLÉTI SHOW! CZTERY DO PRZERWY, ZAGUBIONA BARCA PYTA KTÓRĘDY DO SZATNI! TO PARTIDO MIAŁO WSZYSTKO
    Опубликовано: 4 дня назад
  • When Shiva Lost Sati 💔 | Shiv Sati Full Story | Rudra Avatar Awakening | Har Har Mahadev 7 дней назад
    When Shiva Lost Sati 💔 | Shiv Sati Full Story | Rudra Avatar Awakening | Har Har Mahadev
    Опубликовано: 7 дней назад
  • Высоцкий - 10 лучших песен 2 года назад
    Высоцкий - 10 лучших песен
    Опубликовано: 2 года назад
  • Сильный исторический фильм покоривший весь мир | Боевик | Приключения | Фильм 3 дня назад
    Сильный исторический фильм покоривший весь мир | Боевик | Приключения | Фильм
    Опубликовано: 3 дня назад
  • 🎶Bhija | ଭିଜା  💖  AI Artistry Odia Song 🎵 |  AI Odia Lofi Vibes 🎶 1 день назад
    🎶Bhija | ଭିଜା 💖 AI Artistry Odia Song 🎵 | AI Odia Lofi Vibes 🎶
    Опубликовано: 1 день назад
  • Love Songs 2026 🎵 Best Love Songs Collection – Romantic, Soft & Emotional Music / Vol-02. 2 недели назад
    Love Songs 2026 🎵 Best Love Songs Collection – Romantic, Soft & Emotional Music / Vol-02.
    Опубликовано: 2 недели назад
  • Сборник песен на стихи Есенина | DJ Malinova | Премьера всех песен 2025 4 месяца назад
    Сборник песен на стихи Есенина | DJ Malinova | Премьера всех песен 2025
    Опубликовано: 4 месяца назад
  • करूँगा या मरूँगा | THE FINAL DECISION | Most Powerful Motivational Song | Success Anthem 2026 2 недели назад
    करूँगा या मरूँगा | THE FINAL DECISION | Most Powerful Motivational Song | Success Anthem 2026
    Опубликовано: 2 недели назад
  • OTTA-orchestra. 5 дней назад
    OTTA-orchestra. "GRETELA" (2026)
    Опубликовано: 5 дней назад
  • Jagata Natha : Odia Lofi Vibes 🎶 1 год назад
    Jagata Natha : Odia Lofi Vibes 🎶
    Опубликовано: 1 год назад
  • 🎶 Niraba Ratire | ନିରବ ରାତିରେ 💖  AI Artistry Odia Song 🎵 |  AI Odia Lofi Vibes 🎶 4 дня назад
    🎶 Niraba Ratire | ନିରବ ରାତିରେ 💖 AI Artistry Odia Song 🎵 | AI Odia Lofi Vibes 🎶
    Опубликовано: 4 дня назад
  • СУРОВИКИН ДОЖДАЛСЯ! 2 дня назад
    СУРОВИКИН ДОЖДАЛСЯ! "БЕЛАЯ СТРЕЛА" НАЧИНАЕТ ЗАЧИСТКУ
    Опубликовано: 2 дня назад
  • POWERFUL 11 TIMES | Hanuman Chalisa Non-Stop | Full Protection Shield | Bajrangbali Blessings 7 дней назад
    POWERFUL 11 TIMES | Hanuman Chalisa Non-Stop | Full Protection Shield | Bajrangbali Blessings
    Опубликовано: 7 дней назад
  • Песни о Любви которые Трогают Сердце | Лучшие Композиции Для Вашего Настроения 1 месяц назад
    Песни о Любви которые Трогают Сердце | Лучшие Композиции Для Вашего Настроения
    Опубликовано: 1 месяц назад
  • Mind Relaxing LoFi for Study, Sleep, Calm 🎧 | Bollywood Arijit Singh Vibes | Love Story #brokenheart 10 дней назад
    Mind Relaxing LoFi for Study, Sleep, Calm 🎧 | Bollywood Arijit Singh Vibes | Love Story #brokenheart
    Опубликовано: 10 дней назад

Контактный email для правообладателей: u2beadvert@gmail.com © 2017 - 2026

Отказ от ответственности - Disclaimer Правообладателям - DMCA Условия использования сайта - TOS



Карта сайта 1 Карта сайта 2 Карта сайта 3 Карта сайта 4 Карта сайта 5