У нас вы можете посмотреть бесплатно ଆଶ୍ରମର କର୍ପୋରେଟେ ଷ୍ଟାଇଲ: ଜିତେନ୍ ଙ୍କ ସ୍ତ୍ରୀ ଶିଖୁଥିଲେ ଘୋଡାଚଢା ! କିନ୍ତୁ କାହିଁକି? или скачать в максимальном доступном качестве, которое было загружено на ютуб. Для скачивания выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଜିତେନଙ୍କ ସ୍ତ୍ରୀ ନିଜ ସ୍ବାମୀ ଉପରେ ଲଗେଇଥିବା ଅଭିଯୋଗ ମିଛ । ଯାହାର ଖୁଲାସା କରିଛନ୍ତି ନିଜେ ଜିତେନ । ତାଙ୍କ ସ୍ତ୍ରୀ କହୁଥିଲେ ଜିତେନଙ୍କ ଘରକୁ ସେ ଯାଇନାହାନ୍ତି, କିନ୍ତୁ ଜିତେନ୍ ଙ୍କ ପରିବାରରରେ ଅନୁଷ୍ଠିତ ହୋଇଥିବା ଏକ ବାହାଘର ଫୋଟୋରେ ତାଙ୍କୁ ଦେଖିବାକୁ ମିଳୁଛି । ଏପରିକି, ବାହାଘରରେ ସେ ପିନ୍ଧିଥିବା ଶାଢ଼ୀ, ଜିତେନଙ୍କ ମା' ଉପହାର ସ୍ୱରୂପ ଦେଇଥିବା କୁହାଯାଉଛି । ଜିତେନ୍ ଙ୍କ ସ୍ତ୍ରୀଙ୍କ ବ୍ୟାଙ୍କ ବିବରଣୀରେ ଜିତେନ୍ ତାଙ୍କୁ ଟଙ୍କା ଦେଇଥିବାର ପ୍ରମାଣ ରହିଛି । ତେଣୁ, ଜିତେନ ପ୍ରଶ୍ନ କରିଛନ୍ତି, ଯଦି ତାଙ୍କ ସ୍ତ୍ରୀଙ୍କର ଆଶ୍ରମ ସହ ସମ୍ପର୍କ ନାହିଁ, ତେବେ ଆଶ୍ରମର ପିଲା ତାଙ୍କ ଆକାଉଣ୍ଟକୁ କ'ଣ ପାଇଁ ଟଙ୍କା ପଠାଉଛନ୍ତି ? #sribaikunthashram #khandagiri #kolathia #jitengiri #wife #baba #kasinathmishra #extramaritalaffair #divorcecase #suchanatv24x7 Dear Viewers, We have painstakingly prepared unique videos which have been carefully edited keeping in mind YouTube policy and guidelines and the taste of our beloved viewers be it breaking news, national news, international news, videos or #shorts. Thank You for watching #suchanatv24x7 Our social media platforms: Website - https://suchanatv.com/ Twitter - / suchanatv24x7 Facebook- / suchanatv24x7 YouTube - / @suchanatv24x7 Whatsapp- https://whatsapp.com/channel/0029Va9l... For trade queries please contact us: E-mail: suchanatv@[email protected]