У нас вы можете посмотреть бесплатно Jalana Lo Au Odia Sad Song | Satyajeet Pradhan | Sunil Maharana | Basanta Music или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
We Basanta Music Presents the official Studio Version of new Odia Sad Song "Jalana Lo Au" This Song is Produced by Jagyasini Khuntia,Sung by Satyajeet Pradhan Some love stories don't end... they just turn into pain and music💔 For the hearts that loved honestly Audio Credit Singer : Satyajeet Pradhan Lyrics: Sunil Maharana Music : Abinash Mishra Producer-Jagyasini Khuntia Music Label-Basanta Music Recording & Mix: Milan Studio Arrangement: Ramesh Remo Poster: Chiku 🎧 To Stream & Download Jiosaavn-https://shorturl.at/CPYem Spotify-https://shorturl.at/Tu25Y Gaana-https://shorturl.at/dQBzj Amazon Prime Music-https://shorturl.at/mjBdm Apple Music-https://shorturl.at/z8z9x Youtube Music-https://shorturl.at/6wlKj Resso-https://shorturl.at/z8z9x i Tune Store-https://shorturl.at/rm5tp Full Lyrics ଭଲ ତତେ ପାଇଥିଲି ଦେଇଥିଲି ମନ ମୋ ସାଥେ ଛଳନା କଲୁ ଭାଙ୍ଗିଲୁ ସପନ ହୃଦୟ କୁ ମୋର ଭାବିଲୁ ଖେଳନା ଖେଳିଲୁ ମୋ ସାଥେ ମନ କଲୁ ଚୁନା ତୋ ମିଛ ପ୍ରେମରେ ମତେ କାଇଁ ଜଳାଉ ବିଶ୍ବାସ ରେ ବିଷ ଦେଇ ଜଳାନା ଲୋ ଆଉ ଜାଳିଦେ ଲୋ ଜୁଇ ମୋର ଜିଇଁ ଥାଉ ଥାଉ....(2) ଭଲ ପାଇ ତତେ କୋଉ ଭୁଲ୍ କଲି ଭାଙ୍ଗି ଦେଲୁ ମନ ମୋର ବିଶ୍ବାସ ରେ ମୋର ବିଷ ଦେଲୁ ପ୍ରିୟା ହେଇଗଲୁ ସ୍ବାର୍ଥପର ତୋ ଆଖିରେ କେବେ ଦେଇନି ମୁଁ ଲୁହ ଭାଙ୍ଗିନି ହୃଦୟ ତୋର କେମିତି ଖେଳିଲୁ ମୋ ମନ ସାଥିରେ ଭାବି ଦେଲୁ ମତେ ପର ସରିଗଲା ସ୍ବାର୍ଥ ଭୁଲି ଗଲୁ ସବୁ ଭାବି ମୁଁ ନଥିଲି ଏତେ ଲୁହ ଦବୁ ଲୁହ ହେଇ ମୋ ଆଖିରୁ ଝରୁଛି ଲହୁ ବିଶ୍ବାସ ରେ ବିଷ ଦେଇ ଜଳାନା ଲୋ ଆଉ ଜାଳିଦେ ଲୋ ଜୁଇ ମୋର ଜିଇଁ ଥାଉ ଥାଉ....(2) ପ୍ରଥମ ଦେଖାରୁ ଭାବିଥିଲି ତତେ ଜୀବନ ସାଥି ତୁ ମୋର ମୋ ନୂଆ ଦୁନିଆ ଭାବି ନେଇଥିଲି ଭଲ ପାଇବାକୁ ତୋର ଚିହ୍ନିବାରେ ତତେ ଭୁଲ୍ କରିଦେଲି ବୁଝି ପାରିଲିନି ତତେ ବେଶି ଭଲ ବୋଧେ ପାଇଗଲି ବୋଲି ଛଳନା କଲୁ ମୋ ସାଥେ କ୍ଷମା ମୁଁ କରିଲି ତତେ ଯେତେ ଥର କ୍ଷତାକ୍ତ କଲୁ ମୋ ମନ ସେତେ ଥର ମୋ ମନ ଜନ୍ତ୍ରଣା ସହି ପାରୁନି ଆଉ ବିଶ୍ବାସ ରେ ବିଷ ଦେଇ ଜଳାନା ଲୋ ଆଉ ଜାଳିଦେ ଲୋ ଜୁଇ ମୋର ଜିଇଁ ଥାଉ ଥାଉ....(2) Like,comment share and Subscribe The YouTube Channels PRIVACY WARNING * This content is copyright to Basanta Music". Any unauthorised reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented. #jalanaloau #satyajeetpradhan #odiasadsong #basantamusic #sunilmaharana