У нас вы можете посмотреть бесплатно BAJA MANEDE DERI BIKALI || HANAK DIGAL || KUI CHRISTIAN EPIDEMIC SONG || ASHOK DIGAL или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଆସିଅଛି ରେ ଦୁଃଖ ର ଦିନ-2 ଥରହର ହେଉଛି ଏ ସର୍ବ ପୃଥିବୀ-2 ଶେଷ ସମୟର ଚିହ୍ନ ଏଇଟା ତ ଜାଗ୍ରତ ହୋଇକି ଆମେ ପ୍ରସ୍ତୁତ ହେବାର କାଳଯେ ଏ ମନ୍ଦତାର..ଆସିଅଛି.. 1.. ବାଇବଲେ ଲେଖାଥିବା ଲେଖା ପରି ପ୍ରଭୁଙ୍କର ଦର୍ଶନ ରେ କଲେ ଯେ ଦୋଷ ପୂର୍ଣ୍ଣ ହେଲା ପ୍ରଭୁଙ୍କର ବଡ଼ କ୍ରୋଧ ପଠାଇଲେ ନାଶ ପାଇଁ ମହାମାରୀ ଆଜି ମଧ୍ୟ ମନ୍ଦତାରେ ଅଛି ଏ ବିଶ୍ଵ ପ୍ରଭୁ ଠାରୁ ଦୂର କୁ ଯେ ହୋଇକରି ଆମୋଦପ୍ରମୋଦ ମନ୍ଦ କରମ କରିକରି ଗର୍ବ କାଢ଼ି ନିଜ କୁ ଯେ ଟେକି କରି ବାଇବଲ ବାକ୍ୟ ସଫଳ ହେଉଛି ମନ୍ଦତା ବଢ଼ିଲେ ମୃତ୍ୟୁ ଦୁଃଖ ଆସିବାର ସେଥିପାଇଁ ଏ ମହାମାରୀ.. Kui epidemic song