У нас вы можете посмотреть бесплатно ବହୁ ପ୍ରତିକ୍ଷୀତ ତାଳଚେର ଘଂଟପଡ଼ା ଓଭରବ୍ରିଜର ଲୋକାର୍ପଣ || Anudhyan Tv или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ବହୁ ପ୍ରତିକ୍ଷୀତ ତାଳଚେର ଘଂଟପଡ଼ା ଓଭରବ୍ରିଜର ଲୋକାର୍ପଣ ତାଳଚେର, ତାଳଚେର ଅନୁଗୋଳକୁ ସଂଯୋଗ କରୁଥିବା ଘଂଟପଡ଼ା ଲେବଲକ୍ରସିଙ୍ଗ ଉପରେ ୪୨.୭ କୋଟିଟଙ୍କାର ଓଭରବ୍ରିଜ୍ ଆଜି ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଭାସୀ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, କୋଇଲା ଓ ଖଣିମନ୍ତ୍ରୀ କି କିଷାନ ରେଡ୍ଡୀ, ମୁଖ୍ୟଅତିଥି ଭାବେ ଢ଼େଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, ସମ୍ମାନୀୟ ଅତିଥିଭାବେ ବିଧାୟକ ବ୍ରଜକିଶୋର ପ୍ରଧାନ, ପାଲହଡ଼ା ବିଧାୟକ ଅଶୋକ ମହାନ୍ତି, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଆରସିସିଏଫ୍ ସଞ୍ଜୟ ସ୍ୱାଇଁ, ଉପଜିଲ୍ଳାପାଳ ସମୀର ଜେନା, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଯୋଗଦେଇ ଏହାର ଶୁଭଉଦଘାଟନ କରିବା ସହ ଏହି ବ୍ରିଜ୍ ନିର୍ମାଣ ଦ୍ୱାରା ତାଳଚେର ଅନୁଗୋଳର ବାଣିଜ୍ୟରେ ସୁଗମ ହେବା ସହ ଅହରହ ଟ୍ରେନ ଚଳାଚଳ ଯୋଗୁଁ ଫାଟକ ବନ୍ଦ ରହୁଥିବାରୁ ରୋଗୀ ଠାରୁ ଆରମ୍ଭକରି ଛାତ୍ରଛାତ୍ରୀ, ଜନସାଧାରଣ ଦୀର୍ଘବର୍ଷ ହେବ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହା ଆଜି ଯାତାୟତର ସରଳ ସୁଗମ ହୋଇପାରିଲା ବୋଲି ମଂଚାସିନ ଅତିଥିମାନେ ମତବ୍ୟକ୍ତ କରିଥିଲେ । #andhyan #odisha #odia #share #comment #Indian #news #update #public #viral #video #Facebook #Instagram #Google