У нас вы можете посмотреть бесплатно ନବରଙ୍ଗପୁର ରୁ ୮୧ ଟି ଗାଈକୁ , ହାଇଦ୍ରାବାଦକୁ ହେଉଥିଲା ଚୋରାଚାଲାଣ l Illegal Cattle smuggling in Malkangiri или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ନବରଙ୍ଗପୁର ରୁ ୮୧ ଟି ଗାଈକୁ କଣ୍ଟେନରରେ ଭର୍ତ୍ତି କରି , ହାଇଦ୍ରାବାଦକୁ ହେଉଥିଲା ଚୋରାଚାଲାଣ l ମାଲକାନଗିରି ଜିଲ୍ଲାରେ ଧରାପଡିଲେ ଗୋ ଚୋରାଚାଲାଣକାରୀ। ନବରଙ୍ଗପୁର ଜିଲ୍ଲାରୁ ୮୧ ଗାଈକୁ ଏକ ନିବୁଜ କଣ୍ଟେନର ମଧ୍ୟରେ ଭର୍ତ୍ତି କରି କରାଯାଉଥିଲା ଚୋରାଚାଲାଣ। ମାଲକାନଗିରି ଜିଲ୍ଲା ଚେକ୍ ପୋଷ୍ଟ ନିକଟରେ ମାଡ଼ି ବସିଲା ପୁଲିସ। ମିଳିଥିବା ସୂଚନାନୁଯାୟୀ ମାଲକାନଗିରି ଆଦର୍ଶ ଥାନା ପୋଲିସକୁ ସକାଳ ପାଟ୍ରୋଲିଂ ବେଳେ କଣ୍ଟେନରରେ ଗାଈ ଚୋରାଚାଲାଣ ହେଉଥିବା ସୂଚନା ମିଳିଥିଲା। ଥାନାଧିକାରୀ ରିଗାନ କିଣ୍ଡୋଙ୍କ ନେତୃତ୍ୱରେ କଣ୍ଟେନରକୁ ଅଟକାଇ ଯାଞ୍ଚ କରିବାରୁ କଣ୍ଟେନର ଭିତରେ ୮୧ ଗାଈ ଥିବା ଜଣାପଡ଼ିଥିଲା। କଣ୍ଟେନର ସହ ଡ୍ରାଇଭରକୁ ଅଟକ ରଖାଯାଇଛି।Illegal Cattle Smuggling Vehicle Seized in Malkangiri #malkangiri #cattlesmuggling Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha