У нас вы можете посмотреть бесплатно ବାଜିଲା ବନ୍ଦେ ଉତ୍କଳ ଜନନୀ, ବସିରହିଲେ ଜୟନାରାୟଣ | Odisha Reporter или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#ବନ୍ଦେ_ଉତ୍କଳ_ଜନନୀ_ଗାନ_ସମୟରେ_ବସି_ରହିଲେ_ଜୟନାରାୟଣ ଆଜି ସମ୍ବଲପୁର ପାନ୍ଥନିବାସ ଠାରେ ଜିଲ୍ଲାସ୍ତରୀୟ ପଖାଳ ଦିବସ ସରକାରୀ ଭାବେ ପାଳନ କରାଯାଉଥିଲା । ଭର୍ଚୁଆଲ୍ ମୋଡରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଅନ୍ୟାନ୍ୟ ଅତିଥିମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ବଲପୁରର ଉତ୍ତରାଞ୍ଚଳ ଆରଡିସି, ଜିଲ୍ଲାପାଳ ଓ କମିଶନର ସହ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । କିନ୍ତୁ ‘ବନ୍ଦେ ଉତ୍କଳ ଜନନୀ’ ଗାନ ସମୟରେ ସମସ୍ତେ ଠିଆ ହୋଇଥିବା ବେଳେ ବିଧାୟକ ଜୟ ନାରାୟଣ ମିଶ୍ର ବସି ରହିଥିଲେ । Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: / odishareporter Twitter: / odishareporter Telegram: https://telegram.me/Odisha_Reporter_o... Instagram: / odishareporter_official #OdishaReporter #OdishaReporter #Sambalpur #JaynarayanMishra #BandeUtkalJanani #disrespect #pakhaladivas