• ClipSaver
  • dtub.ru
ClipSaver
Русские видео
  • Смешные видео
  • Приколы
  • Обзоры
  • Новости
  • Тесты
  • Спорт
  • Любовь
  • Музыка
  • Разное
Сейчас в тренде
  • Фейгин лайф
  • Три кота
  • Самвел адамян
  • А4 ютуб
  • скачать бит
  • гитара с нуля
Иностранные видео
  • Funny Babies
  • Funny Sports
  • Funny Animals
  • Funny Pranks
  • Funny Magic
  • Funny Vines
  • Funny Virals
  • Funny K-Pop

Patakalagi Darshan(2-Mar)ଆଜି ହଳଦିଆ ରଙ୍ଗର ପତାକାଲାଗି | Puri Jagannath Temple Divine Flag Change скачать в хорошем качестве

Patakalagi Darshan(2-Mar)ଆଜି ହଳଦିଆ ରଙ୍ଗର ପତାକାଲାଗି | Puri Jagannath Temple Divine Flag Change 11 часов назад

скачать видео

скачать mp3

скачать mp4

поделиться

телефон с камерой

телефон с видео

бесплатно

загрузить,

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
Patakalagi Darshan(2-Mar)ଆଜି ହଳଦିଆ ରଙ୍ଗର ପତାକାଲାଗି | Puri Jagannath Temple Divine Flag Change
  • Поделиться ВК
  • Поделиться в ОК
  •  
  •  


Скачать видео с ютуб по ссылке или смотреть без блокировок на сайте: Patakalagi Darshan(2-Mar)ଆଜି ହଳଦିଆ ରଙ୍ଗର ପତାକାଲାଗି | Puri Jagannath Temple Divine Flag Change в качестве 4k

У нас вы можете посмотреть бесплатно Patakalagi Darshan(2-Mar)ଆଜି ହଳଦିଆ ରଙ୍ଗର ପତାକାଲାଗି | Puri Jagannath Temple Divine Flag Change или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:

  • Информация по загрузке:

Скачать mp3 с ютуба отдельным файлом. Бесплатный рингтон Patakalagi Darshan(2-Mar)ଆଜି ହଳଦିଆ ରଙ୍ଗର ପତାକାଲାଗି | Puri Jagannath Temple Divine Flag Change в формате MP3:


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу страницы.
Спасибо за использование сервиса ClipSaver.ru



Patakalagi Darshan(2-Mar)ଆଜି ହଳଦିଆ ରଙ୍ଗର ପତାକାଲାଗି | Puri Jagannath Temple Divine Flag Change

