У нас вы можете посмотреть бесплатно Amit Shah to visit Odisha on march 5 или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ମାର୍ଚ୍ଚ 5ରେ ଓଡିଶା ଆସିବେ ଅମିତ ଶାହ ଦୁଇଦିନିଆ ଓଡିଶା ଗସ୍ତରେ ଆସିବେ ବିଜେପିର ଚାଣକ୍ୟ ତଥା କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ । ଆସନ୍ତା ମାର୍ଚ୍ଚ 5ରେ ଭୁବନେଶ୍ୱରରେ ପହଞ୍ଚିବେ ଅମିତ ଶାହ । ତେବେ ଗୃହମନ୍ତ୍ରୀ ଅମିତ ଶାହ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ଏବଂ ମାର୍ଚ୍ଚ 6ରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର ଯୋଜନା ରହିଛି । କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଟ୍ରାଫିକ ବ୍ୟବସ୍ଥା ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ କେଉଁ ରୁଟରେ ଯିବେ ଏବଂ କେତେବେଳେ କେଉଁ କାର୍ଯ୍ୟକ୍ରମରେ ଯୋଗଦାନ କରିବେ ସେ ନେଇ ମଧ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ବସିଛି । ହଁ ଆଜ୍ଞା ଅମିତ ଶାହଙ୍କ ଏହି ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ବରରେ ଏକ ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ୍ ଓ ରୁଟ୍ ପ୍ଲାନ, ସ୍ଥଳର ଆନୁଷଙ୍ଗିକ ପ୍ରସ୍ତୁତି ଉପରେ ବିସ୍ତୃତ ଆଲୋଚନା କରାଯାଇଛି। କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ପାଇଁ ସମସ୍ତ ବିଭାଗ ମାନଙ୍କୁ ପାରସ୍ପରିକ ସମନ୍ୱୟ ରଖି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ ପ୍ରସ୍ତୁତି କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । Emerging Odisha is a regional news platform committed to delivering accurate and timely updates on Odisha’s political developments, governance, culture, and social issues. We aim to keep viewers informed with credible reporting, ground updates, and insightful analysis from across the state. ━━━━━━━━━━━━━━━━━━━━━━━ 📢 Follow Us On: ▶️ YouTube: Emerging Odisha 📘 Facebook: / 16p6lw6hy2 📸 Instagram: https://www.instagram.com/emergingodi... 🐦 Twitter (X): https://x.com/emerging_odisha?t=B6tLD... 🌐 Website: https://share.google/5GhyR0snPbqW9i6MO 📩 For inquiries: emergingodisha@gmail.com Do subscribe to Emerging Odisha for more daily updates and in-depth news coverage. #emergingodisha #amitshah #odishanews #bhubaneswar #breakingnews #politicalupdate #bjp #odishapolitics #latestnews #securityupdate #unionminister #indianpolitics #newsupdate #march5