У нас вы можете посмотреть бесплатно saragaku nebe(Lyrics) | Human Sagar | New Odia Christian Song | Christian Song | Bignesh Creation или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
saragaku nebe(Lyrics) | Human Sagar | New Odia Christian Song | Christian Song | Bignesh Creation #SaragakuNebe #HumanSagar #OdiaChristianSong #OdiaGospelSong #BigneshCreation @YeshuaMinistriesMusic @ChristiansGallery @RedSeaFilms YOUR VIDEO QUERIES Saragaku Nebe Song Human Sagar New Song Odia Christian Song 2025 New Odia Gospel Song Human Sagar Christian Song Bignesh Creation Music Odia Worship Song Latest Odia Devotional Song Odia Jesus Song Trending Odia Christian Song ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁର ନାମର ଗୌରବ ହେଉ ମୁଁ ଆପଣ ମାନଙ୍କର bignesh das। ସମସ୍ତ ଶ୍ରୋତା ମଣ୍ଡଳୀକୁ Bignesh creation youtube channel ତରଫରୁ ଖ୍ରୀଷ୍ଟୀୟ ନମସ୍କାର, 🙏 ତଥା ବିଜୟ ଯାତ୍ରା ଅବସରରେ ହାର୍ଦ୍ଧିକ ଅଭିନନ୍ଦନ ଜଣାଏ l ସେହି ଯୀଶୁଖ୍ରୀଷ୍ଟ ଙ୍କୁ ହିଁ ଏକ ମାତ୍ର ପଥ ଅଟନ୍ତି, ଯିଏ କି ଆମକୁ ସ୍ୱର୍ଗ କୁ ନେବେ ଏହା ଆଜିର ଖ୍ରୀଷ୍ଟୀୟ ମଣ୍ଡଳୀ ବୁଝିବା ଉଚିତ। ଆଜି ଜଗରତରେ ଅ ପବିତ୍ର ତା ବଢ଼ିବାରେ ଲାଗିଛି ।ଆଜିର କେତେକ ଦୁର୍ବଳ ଖ୍ରୀଷ୍ଟୀୟ ଜୀବନ ପାଇଁ ଗୀତ ଟି ଆଶୀର୍ବାଦ ର ବିଷୟ ନିଶ୍ଚୟ ହେବ ତାଙ୍କୁ ଜାଣିବା ନିମନ୍ତେ ଏକ ଶିକ୍ଷା ହେବ l ଏଣୁ ଏହି ନୂଆ ମନଛୁଆଁ ଓ ହୃଦୟସ୍ପର୍ଶୀ ଗୀତ "SARAGA KU NEBE"(lyrics version) କୁ ଯାହାକି ହୁମାନ ସାଗର କଣ୍ଠ ଦାନ କରିଛନ୍ତି l ଗୀତ କୁ ଶୁଣନ୍ତୁ ଓ ଆଶୀର୍ବାଦ ର ସହଭାଗୀ ହୁଅନ୍ତୁ । ଆଶା ରଖୁଛୁ ଏହି ନୂଆ ମନଛୁଆଁ ଗୀତଟି ନିଶ୍ଚୟ ଆପଣ ମାନଙ୍କ ମନ ପରିବର୍ତ୍ତନ ନିମନ୍ତେ ଓ ବାସ୍ତବ ପ୍ରେମକୁ ବୁଝିବା ନିମନ୍ତେ ସହାୟକ ହେବ। ଗୀତଟି ଯେପରି ପ୍ରଭୁଙ୍କର ଗୌରବ ଉଦ୍ଧେଶ୍ୟରେ ବ୍ୟବହୃତ ହେଇ ପାରିବ ଓ ଆମର ପରିଶ୍ରମ ସାର୍ଥକ ହେଇ ପାରିବ ଏଥି ନିମନ୍ତେ ପ୍ରାର୍ଥନାରେ ତୋଳି ଧରନ୍ତୁ। ଧନ୍ୟବାଦ। Praise The Lord. ------------------------------------------------------------------ Welcome to the bignesh creation channel Let's immerse ourselves in the sweet melodies of love. listen and feel from your own heart If you like this video then