У нас вы можете посмотреть бесплатно ଗିରିଶ ଭାଇ କେମିତି ଦଣ୍ଡ ଜଗତକୁ ଆସିଲେ // ଦଣ୍ଡ ଜଗତର ଯୁବ କଳାକାର ଶ୍ରୀଯୁକ୍ତ ଗିରିଶ ଚନ୍ଦ୍ର ନାଏକ ନାଲମ କଣିହାଁ или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#prasadstudio #prasadbhaivlog #prasadtv ନମସ୍କାର ଦର୍ଶକ ବନ୍ଧୁ ।ମୁଁ ଆପଣ ମାନଙ୍କର Youtuber ଵିଷ୍ଣୁ ପ୍ରସାଦ ବେହେରା(ପ୍ରସାଦ ଭାଇ) କଣିହାଁ ଅନୁଗୋଳ । ମୋ - 8249527724 ,Email id - b. lic790@gmail. com । ଆପଣ ମାନଙ୍କୁ Youtube ଚାନେଲ Prasadstudio ,PrasadTV ଏବଂ Prasad bhai Vlog କୁ ସ୍ୱାଗତ । ଆପଣ ଯଦି ମୋ ଚାନେଲ ସହିତ ନୂଆ କରି ଦେଖୁଛନ୍ତି ତା ହେଲେ ସର୍ବ ପ୍ରଥମେ ମୋ ଚାନେଲ Prasad studio(ପ୍ରସାଦ ଷ୍ଟୁଡିଓ) ,PrasadTV(ପ୍ରସାଦ ଟିଭି ) , Prasad bhai vlog(ପ୍ରସାଦ ଭାଇ ବ୍ଲୋଗ) କୁ subscribe କରି ନିଅନ୍ତୁ ଏବଂ bell icoin କୁ on କରି ଦିଅନ୍ତୁ ଯାହା ଫଳରେ ମୋର ପ୍ରତ୍ୟେକ ନୂଆ ନୂଆ ଭିଡ଼ିଓ କୁ ପ୍ରଥମେ ଦେଖି ପାରିବେ ।ରହିଲି ନମସ୍କାର । ଜୟ ଜଗନ୍ନାଥ । ବି. ଦ୍ର. - ମୋ youtube ଚାନେଲ Prasad studio ,PrasadTV and Prasad bhai vlog ମାଧ୍ୟମରେ ଆମ୍ଭର ଲୋକାୟିତ ହୋଇ ଯାଉ ଥିବା କାଯ୍ୟକ୍ରମ ଯଥା ପାରମ୍ପରିକ ଦଣ୍ଡନୃତ୍ୟ ପାଲା ଘୁଡିକି ଦାସ କାଠିଆ ସଂକୀର୍ତ୍ତନ ମେଳା ମହୋତ୍ସବ ଅଷ୍ଟ ପ୍ରହରୀ ଯାତ୍ରା ହୋମ ପାରାୟଣ ଇତ୍ୟାଦି କୁ ଲୋକ ଲୋଚନ କୁ ଆଣିବା ପାଇଁନ ଏକମାତ୍ର ପ୍ରୟାସ । କୌଣସି ବ୍ୟକ୍ତିଗତକୁ ଆକ୍ଷେପ କରି ନୃତ୍ୟ ପରିବେଷଣ କରିବା କିମ୍ବା କୌଣସି ଜାତି ପ୍ରଥା କୁ ନେଇ ନୃତ୍ୟ ପରିବେଷଣ କରିବା ଉଦ୍ଦେଶ୍ୟରେ ନୁହେଁ କେବଳ ଟିକିଏ ମନୋରଞ୍ଜନ କରିବା ଉଦ୍ଦେଶ୍ୟରେ ମୋର ଏହି ଚାନେଲ ତେଣୁ ଆଉ କାଳ ବିଳମ୍ବ ନ କରି ମୋର ଏହି ନୂଆ ଚାନେଲ କୁ subscribe, like, share and coments କରନ୍ତୁ । / @prasadtv149 / @prasadstudio8149 / @prasadbhaivlog2482