У нас вы можете посмотреть бесплатно BADADINA || ବଡ଼ ଦିନ || HUMAN SAGAR || NEW CHRISTMAS SONG || PRASAD LIMA MUSIC || 2025 или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
FOR BETTER SOUND CLARITY " USE HEADPHONES " ବଡ଼ ଦିନ.... BADA DINA.... ଗୀତର ସମ୍ପୂର୍ଣ୍ଣ ଲେଖା:- ହସୁଛି ଧରା ଗଗନ...ବାସୁଛି ଗିରି କାନନ... ଆସିଅଛି ବଡ଼ଦିନ... ଖେଳି ଯାଉଛି ଆଜି ଖେଳି ଯାଉଛି ଖୁସିର ତରଙ୍ଗ ମନେ କମ୍ପି ଉଠୁଛି ଧରା କମ୍ପି ଉଠୁଛି ବିଜୟ ସଙ୍ଗୀତ ଗାନେ ( 2 times) ଜଗତ ପାଇଁ ମୁକତି ଯୀଶୁ କଲେ ସାଧନ ମାନବରୂପୀ ହୋଇ ସେ ଦେଖ ନେଲେ ଜନମ ହସୁଛି ଧରା ଗଗନ ବାସୁଛି ଗିରି କାନନ ଆସିଅଛି ବଡ଼ଦିନ ( 2 times) ଶୁଣରେ ଶୁଣ ଜଗତବାସୀ ଶୁଭ ସମ୍ବାଦ ଉଦ୍ଧାର କରତା ଆମ ପାଇଁ ହୋଇଲେ ଜାତ (2 times) ତାହଙ୍କ ନାମ ଇମ୍ମାନୁୟେଲ ଶାନ୍ତି ରାଜନ ଅନନ୍ତକାଳୀନ ପିତା ପରାକ୍ରାନ୍ତ ଇଶ୍ୱର ଜଗତେ ଦେଖ ହେଲା ସେ ଭାବବାଣୀ ସଫଳ ଗୁହାଳେ ଶିଶୁ ଯୀଶୁ ସେ ପରିତ୍ରାଣ ଶଇଳ ହସୁଛି ଧରା ଗଗନ ବାସୁଛି ଗିରି କାନନ ଆସିଅଛି ବଡ଼ଦିନ (2 times) ଦେଖରେ ଦେଖ ଆକାଶେ ସେହି ପ୍ରଭାତୀ ତାରା ସଙ୍କେତ ଦେଇ ଜଣାଏ ଯୀଶୁ ଜନମ ବାର୍ତ୍ତା ( 2 times) ହୁଅରେ ହୁଅ ଜଗତଜନ ସର୍ବେ ପ୍ରସ୍ତୁତ ହ୍ରୁଦୟ ଗୁହାଳେ ଆମ ଯୀଶୁ ହୋଇବେ ଜାତ ଆସରେ ଆସ ଯୀଶୁଙ୍କ ପାଶେ ସରବେ ଯିବା ହ୍ରୁଦୟ ରୂପୀ ଭେଟୀକୁ ନେଇ ସମର୍ପି ଦେବା ହସୁଛି ଧରା ଗଗନ ବାସୁଛି ଗିରି କାନନ ଆସିଅଛି ବଡ଼ଦିନ.... ( 4 times) AUDIO CREDITS :- Music Banner : PRASAD LIMA MUSIC Singer : HUMAN SAGAR Music : PRASAD LIMA Lyrics : TAITAS PAL Music Scoring by : SUBHAM SAMAL (Bapi) Co Produced by - SADHAK PANI Project manager - Sisir Lima Thumblain - PARSURAM SAGARIA Vocal Recording at : Studio MRR, (CUTTACK) Recording / Mastering - SHAKTI BHAI VIDEO CREDITS :- Inframe : HUMAN SAGAR Camera : ANIL LIMA Editing: : GOURAV KUMAR 🌲🌲MARRY CHRISTMAS 🌲🌲 ପବିତ୍ର ଶାସ୍ତ୍ରାଂଶ - ମାଥିଉ ୧:୨୧ ସେ ପୁତ୍ର ପ୍ରସବ କରିବେ, ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକମାନଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ । ଜନ୍ମ ଉତ୍ସବ ପର୍ବ ପାଳନ ଅବସରରେ ସମସ୍ତ ଶ୍ରୋତା ମଣ୍ଡଳୀଙ୍କୁ ପ୍ରଭୁ ଯୀଶୁଙ୍କ ପବିତ୍ର ନାମ ନେଇ ପ୍ରେମଭରା ନମସ୍କାର ଜଣାଉ...... ପ୍ରକୃତରେ ଯୀଶୁଙ୍କ ବିନା ଜଗତର ପରିସ୍ଥିତି , ଅତି ଭୟଙ୍କର ଥିଲା । ନିରାଶ, ହତାଶ, ଅନ୍ୟାୟ, ଅତ୍ୟାଚାର, ଶୋଷଣ ରେ ପରିପୂର୍ଣ ଥିଲା। ଆଉ ସ୍ୱୟଂ ପରମେଶ୍ବର ମନୁଷ୍ୟର ଉଦ୍ଧାର ଏବଂ ପରିତ୍ରାଣ ନିମନ୍ତେ ମନୁଷ୍ୟ ରୁପରେ ଏହି ଜଗତକୁ ଆସିଲେ । ଏଣୁ ଏହି ବଡ଼ଦିନ ରେ ଯୀଶୁଙ୍କୁ ବ୍ୟକ୍ତିଗତ ଭାବେ ଜାଣିବା , ଆପଣା ସମସ୍ତ ପାପ ତାଙ୍କ ସମ୍ମୁଖ ରେ ସ୍ବୀକାର କରି ତ୍ୟାଗ କରିବା ଆମ୍ଭମାନଙ୍କ ନିମନ୍ତେ ଏକ ସୁବର୍ଣ୍ଣ ସୁଯୋଗ ଅଟେ । ତେବେ ଆସନ୍ତୁ ପ୍ରଭୁ ଯୀଶୁଙ୍କ ଜନ୍ମ ଉତ୍ସବ ପର୍ବ ସମସ୍ତଙ୍କ ଜୀବନରେ ହସ ଖୁସି ଓ ଆନନ୍ଦରେ ଭରି ଦେଇ ପର୍ବ ଟି ସମସ୍ତଙ୍କ ନିମନ୍ତେ ଉତ୍ସବମୁଖର ହେଉ ଏହାହିଁ ସଦା ପ୍ରଭୁଙ୍କ ଠାରେ ଆମର ବିନୀତ ପ୍ରାର୍ଥନା ........🙏 #ବଡ଼ଦିନ #badadina #humansagar #PrasdLimaMusic #PrasdLimaMusicNewChristianSong #humansagarnewchristmassong #humansagarnewsong #gospelsongs #DeeptiRekhaSong #ShashankSekharSong #RiturajDeeptirekhaSong #NewMantuchuriaChristianSong #MantuchuriaSambalpurisongs #NewHumanSagarSongs #NewHumanSagarChristianSong #NewAmitPaniChristianSong #NewChristmasSongs #NewYearSongs2021 #BestHindiChristianSongs #KumarBapiSongs #LatestOdiaChristianSongs #LatestHindiChristianSongs #HindiSongs #Gospelsongs #IndianDevotionalSongs #JesusSongs #ChristianSongs #WorshipSongs #HolySpiritSongs #AmitPaniNewSongs #NewOdiachristianDevotionalSongs #NewOdiachristianDevotionalalbum #NewOdiachristianvideoalbum