✨ ଆଜିର ପବିତ୍ର ଘଟଣା – ନୀଳଚକ୍ର ଉପରେ ହଳଦିଆ ରଙ୍ଗର ପତାକାଲାଗି ✨ 📅 02-Mar -2026– ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ନୀଳଚକ୍ର ଉପରେ ପବିତ୍ର ହଳଦିଆ ରଙ୍ଗର ପତାକା ପରିବର୍ତ୍ତିତ ହେଲା। 🏛️ ଏହି ପତାକାଲାଗି ଭକ୍ତମାନଙ୍କୁ ଦେଇଥାଏ ଶାନ୍ତି ଓ ଆଶୀର୍ବାଦ 📺 ଘରେ ବସି LIVE ଦେଖନ୍ତୁ — Jay Jagannath TV – ଆପଣଙ୍କ ଆଧ୍ୟାତ୍ମିକ ଯାତ୍ରାର ସାଥୀ 🙏 ଜୟ ଜଗନ୍ନାଥ ନୀଳଚକ୍ର ଉପରେ ଉଡୁଥିବା ପତିତପାବନ ବାନା ବା ପତାକା ଗୋଟିଏ ଦିନରୁ ଅଧିକ ସମୟ ମନ୍ଦିରରେ ଉଡ଼େ ନାହିଁ । ବର୍ଷକ ବାର ମାସ ୩୬୫ ଦିନ ଖରା, ବର୍ଷା , ଶୀତ କୁ ଖାତିର ନ କରି ପ୍ରତିଦିନ ସନ୍ଧ୍ୟା ୫ ଟା ରେ ଚୁନରା ସେବକ ନୀଳଚକ୍ର ରେ ଧ୍ବଜା ବାନ୍ଧିବା ନିମନ୍ତେ ଶ୍ରୀମନ୍ଦିର ଚୁଡାକୁ ଆରୋହଣ କରିଥାନ୍ତି। ଏହି ସେବାକୁ ପତାକଲାଗି ସେବା କୁହାଯାଏ । ଶ୍ରୀମନ୍ଦିର ଭିତରେ ଏବଂ ସିଂହଦ୍ୱାର ସାମନାରେ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତଗଣ ଏହି ପତାକା ଲାଗି ଦର୍ଶନ କରି ଧନ୍ୟ ହୁଅନ୍ତି । ଚୁନରା ସେବକ ମାନେ ବେକରେ ନୂଆ ଧ୍ବଜା ବାନ୍ଧି ସେ ଶ୍ରୀମନ୍ଦିର ଆରୋହଣ କରିଥାନ୍ତି । ପ୍ରଥମେ ଅଁଳା ବେଢ଼ା ରେ ଥିବା ଧ୍ବଜା ମହାବୀର ଙ୍କୁ ଉପାସନା କରି ସେଠାରେ ଦୀପ ପ୍ରଜ୍ବଳନ କରି ସାରିବା ପରେ , ଅଁଳା ବେଢ଼ା ଉପରକୁ ଏକ ଲୁହା ସିକୁଳି ମାଧ୍ୟମରେ ଯାଇଥାନ୍ତି। ତତ୍ପରେ କଳସ ଉପରେ ଚଢ଼ି , ନୀଳଚକ୍ର ଶିଖରକୁ ଯାଇଥାନ୍ତି। । ସେଠାରେ ଥିବା ପୁରୁଣା ଧ୍ବଜା ପରିବର୍ତ୍ତନ କରି ନୂଆ ଧ୍ବଜା ଲାଗି କରିଥାନ୍ତି ଓ ଜଗତ ମଙ୍ଗଳ କାମନା କରିଥାନ୍ତି । ଏହି ବାନା ସାଧାରଣତଃ ଗାଢ଼ ନାଲି କିମ୍ବା ହଳଦିଆ ବର୍ଣ୍ଣ ଓ ବେଳେ ବେଳେ ଧଳା ରଙ୍ଗର ହୋଇଥାଏ । ଏହାର ମଧ୍ୟ ଭାଗରେ ଚନ୍ଦ୍ର ଓ ବିନ୍ଦୁ ଶ୍ୱେତ ରଙ୍ଗରେ ଅଙ୍କିତ ହୋଇଥାଏ । #patakalagidarshan #jayjagannathtv #SidharthTV #jayjagannathlive #jagannath #jagannatha #jagannathtemple #JagannathCulture #NamitaAgrawal #SitaramAgrawal #SidharthUtsav #SidharthGold #SidharthMusic #SidharthNetwork #TodayPatakalagi #dhwajaarohan #banabandha "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I "ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I ଜୟ ଜଗନ୍ନାଥ🙏🙏🙏 #jayjgannathtvlive #namitaagrawal #sidharthtv Watch "JAY JAGANNATH TV" on DTH: TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397 Also available on all cable networks. For More Info please contact - 6372804618 Also, visit our other social media pages : Facebook: https://bit.ly/3kxvE7A Instagram: https://bit.ly/3KEpYDF YouTube: https://bit.ly/3KAQeyD Twitter: https://bit.ly/38JpX3U #jayjgannathtvlive #jayjagannathtv #namitaagrawal #sidharthtv #sitaramagrawal #patitapaban_arati #patakalagidarshan #ଜୟଜଗନ୍ନାଥଟିଭି #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati

