• ClipSaver
ClipSaver
Русские видео
  • Смешные видео
  • Приколы
  • Обзоры
  • Новости
  • Тесты
  • Спорт
  • Любовь
  • Музыка
  • Разное
Сейчас в тренде
  • Фейгин лайф
  • Три кота
  • Самвел адамян
  • А4 ютуб
  • скачать бит
  • гитара с нуля
Иностранные видео
  • Funny Babies
  • Funny Sports
  • Funny Animals
  • Funny Pranks
  • Funny Magic
  • Funny Vines
  • Funny Virals
  • Funny K-Pop

କୁକୁଡ଼ା ଚାଷ //ସୋନାଲି ଦେଶୀ କୁକୁଡ଼ା ଚାଷ //କୁକୁଡ଼ା ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର скачать в хорошем качестве

କୁକୁଡ଼ା ଚାଷ //ସୋନାଲି ଦେଶୀ କୁକୁଡ଼ା ଚାଷ //କୁକୁଡ଼ା ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର 3 months ago

video

sharing

camera phone

video phone

free

upload

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
କୁକୁଡ଼ା ଚାଷ //ସୋନାଲି ଦେଶୀ କୁକୁଡ଼ା ଚାଷ //କୁକୁଡ଼ା ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର
  • Поделиться ВК
  • Поделиться в ОК
  •  
  •  


Скачать видео с ютуб по ссылке или смотреть без блокировок на сайте: କୁକୁଡ଼ା ଚାଷ //ସୋନାଲି ଦେଶୀ କୁକୁଡ଼ା ଚାଷ //କୁକୁଡ଼ା ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର в качестве 4k

У нас вы можете посмотреть бесплатно କୁକୁଡ଼ା ଚାଷ //ସୋନାଲି ଦେଶୀ କୁକୁଡ଼ା ଚାଷ //କୁକୁଡ଼ା ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:

  • Информация по загрузке:

Скачать mp3 с ютуба отдельным файлом. Бесплатный рингтон କୁକୁଡ଼ା ଚାଷ //ସୋନାଲି ଦେଶୀ କୁକୁଡ଼ା ଚାଷ //କୁକୁଡ଼ା ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର в формате MP3:


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу страницы.
Спасибо за использование сервиса ClipSaver.ru



କୁକୁଡ଼ା ଚାଷ //ସୋନାଲି ଦେଶୀ କୁକୁଡ଼ା ଚାଷ //କୁକୁଡ଼ା ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର

