У нас вы можете посмотреть бесплатно Mobile -An Inspiration Story ! или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଅଜିର ଯୁଗରେ Mobile ହେଉଛି ପ୍ରତ୍ୟକ ଲୋକଙ୍କ ଜୀବନର ଏକ ଅଂଶ ! ଛୋଟ ପିଲାଠାରୁ ଆରମ୍ଭ କରି ବଡମାନେ ମଧ୍ୟ୍ୟ ସମସ୍ତେ ଏଥିରେ ମଗ୍ନ ! କିନ୍ତୁ ଏହି ଡ୍ରାମା ଗୋଟିଏ ଛୋଟ ପିଲା Mobile ରେ ଏତେ ମଗ୍ନ ହୋଇଯାଏ ଯେ ପଢା,ଲେଖା , ଲକ୍ଷ୍ୟ ମଧ୍ୟ ଧୀରେ ଧୀରେ ଭୁଲିଯାଏ ! ସେ ସକାଳେ ଉଠି ଖେଳେ, ଭିଡ଼ିଓ ଦେଖେ ଓ ସମୟ ନଷ୍ଟ କରେ - ଯାହା ଫଳରେ ତାର ଜୀବନ ଅନ୍ଧକାର ଆଡକୁ ଗତି କରେ ! ଏହି ଡ୍ରାମା ଗୋଟେ ଶିକ୍ଷା ଦେଉଛି ସମସ୍ତ ଛୋଟ ପିଲା ଓ ଅଭିଭାବଙ୍କ ପାଇଁ - ପିଲାଙ୍କୁ Mobile ଦେବା କିନ୍ତୁ ତାହାର ବ୍ୟବହାର ନିୟନ୍ତ୍ରଣ କରିବା ଆବଶ୍ୟକ ! ଜୀବନର ସତ୍ୟ ସଫଳତା Mobile ଖେଳରେ ନୁହେଁ, ପାଠପଢା ଓ ପରିଶ୍ରମରେ ରହିଛି ! ଏହି "Mobile -An Inspiration Story " ତୁମ ମନକୁ ଛୁଇଁଯିବ,ଯଦି ତୁମେ ନିଜ ଜୀବନ ସହ ତୁଳନା କରି ଭାବିବାକୁ ବାଧ୍ୟ ହେବ ! ଜୀବନରେ Mobile ଦରକାର ଅଛି, କିନ୍ତୁ Mobile ରେ ଜୀବନ ନୁହେଁ ! ଏହି କାହାଣୀ ଗୋଟେ ଜାଗରଣ - ଯାହା ପିଲାଙ୍କ ମନକୁ ନୂତନ ଦିଗ ଦେଇପାରେ ! ଆପଣମାନେ ଏହି channel କୁ subscribe କରନ୍ତୁ ଏବଂ ନୂଆ ଡ୍ରାମା miss କରନ୍ତୁ ନାହିଁ ! Thanks for Reading ! #family dramafun #MobiloeStory #InspiritaionDrama #LifeLession #ChildrenMotivitation #OdiaDrama #MoralStory #EducatioMessage #Mobile An inspiration Story #Realistic Story #InspirationStory