У нас вы можете посмотреть бесплатно BJPରେ ମିଶିବେ ଅନନ୍ତ ଦାସଙ୍କ ପରିବାର | BJD Leader Ananta Das Son To Join In BJP Soon | Odisha Politics или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
BJPରେ ମିଶିବେ ଅନନ୍ତ ଦାସଙ୍କ ପରିବାର | BJD Leader Ananta Das Son To Join In BJP Soon | Odisha Politics ପଦ୍ମ ଧରିପାରନ୍ତି ଅନନ୍ତ ଦାସଙ୍କ ପୁଅ ଅଭିଜାତ ଦାସ | ପୂର୍ବତନ ମନ୍ତ୍ରୀ ତଥା ଭୋଗରାଇର ଦିବଂଗତ ଟାଣୁଆ ନେତା ଅନନ୍ତ ଦାସ | ସେ କହିଛନ୍ତି ସେ ଓ ତାଙ୍କ ପରିବାର ଖୁବ୍ ଶୀଘ୍ର ପଦ୍ମଫୁଲ ଧରିବାକୁ ଯାଉଛନ୍ତି | ବାପାଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବା ପାଇଁ ତାଙ୍କ ପରିବାର ଏଭଳି ନିଷ୍ପତି ନେବାକୁ ଯାଉଛନ୍ତି | ଗତକାଲି ଅଭିଜିତ ବିଜେପି ରାଜ୍ୟ ସଭାପତିଙ୍କ ସମେତ ଦଳର କିଛି ଟାଣୁଆ ନେତାଙ୍କୁ ଭେଟିଥିଲେ | ଖୁବ୍ ଶୀଘ୍ର ସେ ଦଳରେ ସାମିଲ ହେବାକୁ ଯାଉଛନ୍ତି ବୋଲି ସେ କହିଛନ୍ତି | Abhijit Das, son of late Bhograi leader and former minister Ananta Das, is set to join the BJP. His family has decided to hold the Padma flower to fulfill Ananta Das’s unfinished dream. Abhijit recently met with Bhograi leaders along with the BJP state president and confirmed that he will join the party very soon. This marks a significant political development in Odisha. Watch the full report for details. #abhijitdas #balasorepolitics #anantadas #bjd #bjp #odishapolitics #News18Odia #OdiaNews #odishanews #oriyanews #breakingnews Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens. News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ । Download our News18 Mobile App - https://onelink.to/desc-youtube Please visit our website https://bit.ly/2YaikeJ for the latest opinions and detailed news coverage. Follow us on Facebook: / news18odia Twitter: https://twitter.com/news18odia?lang=en Website: https://bit.ly/2YaikeJ Subscribe to our channel to get the latest news and updates https://tinyurl.com/y46bt2fm ID_OD_BJ