У нас вы можете посмотреть бесплатно 🔴BIG BREAKING ତୀର୍ଥଯାତ୍ରା କରିବାକୁ ଯାଇ ଶୋଇଥିବା ଅବସ୍ଥାରେ ଜଳିଗଲା ବସ୍ ...Hajj Trip Turns Fatal или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#HajjTragedy #SaudiAcident #IndianPilgrims #samajalive ସୋମବାର ସାଉଦି ଆରବରେ ଏକ ବଡ ଦୁର୍ଘଟଣା ଘଟିଛି । ଉମରା ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫଳରେ ବସରେ ଥିବା ୪୨ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏମାନେ ସମସ୍ତେ ମକ୍କାରୁ ମଦିନା ଯାତ୍ରା କରୁଥିଲେ । ରିପୋର୍ଟ ଅନୁସାରେ ମୁଫାରିହାଟ ନିକଟରେ ବସଟି ଏକ ଡିଜେଲ ଟ୍ୟାଙ୍କର ସହିତ ଧକ୍କା ହୋଇଥିଲା । ମୃତ ଭାରତୀୟ ସମସ୍ତେ ହାଇଦ୍ରାବାଦର ସହରର ବାସିନ୍ଦା ବୋଲି ସୂଚନା ମିଳିଥିବା ବେଳେ ମୃତକଙ୍କ ମଧ୍ୟରେ ୨୦ ଜଣ ମହିଳା ଏବଂ ୧୧ ଜଣ ଶିଶୁ ଥିଲେ। ରିପୋର୍ଟ ଅନୁଯାୟୀ, କେବଳ ବସ୍ ଡ୍ରାଇଭର ଦୁର୍ଘଟଣାରୁ ବଞ୍ଚି ଯାଇଛନ୍ତି। ଦୁର୍ଘଟଣାଟି ଭାରତୀୟ ସମୟ ଅନୁସାରେ ରାତି ୧:୩୦ ସମୟରେ ମଦିନାରୁ ପ୍ରାୟ ୧୬୦ କିଲୋମିଟର ଦୂରରେ ମୁହରାସ ନିକଟରେ ଘଟିଥିଲା। ତେଲେଙ୍ଗାନା ସରକାର କହିଛନ୍ତି ଯେ ରିୟାଦରେ ଥିବା ଭାରତୀୟ ଦୂତାବାସ ସହିତ ଯୋଗାଯୋଗରେ ଅଛୁ। ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଦିଲ୍ଲୀର ଅଧିକାରୀମାନଙ୍କୁ ପୀଡିତଙ୍କ ଚିହ୍ନଟ ଏବଂ ଅନ୍ୟାନ୍ୟ ଔପଚାରିକତାରେ ସହାୟତା କରିବା ପାଇଁ ଦୂତାବାସ ସହିତ ଘନିଷ୍ଠ ସମନ୍ୱୟ ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। Saudi Arabia bus cr*sh LIVE: Hyderabad families shattered as 45 pilgrims d*e; Last rites to be conducted in Saudi After spending a week in Mecca, the pilgrims were heading to Medina when their bus co*lided with a diesel tanker in the early hours of Monday www.samajalive.in (News Portal) The Samaja’, the synonym of newspapers in Odisha – a mass circulated and widely read Odia daily . Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das, ‘The Samaja’ stands for high standards of accuracy, authenticity and the core value of journalism. Over the years, it has slowly transformed itself into an institution. In the annals of the post independence era, the role of ‘The Samaja’ has been instrumental in awakening the social values and contributing in the nation building process. Now, it has a readership of around Sixteen lakh having a daily circulation of nearing three lakh fifty thousand and publishing from eight places having live editions as Bhubaneswar, Berhampur, Balasore, Cuttack, Kolkata, Rourkela, Sambalpur and Vizag spreading across three States – Odisha, Andhra Pradesh and West Bengal. Visit Our Website https://www.samajalive.in/ Android App: https://play.google.com/store/apps/de... YouTube: / @samajalive Facebook: / samajalive Twitter: / samajalive Instagram: / thesamaja