У нас вы можете посмотреть бесплатно Pakistan government orders medical treatment for Imran Khan или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଜେଲରୁ ଫେରିବେ ଇମ୍ରାନ ! ଇମ୍ରାନ ଖାନଙ୍କୁ ନେଇ ଆସିଲା ବଡ ଖବର ଜେଲରୁ ଫରିବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ପାକିସ୍ତାନ ସରକାରଙ୍କ ନିର୍ଦ୍ଦେଶ, ଇମ୍ରାନଙ୍କର ହେବ ଚିକିତ୍ସା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜେଲରେ ଅଛନ୍ତି ଏବଂ ଜେଲରେ ରହି ଇମ୍ରାନଙ୍କ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ବିଗିଡି ଯାଇଥିବା ଖବର ସାମ୍ନାକୁ ଆସିଛି । ନିକଟରେ ଇମ୍ରାନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଜଣାପଡିଥିଲା । ଗତ ଅକ୍ଟୋବରରେ ଇମ୍ରାନ ଖାନଙ୍କ ଡାହାଣ ଆଖିରେ ସମସ୍ୟା ଦେଖାଦେଇଥିଲା । ସେ ଠିକ୍ ଭାବରେ ଦେଖିପାରୁନଥିଲେ, ତାଙ୍କୁ ସବୁକିଛି ଝାପ୍ସା ଦେଖାଯାଉଥିଲା । କୁହାଯାଉଛି ଯେ ଜେଲରେ ଉଚ୍ଚ ରକ୍ତଚାପର ଉପଯୁକ୍ତ ଚିକିତ୍ସା ଅଭାବରୁ ଏହି ସମସ୍ୟା ଆହୁରି ବଢ଼ିଯାଇଛି। ଜାନୁଆରୀ ମାସରେ ଯେତେବେଳେ ତାଙ୍କ ଡାହାଣ ଆଖି ପ୍ରାୟ ୮୫ ପ୍ରତିଶତ ଦୃଷ୍ଟିଶକ୍ତି ହରାଇବସିଲା ସେତେବେଳେ ତାଙ୍କର ଆଖି ପରୀକ୍ଷା କରାଯାଇଥିଲା । Emerging Odisha is a regional news platform committed to delivering accurate and timely updates on Odisha’s political developments, governance, culture, and social issues. We aim to keep viewers informed with credible reporting, ground updates, and insightful analysis from across the state. ━━━━━━━━━━━━━━━━━━━━━━━ 📢 Follow Us On: ▶️ YouTube: Emerging Odisha 📘 Facebook: / 16p6lw6hy2 📸 Instagram: https://www.instagram.com/emergingodi... 🐦 Twitter (X): https://x.com/emerging_odisha?t=B6tLD... 🌐 Website: https://share.google/5GhyR0snPbqW9i6MO 📩 For inquiries: emergingodisha@gmail.com Do subscribe to Emerging Odisha for more daily updates and in-depth news coverage. #emergingodisha #imrankhan #pakistannews #breakingnews #politicalupdate #pti #internationalnews #southasia #latestupdate #globalpolitics #healthupdate #newsupdate #pakistanpolitics #worldnews #headline