У нас вы можете посмотреть бесплатно Cartoon Style ଡାଇନୋସର ଚିତ୍ର କିପରି ଆଙ୍କିବ | ପିଲାମାନଙ୍କ ପାଇଁ ସହଜ ଡାଇନୋସର ଡ୍ରୟିଙ୍ଗ | или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ନମସ୍କାର ବନ୍ଧୁମାନେ 😊 Lina’s Creative Corner କୁ ସ୍ୱାଗତ। ଆଜି ଆମେ ୩୦ ମିନିଟ୍ ମଧ୍ୟରେ ଏକ ସୁନ୍ଦର ଡାଇନୋସର ଚିତ୍ର ଆଙ୍କିବା। ଏହି ଭିଡିଓଟି beginners ଓ ଛୋଟମାନଙ୍କ ପାଇଁ ବହୁତ ସହଜ ହେବ। ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଓ Like 👍 Share 🔁 Subscribe କରନ୍ତୁ। ପ୍ରଥମେ ହଳୁକା ପେନ୍ସିଲ୍ ସହ body ର basic shape ଆଙ୍କନ୍ତୁ। ଏକ ବଡ଼ ଗୋଲାକାର ଶରୀର, ଛୋଟ ମୁଣ୍ଡ ଓ ଲମ୍ବା ପୁଛ ତିଆରି କରନ୍ତୁ। ପାଦର ସ୍ଥାନ ସଠିକ୍ ଭାବେ ରଖନ୍ତୁ। ଏବେ ଆଖି, ମୁହଁ ଓ ଦାନ୍ତ ଆଙ୍କନ୍ତୁ। ଆପଣ ଚାହିଲେ cute style କିମ୍ବା realistic style କରିପାରିବେ। ପିଠି ଉପରେ ଛୋଟ କାଣ୍ଟା ବା ଡିଜାଇନ୍ ଯୋଗ କରନ୍ତୁ। ଶରୀରରେ texture ଯୋଗ କରନ୍ତୁ। ନଖ ଓ ପାଦକୁ ସ୍ପଷ୍ଟ କରନ୍ତୁ। ସମସ୍ତ ଲାଇନ୍କୁ ସୁନ୍ଦର ଭାବେ ସଠିକ୍ କରନ୍ତୁ। ସବୁଜ, ବୁରା ବା ନୀଳ ରଙ୍ଗ ବ୍ୟବହାର କରନ୍ତୁ। ହାଲୁକା ଓ ଗାଢ଼ ଛାୟା ଦେଇ ଚିତ୍ରକୁ ଆକର୍ଷଣୀୟ କରନ୍ତୁ। ପଛପଟରେ ଜଙ୍ଗଲ ଭୂମିକା ମଧ୍ୟ ଦେଇପାରନ୍ତି। Yours Queries: dinosaur drawing easy dinosaur drawing drawing for kids cartoon dinosaur art step by step drawing odia drawing video 30 minute drawing tutorial #dinosaur #dinosaurdrawing #kidsart #drawingvideo #arttutorial #linascreativecorner