У нас вы можете посмотреть бесплатно Kahideli To Aagare Odia Romantic Song 2026 | Satyajeet Pradhan | Antara Chakraborty | Basanta Music или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
We Basanta Music Presents the official Studio Version of new Odia Romantic Song "Kahideli To Aagare" This Song is Produced by Jagyasini Khuntia,Sung by Satyajeet Pradhan & Antara Chakraborty Experience the magic of love with "Kahideli To Aagare"- a heart-touching Odia romantic song that will make you feel the depth of true love. New Odia Romantic Song 2026 Audio Credit Singer : Satyajeet Pradhan & Antara Chakraborty Lyrics: Sunil Maharana Music : Abinash Mishra Producer-Jagyasini Khuntia Music Label-Basanta Music Recording & Mix: Milan Studio Arrangement: Ramesh Remo Poster: Chiku 🎧 To Stream & Download Jiosaavn-https://shorturl.at/HKOri Spotify-https://shorturl.at/2bg6r Gaana-https://shorturl.at/Q3COe Amazon Prime Music-https://shorturl.at/FBNzS Apple Music-https://shorturl.at/xzoOQ Youtube Music-https://surl.li/rqakuk Resso-https://shorturl.at/xzoOQ i Tune Store-https://surl.li/heivxl Full Lyrics M-ତୁ ପାଖରେ ଥିଲେ ତତେ ଦେଖିଦେଲେ ମତେ ଭାରି ଭଲ ଲାଗେରେ F-ତୁ ଟିକେ ଛୁଇଁଲେ ମୋ ପାଖେ ରହିଲେ ହୃଦୟ ମୋ ପ୍ରେମ ମାଗେରେ M-ଏତେ ଭଲ ଲାଗୁ କାଇଁ ଜାଣେନା କାରଣ ତାର ଛାତି ତଳେ ତୋରି ପାଇଁ ହଜାରେ ଭାବନା ମୋର ଜାଣେନା ତୁ ଅଛୁ କି ନା ମୋ ଭାଗ୍ୟରେ ମୁଁ ଭଲପାଏ କହିଦେଲି ଆଜି ତୋ ଆଗରେ F-ମୁଁ ଭଲପାଏ କହିଦେଲି ଆଜି ତୋ ଆଗରେ M-ଆସିଲୁ ତୁ ମୋ ଜୀବନେ ଏତେ ରଙ୍ଗ ନେଇ ସେଇ ରଙ୍ଗ ଲାଗିଗଲା ମନେ ପ୍ରେମ ହେଇ F-ଏତେ ପ୍ରେମ ଦେଲୁ ମତେ ପାରୁନି ଲୁଚେଇ କେତେ ଭଲ ପାଉ ମତେ ଦେ ଥରେ କହି M-ଥରେ ନୁହେଁ ଶହେ ଥର ଦେବି ତତେ ଏ ମନ ମୋର ଶହେ ଜନ୍ମ ଯାଏଁ ମତେ ତୋ ପ୍ରେମର ଦରକାର ତୋ ବିନା ମୁଁ ମରିଯିବି କାଇଁ ଲାଗେ ରେ ମୁଁ ଭଲପାଏ କହିଦେଲି ଆଜି ତୋ ଆଗରେ F-ମୁଁ ଭଲପାଏ କହିଦେଲି ଆଜି ତୋ ଆଗରେ F- ଆଗରୁ ଆସିନି କେବେ ଏମିତି ଫଗୁଣ ଏ ଫଗୁଣେ ଖୁସି କାଇଁ ଲାଗୁଛି ଛଗୁଣ M- ସବୁ ଖୁସି ଦେବି ତତେ ଦଉଛି ମୁଁ ରାଣ ମାଗିବୁ ଯଦି ତୁ ମତେ ଦେବି ଏ ଜୀବନ F- ତତେ ପାଇ ଏ ଜୀବନେ ପାଇଛି ମୁଁ ସବୁ କିଛି ଯେତେ ଦୂରେ ଥିଲେବି ତୁ ଲାଗେ ମୁଁ ତୋ ପାଖେ ଅଛି ହୃଦୟ ମୋ ଖାଲି ତୋର ପ୍ରେମ ମାଗେ ରେ ମୁଁ ଭଲପାଏ କହିଦେଲି ଆଜି ତୋ ଆଗରେ M- ମୁଁ ଭଲପାଏ କହିଦେଲି ଆଜି ତୋ ଆଗରେ Like,comment share and Subscribe The YouTube Channels PRIVACY WARNING * This content is copyright to Basanta Music". Any unauthorised reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented. #kahidelitoaagare #satyajeetpradhan #antarachakraborty #odiaromanticsong #basantamusic #sunilmaharana