У нас вы можете посмотреть бесплатно ଗୋଟା କ୍ରିସ୍ପି ଭେଣ୍ଡି ଭଜା 😋| Crispy Bhindi Fry Recipe in Odia | Kurkuri Bhendi Recipe |🧿😋 или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ 🙏 ଆଜି ଆମେ ଶିଖିବା କ୍ରିସ୍ପି ଭେଣ୍ଡି କେମିତି ବନେଇବା | 👉ଗୋଟା କ୍ରିସ୍ପି ଭେଣ୍ଡି ଭଜା | Crispy Bhindi Fry Recipe in Odia | Kurkuri Bhendi Recipe | 👉ଆବଶ୍ୟକ ସାମଗ୍ରୀ :-ଭେଣ୍ଡି, ତେଲ, ଲୁଣ, ଲଙ୍କା ଗୁଣ୍ଡ, ମସଲା ଗୁଣ୍ଡ, ଆରରୁଟ ପାଉଡର, ହଳଦୀ ଗୁଣ୍ଡ 👉ପ୍ରସ୍ତୁତି ପ୍ରଣାଳୀ :- ପ୍ରଥମେ ଭେଣ୍ଡି କୁ ଭଲରେ ଧୋଇ ନିଅନ୍ତୁ | ତା ପରେ ତାକୁ କାଟି ଦିଅନ୍ତୁ |ଗୋଟେ ପତ୍ର ରେ ରଖି ସେଥିରେ ହଳଦୀ ଗୁଣ୍ଡ, ମସଲା ଗୁଣ୍ଡ, ଲୁଣ, ଲଙ୍କା ଗୁଣ୍ଡ, ଆରାରୁଟ ପାଉଡର ଦିଅନ୍ତୁ ଓ ତାକୁ ଗୋଳେଇ ନିଅନ୍ତୁ |ଛାଣିବା ପାଇଁ କଡେଇରେ ତେଲ ଗରମ କରନ୍ତୁ |ଗରମ ଗରମ ତେଲରେ ତାକୁ ଛାଣି ନିଅନ୍ତୁ |ଗରମ ଗରମ ଭାତ ରେ ପରସି ଦିଅନ୍ତୁ |😋 👉Video ଟି ଭଲ ଲାଗିଥିଲେ 👍Like, 🔔Subscribe, ↗️share କରନ୍ତୁ 🙏| #cookingvideo #viralfood #crispybhindifry #bhendifryinodia #odiarecipe #odiafood #food