У нас вы можете посмотреть бесплатно Psalm | 30th Ordinary Sunday | FR. MAHENDRA | VOCAL AND MUSIC: JITEN | CHRISTIAN DEVOTIONAL PSALM или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
This channel is created to bring the light of God’s love into your homes and hearts. Through devotional hymns, spiritual reflections and faith-filled talks, I wish to strengthen and animate the faith of the believers. Just as light dispels darkness, may Dibyo Jyoti fill your life with hope, peace and joy. I invite you to journey with me to listen, to pray and to grow closer to God. ସାଧାରଣ କାଳର ତ୍ରିଂଶ ରବିବାର – ତୃତୀୟ ବର୍ଷ ସାମ ସଙ୍ଗୀତ : ୩୩: ୨.୩, ୧୬-୧୮, ୧୯-୨୩ ''ଏ ଅକିଞ୍ଚନର ଡ଼ାକ ଶ୍ରବଣ କଲେ ଈଶ୍ବର ।" ଈଶ ସ୍ତବଗାନ କରିବି ଯୁଗଯୁଗାନ୍ତର ସର୍ବଦା ଗାଇବ ତାଙ୍କରି ଗୁଣ ମୋ ଅଧର ପ୍ରଭୂଙ୍କଠାରେ କରିବ ଗରବ ଆତ୍ମା ମୋର ତାଙ୍କ ବଚନେ ଲଭେ ସନ୍ତୋଷ ବିନୟୀ ନର । ''ଏ ଅକିଞ୍ଚନର ଡ଼ାକ ଶ୍ରବଣ କଲେ ଈଶ୍ବର ।" ଦୂର୍ଜନ ପ୍ରତିକୂଳେ ସଞ୍ଚାରନ୍ତି ମୂଖ ଈଶ୍ବର ବିନାଶିବାକୁ ଜଗତୁ ସ୍ମୃତି ସେମାନଙ୍କର ସୁଜନଙ୍କ ଡ଼ାକ ପ୍ରଭୂ କରନ୍ତି କର୍ଣଗୋଚର ସେମାନଙ୍କୁ ସର୍ବ ଦୂର୍ଦ୍ଦଶାର ସେ କରନ୍ତି ପାର । ''ଏ ଅକିଞ୍ଚନର ଡ଼ାକ ଶ୍ରବଣ କଲେ ଈଶ୍ବର ।" ଭଗ୍ନ ହୃଦୟ ପ୍ରତି ପ୍ରଭୂ ଅଟନ୍ତି ନିକଟତର ଦୁଃଖୀ ଆତ୍ମାମାନଙ୍କୁ କରିଥା'ନ୍ତି ଉଦ୍ଧାର ପ୍ରଭୂ ରକ୍ଷା କରନ୍ତି ଆତ୍ମ ତାଙ୍କ ସେବକଙ୍କର ନ ହେବେ ଦଣ୍ଡିତ ଯେ ନିଏ ଆଶ୍ରା ତାଙ୍କର । ''ଏ ଅକିଞ୍ଚନର ଡ଼ାକ ଶ୍ରବଣ କଲେ ଈଶ୍ବର ।" ଜୟଗାନ : ଆଲେଲୁୟା ! ଆଲେଲୁୟା ଦେବବାଣୀ ଦେହ ପରିଗ୍ରହ କଲେ ଏବଂ ଆମ ମଧ୍ୟରେ ବାସ କଲେ ଯେଉଁମାନେ ତାଙ୍କୁ ଗ୍ରହଣ କଲେ, ସେମାନଙ୍କୁ ଈଶ୍ଵରଙ୍କ ସନ୍ତାନ ହେବାପାଇଁ ଶକ୍ତି ଦେଲେ । ଆଲେଲୁୟା