У нас вы можете посмотреть бесплатно Dekhare nalini nalinire purita ।। Upendra Bhanja ।। Sarasire rajakanya ।। Labanyabati ।। Odia kabya или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଓଡ଼ିଆ ସାହିତ୍ୟରେ ରୀତି ଯୁଗର ଶ୍ରେଷ୍ଠ କବି ହେଉଛନ୍ତି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ । ତାଙ୍କ ନାମାନୁସାରେ ଏହି ଯୁଗକୁ ଭଞ୍ଜ ଯୁଗ ବୋଲି ମଧ୍ୟ କୁହାଯାଏ । କବିଙ୍କ ଏକ ପ୍ରସିଦ୍ଧ ତଥା ଉତ୍କୃଷ୍ଟ କାଳ୍ପନିକ କାବ୍ୟ ହେଉଛି #ଲାବଣ୍ୟବତୀ । ଉକ୍ତ କାବ୍ୟର ନାୟିକା ଲାବଣ୍ୟବତୀ ତା ସଖୀ ମାନଙ୍କ ସହ ଉପବନ ବିହାର ରେ ଯାଇଛି ଏବଂ ସେଠାରେ ଫଗୁଖେଳ ଖେଳିଛନ୍ତି । ତା ପରେ ସ୍ନାନ ଉଦ୍ଦେଶ୍ୟରେ ନାୟିକା ଗମନ କରିଛି ସରୋବରକୁ । ସେଠାକାର ଦୃଶ୍ୟରାଶିର ବର୍ଣ୍ଣନା ହେଉଛି 'ସରସୀରେ ରାଜକନ୍ୟା' କବିତା । ଏହି କାବ୍ୟାଂଶ ରେ ବ୍ୟବହୃତ ହୋଇଥିବା କେତେକ କଠିନ ଶବ୍ଦର ଅର୍ଥ ନିମ୍ନରେ ଦର୍ଶାଗଲା - କୋବିଦେ - ପଣ୍ଡିତମାନେ ସୁକେଶୀ - ଉତ୍ତମ କେଶଯୁକ୍ତା ନାୟିକା ଘଟନା- ନିର୍ମିତ ହେବା ବିଦ୍ରୂମ - ପୋହୋଳା ପ୍ରତୀତ - ଜଣା ଯାଉଛି ଦୀପଦଣ୍ଡୀ - ପୁଷ୍କରିଣୀ ମଝିରେ ଥିବା ସ୍ତମ୍ଭ ଚୂର୍ଣ୍ଣ ଚଉଁରୀ- ଚୂନ ଲିପା ଅଗଣା ଜମ୍ବାଳ - ପଙ୍କ ଆବିଳ - ଗୋଳିଆ ଆଦରଶୁଁ - ଦର୍ପଣଠାରୁ କାମ ଶରାଳି - କନ୍ଦର୍ପର ଶର ସମୂହ ଅମ୍ବୁଜ - ପଦ୍ମ/ଚନ୍ଦ୍ର ଭୃଙ୍ଗ - ଭ୍ରମର ଚକୋର - ଚନ୍ଦ୍ରକିରଣ ପାନ କରୁଥିବା ପକ୍ଷୀ ରଥାଙ୍ଗ - ଚକ୍ରବାକ କଜ୍ଜ୍ବଳଲାଞ୍ଜୀ - ଆଖିର କଳାଗାର ଖଞ୍ଜନ - କଜଳପାତି କୁରଙ୍ଗ - ମୃଗ ନଳିନୀ - ପଦ୍ମିନୀ ଜାତୀୟା ନାୟିକା ଲାବଣ୍ୟବତୀ ନଳିନୀ - ପୁଷ୍କରିଣୀ ନଳିନୀ - ପଦ୍ମଫୁଲ ଭ୍ରମନ୍ତି - ଭ୍ରମଣ କରନ୍ତି ଭ୍ରମରେ - ଭ୍ରମରମାନେ ଭ୍ରମରେ - ଭ୍ରମବଶତଃ ଭ୍ରମରେ - ଜଳ ଭଉଁରୀ ମାନଙ୍କରେ ବିରାଜି - ପକ୍ଷୀ ସମୂହ ବିରାଜି - ଶୋଭା ପାଉଛନ୍ତି ରାଜିବ - ସାରସପକ୍ଷୀ/ ମତ୍ସ୍ୟ ବିଶେଷ ରାଜୀବ - ପଦ୍ମ ସଲିଳେ - ପାଣିରେ ଉଡୂପ - ନୌକା ଉଡୁପ ବଦନା - ଚନ୍ଦ୍ର ବଦନା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ ଗୁଡିକର ଏକ ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ବହୁଅର୍ଥବୋଧକ/ ଦ୍ବିଅର୍ଥବୋଧକ ଶବ୍ଦ ଓ ପଦ ର ପ୍ରୟୋଗ, ଯାହାକି ଆଲୋଚ୍ୟ ପଦ ମାନଙ୍କରେ ମଧ୍ୟ ପ୍ରତିଫଳିତ ହୋଇଛି । Kabi Samrat Upendra Bhanja is one of the greatest poet of all time of odia literature. He is accepted as the greatest poet of 'Riti Yuga ' and that era of Odia literature is also named after him as 'Bhanja Yuga '. Now, after nearly 400 years, also his poems are highly loved by the people all over the Odisha. 'Lavayanabati' is a great and famous 'Kabya' of Upendra Bhanja. In this video a Kabita named as 'Sarasire Rajakanya ' is a part of the Labanyabati. Poet - Upendra Bhanja ଓଡ଼ିଆ ଭାଷା, ସାହିତ୍ୟ , ସଂସ୍କୃତି ଇତ୍ୟାଦି ଉପରେ ବିଭିନ୍ନ ଭିଡିଓ ପାଇବା ପାଇଁ ଆମ ଚ୍ୟାନେଲ ସବସ୍କ୍ରାଇବ୍ କରନ୍ତୁ । ଆମକୁ ଯୋଗାଯୋଗ କରନ୍ତୁ । Email ID - [email protected] Instagram re follow karantu I'm on Instagram as @mahan_ama_matrubhasa. Install the app to follow my photos and videos. https://www.instagram.com/invites/con... Facebook page like karantu / %e0%ac%ae%e0%ac%b9%e0%ac%be%e0%ac%a8-%e0%a... Facebook group join karantu / 916294081781547 #UpendraBhanja #Odiakabya #କାବ୍ୟ #Kabita #Chhanda