У нас вы можете посмотреть бесплатно Aradhana Mu Karibi || ଆରାଧନା ମୁ କରିବି || New Odia Christian Devotional Song 2025 || Eliya Benia или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
Welcome to ELIYA BENIA OFFICIAL ସର୍ବ ପ୍ରଥମେ ଆମ ଉଦ୍ଧାରକର୍ତ୍ତା, ସୃଷ୍ଟି କର୍ତ୍ତା, ମୁକ୍ତିଦାତା ଯୀଶୁ ଖ୍ରୀଷ୍ଟଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ, ସଙ୍ଗୀତ ପ୍ରିୟ ମୋର ସମସ୍ତ ଶ୍ରୋତା ଭାଇ ଓ ଭଉଣୀ ମାନଙ୍କୁ Eliya Benia official ତରଫରୁ କୃତଜ୍ଞତା ଜଣାଏ, ପୁନର୍ବାର ଆମେ ଏକ ନୂତନ ଖ୍ରୀଷ୍ଟୀୟ ସଙ୍ଗୀତ ନେଇ ଆସିଛୁ ଏହି ଗୀତଟି, Aradhana ବିଷୟକୁ ନେଇ ଆଧାରିତ କରାଯାଇଅଛି l ଆଶା କରୁଛୁ ଏହି ଗୀତଟି ସମସ୍ତଙ୍କୁ ଭଲ ଲାଗିବ l ପ୍ରିୟ ଖ୍ରୀଷ୍ଟ ବିଶ୍ଵାସୀ ଭାଇ ଓ ଭଉଣୀ ସଭିଙ୍କୁ ମୋର ଅନୁରୋଧ ଏହି ଗୀତର Full Video Upload ହୋଇଅଛି l ଆଶା କରୁଛୁ ଏହି ଗୀତ ଆପଣ ମାନଙ୍କୁ ବହୁତ୍ ଭଲ ଲାଗିବ l ଯଦି ଭଲ ଲାଗେ ତେବେ LIKE. SHARE. SUBSCRIBE କରି COMMENT କରିବାକୁ ଭୁଲିବେ ନାହିଁ :(Praise the lord) Aradhana Mu Karibi || ଆରାଧନା ମୁ କରିବି || New Odia Christian Devotional Song 2025 || Eliya Benia ✝️ ELIYA BENIA OFFICIAL PRESENTS✝️ Audio Credit ------------- 🎧 Title - ARADHANA MU KARIBI 🎧 Singer - ELIYA BENIA 🎧 Producer - BRUHASPATI & HEMOJINI 🎧 Lyrics - SUNDAR KUMAR 🎧 Music - BIKASH CH. SAHU 🎧 Dub At - GHUMURA STUDIO MADANPUR RAMPUR 🎧 Mixing & Mastering - BIKASH CH. SAHU 🎧 Dop & Edit - AKASH JACK & AJ DGNR 🎧Channel Owner - ELIYA BENIA 🎶 Poster : Jisi JR GFX 🎶Special Thanks : Priyatama, Thama, Mikhael, & Mom Dad ------------------------------------------------------------------------------------------------------------------- 📃 Lyrics✍📜 ଆରାଧନା ମୁଁ କରିବି ଯୀଶୁ ତୁମ ନାମରେ.. ବନ୍ଦନା ମୁଁ କରିବି.. ପ୍ରଭୁ ତୁମ ଚରଣେ.. ଭଜିବି ସର୍ବଦା ତୁମ ସେହି ମହାନାମେ... ଗାଇବି ତୁମ ସେହି ଗୁଣ ସଦାବେଳେ... ଆରାଧନା... 0 ମନପ୍ରାଣ ଦେଇ ସେବା କରିବି ଅନ୍ତକରଣ ଦେଇ ପୂଜା କରିବି ବଞ୍ଚିଥିବା ଯାଏ ସାଥେ ରହିବି.. ପ୍ରଂଶସା ଗୌରବ କରିଥିବି ଭଜିବି ସର୍ବଦା ତୁମ ସେହି ମହାନାମେ.. ଗାଇବି ତୁମ ସେହି ଗୁଣ ସଦାବେଳେ.. ଆରାଧନା... 1- ଦୁଃଖ କଷ୍ଟ ଯେତେ ବି ଆସୁ ସେବାଜୀବନରେ ମୁଁ ସହିଯିବି.. ମୋ ପ୍ରାଣ ମୋ ମନ ମୋ ଧଧ୍ୟାନ ସ୍ଵର୍ଗଆଡ଼େ ରଖିବି. କାରଣ ଯୀଶୁ ମତେ ପ୍ରେମ କଲେ. ମତେ ଉଦ୍ଧାର କଲେ ବିପଦରେ... ଆରାଧନା... 2 #aradhanmukaribi #amitpaninewsong #music #aradhana #worship #newodiasong #newodiachristiansong #song #aseemapanda #humansagar #sashank #hankdigal #timatimajhi #timati #worshipsong #hanakdigal #amitpaninewsong Don’t forget to Like, Share & Subscribe to Eliya Benia official YouTube Channel for more spirit-filled songs and messages. !!* ANTI-PRIVACY WARNING *!!⚠️ This content is copyright to Eliya Benia Official. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.⚠️🚫