Comments
  • ମଙ୍ଗଳ ଆଳତୀ ଦର୍ଶନ(03-Mar) | Today's Live Mangala Alati - Puri Jagannath Temple | Jay Jagannath Tv 1 час назад
    ମଙ୍ଗଳ ଆଳତୀ ଦର୍ଶନ(03-Mar) | Today's Live Mangala Alati - Puri Jagannath Temple | Jay Jagannath Tv
    Опубликовано: 1 час назад
  • 🔴EXCLUSIVE ସେଇ ବିହାରୀ ଝିଅ ପାଇଁ ଏତେ ନାଟ - ରାହୁଲଙ୍କ ପତ୍ନୀ Big twist In Youtuber Rahul Murd*r Case 9 часов назад
    🔴EXCLUSIVE ସେଇ ବିହାରୀ ଝିଅ ପାଇଁ ଏତେ ନାଟ - ରାହୁଲଙ୍କ ପତ୍ନୀ Big twist In Youtuber Rahul Murd*r Case
    Опубликовано: 9 часов назад
  • Total Lunar Eclipse Today // Matric Result Date 1 час назад
    Total Lunar Eclipse Today // Matric Result Date
    Опубликовано: 1 час назад
  • ଦୋଳ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଅଲୌକିକ ଲୀଳା | Jay Jagannath TV 1 час назад
    ଦୋଳ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଅଲୌକିକ ଲୀଳା | Jay Jagannath TV
    Опубликовано: 1 час назад
  • ମାଟି ଚୁଲିରେ ବନେଇଲୁ ପାଉଁରୁଟି || Odia Family Vlog || Tapan Sanju Family Vlog 2 дня назад
    ମାଟି ଚୁଲିରେ ବନେଇଲୁ ପାଉଁରୁଟି || Odia Family Vlog || Tapan Sanju Family Vlog
    Опубликовано: 2 дня назад
  • 5000 ЛЕТ НАЗАД ЭТО ПРЕДУПРЕДИЛИ — КРОВАВАЯ ЛУНА 3 МАРТА 2026 СОВПАДЕНИЕ ИЛИ ЗНАК!? 1 день назад
    5000 ЛЕТ НАЗАД ЭТО ПРЕДУПРЕДИЛИ — КРОВАВАЯ ЛУНА 3 МАРТА 2026 СОВПАДЕНИЕ ИЛИ ЗНАК!?
    Опубликовано: 1 день назад
  • ପତକାଲାଗି ଦର୍ଶନ କଲେ ସମର୍ପଣ ଭାବ ଆସିଥାଏ (2-Mar)PATAKALAGI | JAY JAGANNATH TV 11 часов назад
    ପତକାଲାଗି ଦର୍ଶନ କଲେ ସମର୍ପଣ ଭାବ ଆସିଥାଏ (2-Mar)PATAKALAGI | JAY JAGANNATH TV
    Опубликовано: 11 часов назад
  • ଓଡିଶାର ସବୁଠୁ ଭାଇରାଲ ବାବା ଅସିତ ଖୋଲି କହିଦେଲେ ସବୁ ଗୁମର  Interview With  Most VIral Baba Asit Jena 11 дней назад
    ଓଡିଶାର ସବୁଠୁ ଭାଇରାଲ ବାବା ଅସିତ ଖୋଲି କହିଦେଲେ ସବୁ ଗୁମର Interview With Most VIral Baba Asit Jena
    Опубликовано: 11 дней назад
  • ଦୋଳ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ! ୧୨ ରାଶିର ପ୍ରଭାବ?ହାଣ୍ଡିଛାଡ କରିବେ କେତେବେଳେ Lunar Eclipse on Dola Purnima 2 дня назад
    ଦୋଳ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ! ୧୨ ରାଶିର ପ୍ରଭାବ?ହାଣ୍ଡିଛାଡ କରିବେ କେତେବେଳେ Lunar Eclipse on Dola Purnima
    Опубликовано: 2 дня назад
  • ସନ୍ଧ୍ୟା ଆଳତୀ ଦର୍ଶନ (02-Mar) | Sandhya Alati LIVE Darshan - Jagannath Temple | Jay Jagannath TV 9 часов назад
    ସନ୍ଧ୍ୟା ଆଳତୀ ଦର୍ଶନ (02-Mar) | Sandhya Alati LIVE Darshan - Jagannath Temple | Jay Jagannath TV
    Опубликовано: 9 часов назад
