У нас вы можете посмотреть бесплатно କେବେ ଯଦି ମନେ ପଡେ ll ODIA ROMANTIC SONG ll MANOJ MAHARANA ll MANMATH KUMAR или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ପ୍ରେମ ହେଉଛି ଜୀବନର ସବୁଠାରୁ ସୁନ୍ଦର ଅନୁଭୂତି। ପ୍ରେମରେ ପଡିଲେ ସମୟ ଥମି ଯାଇଥିବା ପରି ଲାଗେ, ଦୁନିଆଟା ନୂଆ ରଙ୍ଗରେ ଭରିଯାଏ। ଯାହାକୁ ଭଲପାଉଛୁ ସେ ଲୋକଟିଏ ଆମର ଛୋଟ ଏକ ଅଲଗା ଜଗତ ହୋଇଯାଏ। କେବେ କେବେ ପ୍ରେମରେ ଦୁଃଖ ଆସେ, ମନ ଭାଙ୍ଗେ, ଅଭିମାନ, ରାଗ, ରୁଷା ହୁଏ। ସେହି ମୁହୂର୍ତ୍ତଗୁଡିକ ଆଖିରେ ଲୁହ ଆଣିଦେଏ, କିନ୍ତୁ ସତ ପ୍ରେମ ଆଉଥରେ ଦୁଇଟି ହୃଦୟକୁ ମିଶାଇ ଦିଏ। ଭାଙ୍ଗିଥିବା ମନ ପୁଣି ଗୋଟିଏ ହୋଇ ହସିବାକୁ ଶିଖେ। ପ୍ରେମ ମାନେ କେବଳ ଖୁସି ନୁହେଁ — ଏହା ଅପେକ୍ଷା, ବିଶ୍ୱାସ, ତ୍ୟାଗ ଓ ଅନନ୍ତ ଆଶାର ନାମ। ଯେଉଁଠାରେ ଦୁଇଟି ହୃଦୟ ଏକାସାଥିରେ ସ୍ଵପ୍ନ ଦେଖେ, ସେଠି ଗଢ଼ିଉଠେ ଆଉ ଗୋଟେ ସୁନ୍ଦର ଜଗତ। ଏମିତି ଏକ ଚମତ୍କାର ଲେଖା ମନୋଜ ମହାରଣା ଙ୍କ କଲମ ରୁ ଆଦୃତ. Ai ଦ୍ୱାରା ଏହି ଗୀତ ଟିକୁ ତିଆରି କରାଯାଇଛି. ମନ୍ମଥ କୁମାର ଙ୍କ ପ୍ରସ୍ତୁତି. #manmathkumar #valentine song 2026 #valentine rose day song