କୁକୁଡ଼ା ଚାଷ ନିଜ ବାଡ଼ି ଅଗଣାରେ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରନ୍ତୁ ||କୁକୁଡ଼ା ଏକ 100%ଲାଭ ଦାୟକ ଚାଷ ||ସବୁପ୍ରକାର କୁକୁଡ଼ା ଚାଷ ସବୁ ଜାଗା ରେ କରିପାରିବେ ||ଓଡିଶା ରେ ପ୍ରାୟ ସବୁ ଜାଗାରୁ କୁକୁଡ଼ା ଚିଆଁ ମିଳୁଛି ଆପଣ ମାନେ ସୁଲଭ ମୂଲ୍ୟ ରେ କିଣି କୁକୁଡ଼ା ଚାଷ କରି ପାରିବେ || ଏହି ଭିଡ଼ିଓ ଟା ଆପଣଙ୍କୁ ଭଲ ଲାଗିଥିଲେ ଦୟାକରି Subscribe କରିଦେବେ ଏବଂ ଆପଣ Subscribe କରିଲେ ଆହୁରି ଏମିତି informative video ଦେଖି ପାରିବେ || Thank you Please Subscribe my YouTube channel 🙏 କୁକୁଡ଼ା ପାଳନ କ‌ହିଲେ Poultry କ‌ହିଲେ ସାଧାରଣତଃ ମାଂସ, ଅଣ୍ଡା ଓ ପର ନିମନ୍ତେ ମାନବ ପାଳୁଥିବା କୁକୁଡ଼ା ପକ୍ଷୀଙ୍କୁ ବୁଝାଏ (domesticated bird) । ଏହି ପକ୍ଷୀ ଅର୍ଡ଼ର ଗାଲିଫର୍ମିସ (Galliformes) ଅନ୍ତର୍ଭୁକ୍ତ ଯେଉଁଥିରେ କୁକୁଡ଼ା ସ‌ହିତ କ୍ୱେଲ (quail) ଓ ଗୃହପାଳିତ ଟର୍କିମାନଙ୍କର (turkeys) ନାମ ରଖାଯାଏ ଓ ଏମାନେ ସୁପରଅର୍ଡ଼ର ଫାଉଲ (superorder Galloanserae (fowl)) ମଧ୍ୟରେ ଗଣାଯାଆନ୍ତି । ଏହି ପାଳନ କେବଳ କୁକୁଡ଼ାରେ ସୀମିତ ନୁହେଁ । ମାଂସ ପାଇଁ ଅନ୍ୟାନ୍ୟ ପକ୍ଷୀ (ଯେପରିକି ପାରା) ପାଳୁଥିଲେ ତାକୁ ମଧ୍ୟ ପୋଲଟ୍ରି କୁହାଯାଏ କିନ୍ତୁ ବଣୁଆ ପକ୍ଷୀ ମାଂସ ଶିକାରକୁ ଏହି ଦଳର ନାମରେ ରଖାଯାଏ ନାହିଁ ଓ ତାକୁ ଇଂରାଜୀ ଭାଷାରେ ଗେମ୍ କୁହାଯାଏ । ଅନେକ ହଜାର ବର୍ଷ ପୂର୍ବରୁ ପୋଲ୍‌ଟ୍ରି ଘରୋଇକରଣ ହୋଇଛି । ବୋଧହୁଏ ପୂର୍ବରୁ ଜଙ୍ଗଳୀ ପକ୍ଷୀଙ୍କର ଅଣ୍ଡା ଧରି ଆଣି ଘରେ ଉଷୁମେଇ ଛୁଆ କରିବା ବନ୍ଦବୋସ୍ତ କରୁଥିଲେ କିନ୍ତୁ ପରବର୍ତ୍ତୀ କାଳରେ ପକ୍ଷୀମାନଙ୍କୁ ସ୍ଥାୟୀ ଭାବରେ ଘରେ ରଖିଲେ । ପ୍ରଥମେ ପ୍ରଥମେ କୁକୁଡ଼ାମାନଙ୍କୁ ଲଢ଼େଇ କରେଇବା ପାଇଁ ବ୍ୟବ‌ହାର କରିବାପରେ ତାହାର ମାଂସ ଖାଇବା କଥା ତାଙ୍କ ଖିଆଲକୁ ଆସିଥିଲା । ପରବର୍ତ୍ତୀ ଶତାବ୍ଦୀମାନଙ୍କରେ ସେମାନଙ୍କୁ ଦୃତ ବୃଦ୍ଧି, ଅଣ୍ଡା ଦେବା ଯୋଗ୍ୟତା, ନିରୀହତା, ପର ସଂଗ୍ରହ ଓ ପୁଷ୍ଟିକରଣ ନିମନ୍ତେ ବାଛି କରି ସେମାନଙ୍କୁ ରଖାଗଲା । ପୁରୁଣା ଯୁଗର କୁକୁଡ଼ା ଅପେକ୍ଷା ଆଧୁନିକ କୁକୁଡ଼ାଙ୍କ ଚେହେରା ଅନେକଟା ଭିନ୍ନ ହୋଇଯାଇଛି । ଅଳ୍ପ କିଛି କୁକୁଡ଼ାଙ୍କୁ ଛୋଟ ଦଳରେ ରଖି ପାଳୁଥିଲେ ମଧ୍ୟ ଅଧିକାଂଶ ସ୍ଥଳରେ ସେମାନଙ୍କୁ କମର୍ସିଆଲ ଭାବରେ ରଖାଯାଉଛି । ସାରା ପୃଥିବୀରେ ସନ ୨୦୧୨ରେ ଲୋକମାନେ ମାଂସ ଭକ୍ଷଣ ମଧ୍ୟରୁ ସର୍ବାଧିକ ୭୦% ପୋଲ୍‌ଟ୍ରି ଓ ଘୁଷୁରୀ ମାଂସ ଖାଇଥିଲେ ।ଏଥିରେ ଉଚ୍ଚମାନର ପ୍ରୋଟିନ ଓ ସ୍ୱଳ୍ପ ପରିମାଣର ଚର୍ବି ଜାତୀୟ ଖାଦ୍ୟ ଥାଏ । ଖାଦ୍ୟ ବିଷକ୍ରିୟା (food poisoning) ନ ହେବା ପାଇଁ କୁକୁଡ଼ା ମାଂସକୁ ଉତ୍ତମରୂପେ ସିଦ୍ଧ କରିବା ଆବଶ୍ୟକ । ଇଂରାଜୀର ପୁଲ୍‌ଟ୍ରିଏ ଶବ୍ଦରୁ, ପୁରୁଣା ଫରାସୀ ଭାଷାର ପୋଲେଟିଏର, ପାଉଲେଟ/ ପୁଲେଟରୁ, ପାଉଲେଟ ଡିଲର ଶବ୍ଦ ପାଉଲରୁ (poule) ଓ ଲାଟିନ ଶବ୍ଦ ପୁଲୁସରୁ (pullus) ପୋଲ୍‌ଟ୍ରି ଶବ୍ଦ ଆସିଥିବା ଜଣାଯାଏ ।ପୁଲ୍ଲେଟ ଶବ୍ଦଟି ମଧ୍ୟ ଇଂରାଜୀର ପୁଲେଟରୁ ଆସିଛି ଯାହା ଲାଟିନ ଭାଷାର ପୋଲେଟ ଶବ୍ଦରୁ ନିଆଯାଇଛି; ଏ ଦୁଇଟି ଲାଟିନର ପୁଲ୍ଲୁସ ଶବ୍ଦରୁ ନିଆଯାଇଛି ଯାହା ଯୁବ ପଶୁ ବା କୁକୁଡ଼ାକୁ ବୁଝାଏ । ଫାଉଲ ଶବ୍ଦ ଜର୍ମାନୀ ଭାଷାରୁ ଆସିଛି । #pultry #poultryfarming #poultryfarm #poultry_business #poultryhouse ‪@DKOdiaVlogger‬

Comments

Контактный email для правообладателей: [email protected] © 2017 - 2025

Отказ от ответственности - Disclaimer Правообладателям - DMCA Условия использования сайта - TOS



Карта сайта 1 Карта сайта 2 Карта сайта 3 Карта сайта 4 Карта сайта 5