  • Я Протестировал 5 Форм Кровати — Одна Заставила Растения Расти Как Сумасшедшие 2 дня назад
    Я Протестировал 5 Форм Кровати — Одна Заставила Растения Расти Как Сумасшедшие
    Опубликовано: 2 дня назад
  • आज की मंगल आरती: सीधे पुरी मंदिर से | (3-Mar) श्रीजगन्नाथजी की प्रथम आरती  | Jay Jagannath TV Hindi 1 час назад
    आज की मंगल आरती: सीधे पुरी मंदिर से | (3-Mar) श्रीजगन्नाथजी की प्रथम आरती | Jay Jagannath TV Hindi
    Опубликовано: 1 час назад
  • ଇରାନର କାଢ଼ିଲା ବ୍ରହ୍ମାସ୍ତ୍ରUS-Iran War |Israel Attack |US Embassy In Kuwait Hit |Iranian Strikes|N18G 8 часов назад
    ଇରାନର କାଢ଼ିଲା ବ୍ରହ୍ମାସ୍ତ୍ରUS-Iran War |Israel Attack |US Embassy In Kuwait Hit |Iranian Strikes|N18G
    Опубликовано: 8 часов назад
  • ଚନ୍ଦ୍ର ଗ୍ରହଣ କେଉଁ ରାଶି ପାଇଁ ଶୁଭ ଆଉ ଅଶୁଭ ଦେଖନ୍ତୁ | Chandra Grahan 2026 | Bhavani Shankar Mahapatra 3 дня назад
    ଚନ୍ଦ୍ର ଗ୍ରହଣ କେଉଁ ରାଶି ପାଇଁ ଶୁଭ ଆଉ ଅଶୁଭ ଦେଖନ୍ତୁ | Chandra Grahan 2026 | Bhavani Shankar Mahapatra
    Опубликовано: 3 дня назад
  • LIVE | ଶ୍ରୀଜଗନ୍ନାଥ ଧାମରୁ ପତିତପାବନଙ୍କ ମଙ୍ଗଳ ଆଳତି ଦର୍ଶନ ସିଧାପ୍ରସାରଣ |ShreeJagannath Dham .
    LIVE | ଶ୍ରୀଜଗନ୍ନାଥ ଧାମରୁ ପତିତପାବନଙ୍କ ମଙ୍ଗଳ ଆଳତି ଦର୍ଶନ ସିଧାପ୍ରସାରଣ |ShreeJagannath Dham .
    Опубликовано:
  • 30 МИФОВ о Выживании, которые УБИВАЮТ за секунды! 3 дня назад
    30 МИФОВ о Выживании, которые УБИВАЮТ за секунды!
    Опубликовано: 3 дня назад
  • ପାଖା ପାଖି କେତେ ଲକ୍ଷଟଙ୍କା ର  ମାଛ ବିକ୍ରି କଲୁ / Rupa Pin2 Khushi 1 день назад
    ପାଖା ପାଖି କେତେ ଲକ୍ଷଟଙ୍କା ର ମାଛ ବିକ୍ରି କଲୁ / Rupa Pin2 Khushi
    Опубликовано: 1 день назад
  • SZOK NA BERNABEU! PRZEPIĘKNY GOL, CZERWONE KARTKI! REAL - GETAFE, SKRÓT 1 час назад
    SZOK NA BERNABEU! PRZEPIĘKNY GOL, CZERWONE KARTKI! REAL - GETAFE, SKRÓT
    Опубликовано: 1 час назад
  • СДЕЛАЙ ЭТО 3 МАРТА, чтобы изменить весь 2026 2 дня назад
    СДЕЛАЙ ЭТО 3 МАРТА, чтобы изменить весь 2026
    Опубликовано: 2 дня назад
  • ଛୋଟ ପିଲାଙ୍କୁ କାହିଁକି ଜଳାଯାଏ ନାହିଁ? 🤯 ଶାସ୍ତ୍ରରେ ଲୁଚିଥିବା ଭୟଙ୍କର ସତ୍ୟ | Hindu Last Rites Mystery 2 недели назад
    ଛୋଟ ପିଲାଙ୍କୁ କାହିଁକି ଜଳାଯାଏ ନାହିଁ? 🤯 ଶାସ୍ତ୍ରରେ ଲୁଚିଥିବା ଭୟଙ୍କର ସତ୍ୟ | Hindu Last Rites Mystery
    Опубликовано: 2 недели назад

Контактный email для правообладателей: u2beadvert@gmail.com © 2017 - 2026

Отказ от ответственности - Disclaimer Правообладателям - DMCA Условия использования сайта - TOS



Карта сайта 1 Карта сайта 2 Карта сайта 3 Карта сайта 4 Карта сайта 5