У нас вы можете посмотреть бесплатно What is SIP? SIP ର ଅର୍ଥ କଣ? SIP ବିଷୟରେ ଟିକି ନିକି ସୂଚନା ଜାଣନ୍ତୁ I или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
What is SIP? ଏସଆଇପି ର ଅର୍ଥ କଣ? ନିବେଶର ଟିକି ନିକି ସୂଚନା ଜାଣନ୍ତୁ I #RupakumarPradhan, CFP, CWM, Author, Trainer, Faculty & HappyMoney Coach ଏସଆଇପି ର ଅର୍ଥ କଣ? ଏସଆଇପି କ’ଣ ଏବଂ ଏହା କିପରି କାମ କରେ? ଏସଆଇପି ରେ ନିବେଶ କରିବା କେତେ ଲାଭଦାୟକ? କଣ ସବୁ ସୁବିଧା ମିଳିବ? କଣ ଫାଇଦା ମିଳିବ? ମୁଁ ଏସଆଇପି ରେ ମାସକୁ ୧୦୦୦ ଟଙ୍କା ନିବେଶ କରିପାରିବି କି? ଏସଆଇପି ରେ ନିବେଶ କରିବା ପାଇଁ କାହା ପାଖକୁ ଯିବି ବା କେଊଁଠାରେ କରିବି? ଏସଆଇପି କଣ ୧୦୦% ସୁରକ୍ଷିତ କି? ନିବେଶ ଟଙ୍କା ବୁଡିଯିବାର ଆଶଙ୍କା ଅଛି କି? ଆମେ କାହିଁକି ଏସଆଇପି ରେ ନିବେଶ କରିବା ଉଚିତ୍? ମୁଁ କେବେ ଏସଆଇପି ରେ ନିବେଶ ଆରମ୍ଭ କରିବା ଉଚିତ୍? ଏସଆଇପି ରେ ନିବେଶ କରିବା ପାଇଁ ସଠିକ୍ ବୟସ କ’ଣ? ଯଦି ଜଣେ ବ୍ୟକ୍ତି ୧୦୦୦ ଟଙ୍କାର ଏସଆଇପି କରିବାକୁ ଚାହେଁ ତେବେ କେତେ ଟଙ୍କାର ପାଣ୍ଠି ଗଠନ କରିପାରିବ? ଏ ସବୁ ପ୍ରଶ୍ନର ଉତ୍ତର ଆଜି ଏହି ଭିଡ଼ିଓରେ ଆପଣ ପାଇ ପାରିବେ l ବର୍ତ୍ତମାନ ହିଁ ଭିଡ଼ିଓଟିକୁ ଦେଖନ୍ତୁ ଏବଂ ଆପଣ ନିଜର ଆର୍ଥିକ ସ୍ୱାଧୀନତା ହାସଲ କରନ୍ତୁ | ଏହି ସବୁ ବିଷୟରେ ଜାଣିବା ପାଇଁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ | Hello! Connect With Mr. Rupakumar Pradhan, CFP, CWM Contact Form Link: https://forms.gle/Vv372NepSLuvHzCbA JOYFUL RETIREMENT The 7 Step Strategy for Healthy, Wealthy and Early Retirement Amazon.in~ https://www.amazon.in/Joyful-Retireme... Flipkart ~ https://www.flipkart.com/joyful-retir... ୬ ଟି କାରଣ କାହିଁକି ଜୀବନ ବୀମା କିଣିବା ? • 6 Reasons to Buy Life Insurance I ୬ ଟି କାର... ବୀମା ପଲିସି କିଣିବା ପୂର୍ବରୁ ଏହା ଜାଣନ୍ତୁ । • What to know before buying Insurance? I ବୀ... KYC on hold କିପରି ସମାଧାନ କରିବେ? • KYC on Hold I KYC on hold କିପରି ସମାଧାନ କରି... 9ଟି ଆର୍ଥିକ ସଂକଳ୍ପ -2024 ବର୍ଷ I • 9 Money Resolutions For 2024 II 9ଟି ଆର୍ଥିକ... ରୋଜଗାର ୧୨୦୦୦, ଖାଇବି କେତେ ଥୋଇବି କେତେ? • Income 12000, Spend and Save? II ରୋଜଗାର ୧୨... ଜୀବନରେ କୋଟିପତି କିପରି ହେବେ? • How To Become A Crorepati in Life? II ଜୀବନ... Here, you will learn why money is important to you and how you can achieve your financial goals, such as family protection, children's education, daughter's marriage expenditure, buying a flat, debt management, retirement planning, etc., by yourself. You will receive professional guidance from a highly qualified and experienced professional like me, a Chartered Wealth Manager (CWM) and Certified Financial Planner (CFP) with 27 years of experience in wealth management and financial planning. "JOYFUL RETIREMENT ~ The 7-Step Strategy for Healthy, Wealthy and Early Retirement" ~Best Selling Book Author