У нас вы можете посмотреть бесплатно ସଟ୍ ଟେଣ୍ଡର ଉଚ୍ଛେଦ କୁ ବିରୋଧ || Odisha connect ||electrical contractor || works department ||tender или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ନିଖିଳ ଓଡ଼ିଶା ବୈଦ୍ୟୁତିକ ଠିକାଦାର ସଂଘର ବାର୍ଷିକ ସମ୍ମିଳନୀ ବୁଧବାର ଭୁବନେଶ୍ୱରର ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟର୍ସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଏଥିରେ ଓଡ଼ିଶାର ୫୦୦ରୁ ଅଧିକ ଲାଇସେନ୍ସପ୍ରାପ୍ତ ବୈଦ୍ୟୁତିକ ଠିକାଦାର ଯୋଗ ଦେଇଥିଲେ। ଭୁବନେଶ୍ୱର ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ମୁଖ୍ୟ ଅତିଥି ଭାବେ ଏବଂ ସଂଘର ଉପଦେଷ୍ଟା ତଥା ବରିଷ୍ଠ ବିଜେପି ନେତା ଶ୍ରୀ ଜଗନ୍ନାଥ ପ୍ରଧାନ ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ଥିଲେ। ସମ୍ମିଳନୀରେ ନବବର୍ଷର ଡାଏରୀ ଉନ୍ମୋଚନ କରାଯାଇଥିଲା।ସମ୍ମିଳନୀରେ ବୈଦ୍ୟୁତିକ ଠିକାଦାରମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। #odishaconnect #odishanews #newsheadlines #newsupdate #topnews #work #contrctor #electrical #electronic #treding