У нас вы можете посмотреть бесплатно Chhi Chhi Chhi Re Nani- ଛି ଛି ଛି ରେ ନନୀ | 2025 Viral Koraputia Song on Instagram | Sidharth Music или скачать в максимальном доступном качестве, которое было загружено на ютуб. Для скачивания выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
Make Your Reels Here: / 269867407376795 Chhi Chhi Chhi Re Nani - The First Viral Sensation of the Year 2025! 🚀🔥 Taking India by storm with its catchy beats and irresistible vibe! 🎶💃 Have you joined the trend yet? 🎤✨ # Lyrics --------------------------------------- ଛି ଛି ଛିରେ ନନୀ ଛି ଛି ଛି ଛିରେ ନନୀ ଛିରେ ଛିରେ ଛି | ( ଛି ର ଅର୍ଥ ତିରସ୍କାର କରିବା ) ସରତେ ଦିନର ସାନ ହେବା କାଜେ ଫଜଲ ନେଇ ରେଲୁ | ( ବିଗତ ଦିନର ସାଙ୍ଗ ହେବା କଥା ସବୁଜାଣି ଭୁଲିଗଲୁ ) ବଞ୍ଜାରୁଣୀ ମା’ର ପାଖେ ଯାଇ ନିୟମ କରି ରେଲୁ || ( ବଞ୍ଜାରୁଣୀ ମା’ ପାଖରେ ଯାଇ ନିୟମ (ଶପଥ) କରିଥିଲୁ ) ଗଲାଗଲା ଯାକ ତୋର ହେବି ବୋଲି କେତେକଥା କହି ରେଲୁ | ( ଶେଷ ଯାଏଁ ତୁ ମୋର ହେବି ବୋଲି କହିଥିଲୁ ) ମୁଁ ଗାଁ ଯାଇକିରି ଆସଲା ବେଲେ କେନ୍ତା ପାସରି ଦେଲୁରେ ନନୀ ଛି ଛି ଛି ( ମୁଁ ବାହାରକୁ ଯାଇ ଫେରି ଆସିବା ବେଳେ କେମିତି ଭୁଲିଗଲୁ ) ଛି ଛି ଛିରେ ନନୀ ଛି ଛି ଛି ଛିରେ ନନୀ ଛିରେ ଛିରେ ଛି | ଧନକେ ଦେଖଲୁ ତୁଇ ନନୀ ସିନା ମନକେ ଚିହ୍ନିଲୁ ନାଇଁ | ( ତୁ ଖାଲି ଧନକୁ ଦେଖିଲୁ , ମନକୁ ଚିହ୍ନି ପାରିଲୁ ନାହିଁ ) ସୁନାକେ ଚିନଲୁ ବାନାକେ ଚିନଲୁ ମନୁଷ ଚିନଲୁ ନାଇଁ || ( ସୁନାକୁ ଚିହ୍ନିଲୁ , ଯଶକୁ ଚିହ୍ନିଲୁ – ମଣିଷକୁ ଚିହ୍ନି ପାରିଲୁ ନାହିଁ ) ଧନ ନାଇଁ ବୋଲି ମୋର ପାଖେ ନନୀ ତାର କାଛେ ଉଠିଗଲୁ | ( ମୋ ପାଖରେ ଧନ ନାହିଁ ବୋଲି ଅନ୍ୟ କାହାର ହେଇଗଲୁ ) ଧନ ଅଛେ ସିନା ମନ ନାଇଁ ତାକେ ତୁଇ ଯାନି ନ ପାରଲୁ || ( ଧନ ଅଛି ସିନା ମନ ନାହିଁ ତାର , ସେ କଥା ତୁ ଜାଣି ପାରିଲୁ ନାହିଁ ) ଗୋଟେ ଦିନ ମିଶା ଜଗିଦେଲୁ ନାଇଁ କେଡେ କଥା କରିଦେଲୁ | ( ଗୋଟିଏ ଦିନ ଅପେକ୍ଷା କରି ପାରିଲୁ ନାହିଁ - ଆଉ ଏତେ ବଡ କଥା କରିଦେଲୁ ) ମୁଁ ଗାଁ ଯାଇକିରି ଆସଲା ବେଲେ କେନ୍ତା ପାସରି ଦେଲୁରେ ନନୀ ଛି ଛି ଛି ( ମୁଁ ବାହାରକୁ ଯାଇ ଫେରି ଆସିବା ବେଳେ କେମିତି ଭୁଲିଗଲୁ ) ଛି ଛି ଛିରେ ନନୀ ଛି ଛି ଛି ଛିରେ ନନୀ ଛିରେ ଛିରେ ଛି | ତୋର କାଥା ଧରି ଋଣ ବାଡି ଧରି ସବୁକଥା କରିଥିଲି | ( ତୋ କଥାରେ ଋଣକରି ମୁଁ ସବୁ କରି ସାରିଥିଲି ) ମାଳି ମୁଦି ଗୁନ ପାଁଏରି ପାଝଲ ସବୁକିଛି ଦେଇ ଥିଲି || ( ହାର , ମୁଦି , ପାଉଁଜି ,ନାକର ଫୁଲ ସବୁ କରି ସାରିଥିଲି ) ତତେ ଶ୍ରଦ୍ଧା ବୋଲି ରଙ୍ଗ ଫଟାଏ କାନି ସଙ୍ଗେ ଦେଇ ରେଲିଂ ଘରେ | ଭୋଜିଭାତ ଲାଗି ଛେଲି ମେଣ୍ଢା କିଣି ରଖିଦେଲି ଆମର ଘରେ || ( ଭୋଜି ଭାତ ପାଇଁ ମୁଁ ଛେଳି ମେଣ୍ଢା କିଣିଥିଲି ) ନସାଇ ଦେଲୁ ନନୀ ସବୁ ଆଶା ମୋର କାୟ ଦୁଃଖ ତୁଇ ଦେଲୁ | ( ମୋର ସବୁ ଆଶାକୁ ଧୂଳିସାତ କରିଦେଲୁ , ଆଉ ଦୁଃଖ ଦରିଆରେ ଭସାଇ ଦେଲୁ ) ମୁଁ ଗାଁ ଯାଇକିରି ଆସଲା ବେଲେ କେନ୍ତା ପାସରି ଦେଲୁରେ ନନୀ ଛି ଛି ଛି ( ମୁଁ ବାହାରକୁ ଯାଇ ଫେରି ଆସିବା ବେଳେ କେମିତି ଭୁଲିଗଲୁ ) ଛି ଛି ଛିରେ ନନୀ ଛି ଛି ଛି ଛିରେ ନନୀ ଛିରେ ଛିରେ ଛି | Album Details --------------------------------------------- Song : Chhi Chhi Chhi Re Nani Album: Baliphul ( Year-1995) Album No: SM-374 Video Artist: Bibhuti Biswal, Sailaja Patel D.O.P: Jayant Patra Video Director & Editor: Manabhanjan Nayak Asst Director: Rinky Pattnayak Singer, Lyrics & Music: Satya Adhikari Recording & Mastering By: Sitaram Agrawalla Banner : Sidharth Music Producer : Sitaram Agrawal & Namita Agrawal Music Label: Sidharth Music FM Partner: 91.9 Sidharth FM Channel Partner: Sidharrth TV Promotional Partner: Sidharth Gold --------------------------------------- ♪ Full Song Available on ♪ ►Spotify : https://tinyurl.com/36ehmhfb ►JioSaavn : https://tinyurl.com/3yunexzs ►Apple Music : https://tinyurl.com/yhxvc8fh ► YouTube Music : https://tinyurl.com/yrrzedkf ►Amazon Prime Music : https://tinyurl.com/yexsfatn ►iTunes : https://tinyurl.com/yhxvc8fh ----------------------------------------- Set Caller Tune ; Operator Codes: Airtel Users Dial Vodafone Users Dial BSNL (South / East) Users sms BT To 56700 Idea Users Dial BSNL (North / West) Users sms BT To 56700 Also available on Jio Tunes ------------------------------------------------------ Watch & Subscribe to our other YouTube Channels: 👉 Sidharth TV: / sidharthtv 👉 Sidharth Music: / sidharthmusic 👉 Sidharth Bhakti: / sidharthbhakti 👉 Namita Agrawal : / namitaagrawal ------------------------------------------------------ Enjoy & stay connected with us! 👉 Like us on Facebook: / sidharthmusicodia 👉 Follow us on Twitter: / sidharth_tv 👉 Follow us on Instagram: / sidharthmusicofficial ----------------------------------------- #ChhiChhiChhiReNani #ViralSong #Trending #odiasong #sidharthmusic