ଏହି ଚ୍ୟାନେଲରେ ଆପଣଙ୍କ ଜୀବନରେ ଟଙ୍କା କାହିଁକି ଗୁରୁତ୍ୱପୂର୍ଣ୍ଣ ଓ ନିଜର ଆର୍ଥିକ ଲକ୍ଷ୍ୟଗୁଡିକସବୁ ଯଥା ପରିବାରର ଆର୍ଥିକ ସୁରକ୍ଷା, ପୁଅ ଓ ଝିଅର ପାଠପଢ଼ା ପାଣ୍ଠି, ଝିଅର ବିବାହ ଖର୍ଚ୍ଚ ପାଣ୍ଠି , ଅବସରକାଳୀନ ପାଣ୍ଠି ଗଠନ ଇତ୍ୟାଦି ଅନେକ ବିଷୟରେ ଜାଣିବେ, କିପରି ହାସଲ କରିବେ ଓ ନିଜ ପାଇଁ ପ୍ରସ୍ତୁତ କରିବେ | ନିଜର ଟଙ୍କାକୁ କେଉଁଠାରେ ନିବେଶ କରିବେ, କେଉଁ ସ୍କିମରେ ରଖିଲେ ଭଲ ଲାଭ ପାଇବେ, କେତେ ଟଙ୍କା ନିଜର ଆର୍ଥିକ ଲକ୍ଷ୍ୟ ପାଇଁ ସଞ୍ଚୟ କରିବେ, ଟଙ୍କା କିପରି ସୁରକ୍ଷିତ ନିବେଶ କରିବେ, ଜୀବନରେ କୋଟିପତି କିପରି ହେବେ, ମ୍ୟୁଚୁଆଲ ଫଣ୍ଡ କଣ ଓ କିପରି ନିବେଶ କରିବେ, ଏସଆଇପି କଣ ଓ କିପରି କରିବେ, ଭଲ ମ୍ୟୁଚୁଆଲ ଫଣ୍ଡ କିପରି ଚୟନ କରିବେ, ଋଣ ଯନ୍ତାରୁ କିପରି ବାହାରି ପାରିବେ, ଋଣ କରିବା ଭଲ ନା ମନ୍ଦ ଓ ଋଣ କରିବା ପୂର୍ବରୁ କଣ କରିବା ଉଚିତ, କ୍ରେଡିଟ କାର୍ଡ ସୁଧ କେତେ ଓ ଭଲ ନା ମନ୍ଦ, ଜୀବନ ବୀମା କାହିଁକି କରିବି, ସ୍ୱଳ୍ପ ରୋଜଗାରରେ କିପରି ଚଳିବି ଓ ସଞ୍ଚୟ କରିବି ଏହି ଭଳି ଅନେକ ପ୍ରଶ୍ନର ଉତ୍ତର ସହିତ ଭିଡିଓ ଦେଖି ନିଜର ଆର୍ଥିକ ସାକ୍ଷରତା ଓ ଜ୍ଞାନ ବଢ଼ାଇ ପାରିବେ ଏବଂ ପରାମର୍ଶ ନେଇପାରିବେ l ଆପଣ ଜଣେ ଉଚ୍ଚ ଶିକ୍ଷିତ, ଯୋଗ୍ୟ ଓ ଅଭିଜ୍ଞ ବ୍ୟକ୍ତିଙ୍କଠାରୁ ଯିଏକି ଜଣେ CWM (ଚାର୍ଟଡ଼ ୱେଲଥ ମ୍ୟାନେଜର) ଓ CFP (ସାର୍ଟିଫାଏଡ ଫାଇନାନସିଆଲ ପ୍ଲାନର) ସହିତ 27 ବର୍ଷର ଆର୍ଥିକ ଯୋଜନା ଓ ଧନ ପରିଚାଳନା କରିବାର ଅଭିଜ୍ଞତା ଥିବା ପ୍ରଫେସନାଲଙ୍କ ଠାରୁ ପରାମର୍ଶ ପାଇପାରିବେ l "JOYFUL RETIREMENT ~The 7-Step Strategy for Healthy, Wealthy and Early Retirement" ~ ସର୍ବୋତ୍ତମ ବିକ୍ରୟ ପୁସ୍ତକର ଲେଖକ | ଏବେ ହିଁ ଚ୍ୟାନେଲକୁ subscribe କରନ୍ତୁ l CONTACT US: 📧 Email: rkpradhan@smartmantra.in / info@rupakumarpradhan.com 📱 Mobile: +91 9937016539 (Whatsapp only, don't call) VISIT OUR WEBSITE: 🌐 www.rupakumarpradhan.com ~ https://www.rupakumarpradhan.com/ 🌐 www.smartmantra.in ~https://www.smartmantra.in/ 🙏 Thanks for Watching 🙏 Music: Moonrise - Reed Mathis (YouTube Library) Subscribe Now: https://www.youtube.com/c/RupakumarPr... Disclaimer: These are not any recommendations for schemes, funds, or stocks and are meant only for educational purposes. Our channel is dedicated to providing educational content and spreading valuable information. It's important to keep in mind that the videos we create are intended solely for educational purposes. While we strive to provide accurate and helpful insights, we cannot be held liable for any financial gains or losses you may experience from watching our videos. Your success in the market ultimately depends on your own research, dedication, and hard work. #ଟଙ୍କା #ଟଙ୍କାପରିଚାଳନା #Money #savings #investing #mutualfunds #sip #financialliteracy #FinancialPlanning #MoneyMatters #odia #Odisha #OTV #SMARTMANTRA #RupakumarPradhan #JoyfulRetirement #HappyMoneyCoach #SmartMantraFinancialServicesPvtLtd