У нас вы можете посмотреть бесплатно ଆଜି ମୁଁ ବନେଇଲି ମେଥି ଶାଗ ପରଟା 😋|Methi saga parata in Odia |Healthy food | Methi parata 😋🧿 или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
🙏ଜଗନ୍ନାଥ ସାଙ୍ଗମାନେ, ମେଥି ଶାଗ ପରଟା କେମିତି ବନେଇବେ ଆସନ୍ତୁ ଜାଣିବା | 👉ଆବଶ୍ୟକ ସାମଗ୍ରୀ :-ମେଥି ଶାଗ, ଅଟା, ଲୁଣ, ଲଙ୍କାଗୁଣ୍ଡ, ମସଲା ଗୁଣ୍ଡ, ପିଆଜ, କଞ୍ଚା ଲଙ୍କା, ପାଣି, ତେଲ 👉ପ୍ରସ୍ତୁତ ପ୍ରଣାଳୀ :- ପ୍ରଥମେ ମେଥି ଶାଗ କୁ ଛୋଟ ଛୋଟ କରି କାଟି ନିଅନ୍ତୁ | ତା ପରେ ସେଥିରେ ଗୋଟେ କଟା ପିଆଜ କୁ ଦିଅନ୍ତ | କଞ୍ଚା ଲଙ୍କା କୁ ଦିଅନ୍ତୁ | ସ୍ୱାଦ ଅନୁସାରେ ଲୁଣ ଦିଅନ୍ତୁ |ମସଲା ଗୁଣ୍ଡ, ଲଙ୍କା ଗୁଣ୍ଡ, ଦେଇ ତାକୁ ଅଳ୍ପ ଅଳ୍ପ ପାଣି ଦେଇ ଚକଟି ନିଅନ୍ତୁ |10ମିନିଟ ପରେ ବେଲି ଗରମ ଗରମ ତାବା ରେ ତେଲ ଦେଇ ସେକି ଦିଅନ୍ତୁ |ଚଟଣି ସହିତ ପରସି ଦିଅନ୍ତୁ 😋| ବାଦାମ ଚଟଣି କେମିତି ବନେଇବେ ଜାଣିବା ପାଇଁ Playlists କୁ ଯାଆନ୍ତୁ | video ଟିକୁ 👍Like, channel କୁ Subscribe 🔔କରିଦିଅନ୍ତୁ 🙏 #odiafood #food #cooking #methisagaparata #methi_paratha #methi parata kese banate #parata #paratarecipe