У нас вы можете посмотреть бесплатно ବାଦାମ ଚଟଣୀ 😋| Easy And Tasty Peanut Chutney Recipe in Odia | Quick And Healthy Recipe 😋| или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଏହି ଭିଡ଼ିଓ ଟି ରେ ଆପଣ କେମିତି ସହଜ ଓ କମ ସମୟରେ ବାଦାମ ଚଟଣୀ ତିଆରି କରିବେ ଜାଣିପାରିବେ | ଏହି ଚଟଣୀ Dosa, Idli, Bara ରେ ଆପଣ ଖାଇ ପାରିବେ ବହୁତ ଭଲ ଲାଗିଥାଏ | 👉ଆବଶ୍ୟକ ସାମଗ୍ରୀ :-ବାଦାମ, ଚଣା ଡାଲି, ଭୃସଙ୍ଗ ପତ୍ର, ସୋରିଷ, ଜିରା, ରସୁଣ, ଅଦା, ତାନ୍ତୁଳି, ଲଙ୍କା, ଚଟଣି ପତ୍ର | 👉ପ୍ରସ୍ତୁତ ପ୍ରଣାଳୀ :-ବାଦାମ କୁ ଭାଜନ୍ତୁ, ଡାଲି ସହ ଲଙ୍କା, ରସୁଣ, ଜିରା, ଅଦା, ଭୃସଙ୍ଗ ପତ୍ର କୁ ଦେଇ ଭାଜନ୍ତୁ | ତା ପରେ ବାଦାମ ରୁ ଚୋପା ଛଡାଇ ଦିଅନ୍ତୁ | ବାଦାମ ଓ ଡାଲି, ଲଙ୍କା, ଭୃସଙ୍ଗ ପତ୍ର, ଅଦା, ଜିରା, ରସୁଣ କୁ ଦେଇ ସେଥିରେ ଅଳ୍ପ ଟିକେ ତାନ୍ତୁଳି ଦିଅନ୍ତୁ ଓ ପିସାନିଅନ୍ତୁ | ଛୁଙ୍କ ଦେଇ ପରସି ଦିଅନ୍ତୁ ଦୋଷ, ଇଟିଲି ସହିତ ଏ ସ୍ୱାଦିଷ୍ଟ ଚଟଣି କୁ | ଭିଡ଼ିଓ କେମିତି ଲାଗିଲା comment ରେ ଜଣାନ୍ତୁ 🙏| plz 👍like and subscribe 🔔 #southindian food #chatani #badam chatani #testy chatany