don't forget to LIKE, SHARE & SUBSCRIBE. use headphones 🎧 for better sound quality enjoy all music 🎵 and don't forget to like subscribe and please gyes support my youtube channel thank you for visiting my youtube channel 🙏🙏🙏🙏 SONG LYRICS ****ସରଗ କୁ ନେବେ***** ବିଚାର କରିବେ .....ସରଗକୁ ନେବେ... କରିବାକୁ ତାଙ୍କ ପ୍ରଜା..........ଆସୁଛନ୍ତି ଦେଖ ସିୟୋନର ରାଜା ମେଘରଥେ ଗୈାରବେ ଆସୁଛନ୍ତି ଯୀଶୁ ରାଜା ତୂରୀ ଶବ୍ଦେ ଦୂତ ସାଥେ ଆସୁଛନ୍ତି ଯୀଶୁ ରାଜା(୨) ବର ବେଶେ ଦେଖ ଆସୁଛନ୍ତି ରାଜା(୨) ବିଚାର କରିବେ ସରଗକୁ ନେବେ(୨) କରିବାକୁ ତାଙ୍କ ପ୍ରଜା ଆସୁଛନ୍ତି ଦେଖ ସିୟୋନର ରାଜା(୨)(ଘୋଷା) (୧) ବିଳମ୍ବ ନ କରି ଫେରି ଆସ ଜଗତ ଜନ ଅମ୍ଳାନ ମୁକୁଟ ଦେବେ ସଦାପ୍ରଭୁ ଯେ ଆମ(୨) କରିନାହଁ ଯଦି ଆପଣା ବସ୍ତ୍ରକୁ ମଳିନ ଶୁକ୍ଲବସ୍ତ୍ର ନିଶ୍ଚେ କରିବ ଯେ ତୁମେ ପରିଧାନ ବିଚାର କରିବେ ସରଗକୁ ନେବେ(୨) କରିବାକୁ ତାଙ୍କ ପ୍ରଜା କନ୍ଯା ରୁପେ ତୁମେ ହୁଅ ସାଜ ସଜ୍ଜା ଆସୁଛନ୍ତି ଦେଖ ସିୟୋନର ରାଜା ୨ ନୂତନ ପ୍ରୁଥିବୀ ନୂତନ ଆକାଶ ମଣ୍ଡଳ ଧାର୍ମିକମାନଙ୍କ ପାଇଁ ହେବ ଆବାସସ୍ଥଳ(୨) ନ ରହିବ ଦୁଃଖ କ୍ଲେଶ ଆଉ ତୃଷିତ ପ୍ରାଣ ପ୍ରଶଂସା ଗୈାରବେ ନିରତେ ବିତିବ ଯେ ଦିନ ବିଚାର କରିବେ ସରଗକୁ ନେବେ(୨) କରିବାକୁ ତାଙ୍କ ପ୍ରଜା କନ୍ଯା ରୂପେ ତୁମେ ହୁଅ ସାଜସଜ୍ଜା ବର ବେଶେ ଦେଖ ଆସୁଛନ୍ତି ରାଜା(୨) " ATTENTION " VIDEO DISCLAIMER This is to notify to all the copyright disclaimer that , this video clips are my own but the song do not belongs to me . song credits and rights just go to the rightful and lawful owner . This video are only for entertainment or worship purposes Music disclaimer This songs are sole property of the rightful and lawful owners.All credits goes to the song owners , producers, singers , writers, and composers .as I thank them whole heartedly absolutely no copyright intended this is for sharing and worship purposes only --------------------------------------------------------------------------------- FOLLOW ME ON INSTAGRAM- I'm on Instagram as @143bigneshdas. Install the app to follow my photos and videos. https://www.instagram.com/invites/con... FACEBOOK- / 1amwybc8y2