У нас вы можете посмотреть бесплатно ନଳକୂପରୁ ବାହାରୁନି ପାଣି ,ଗାଁ ଦାଣ୍ଡରେ ମହିଳାଙ୍କ ଲାଗିଛି ଲମ୍ବା ଲାଇନ ! Water Crisis In Cuttack's Banki или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ନଳକୂପରୁ ବାହାରୁନି ପାଣି ,ଗାଁ ଦାଣ୍ଡରେ ମହିଳାଙ୍କ ଲାଗିଛି ଲମ୍ବା ଲାଇନ ! ବାଙ୍କୀ ରେ ଗ୍ରୀଷ୍ମ ଆରମ୍ଭ ରୁ ଜଳ କଷ୍ଟ , ତାତି ନ ବଢ଼ୁଣୁ ଜଳ ଯନ୍ତ୍ରଣା ରେ ବାଙ୍କୀ ବାସି | ପାଣି ଟିକେ ପାଇଁ ହନ୍ତସନ୍ତ ହେଉଛନ୍ତି ଜନତା | ଜଳ ଅଭାବ ରୁ ଦୁର୍ବିସହ ହେଲାଣି ଜୀବନ | ହଁ ଆଜ୍ଞା ଟିକେ ଭଲ କରି ଦେଖନ୍ତୁ ଏ ଦୃଶ୍ୟ କୁ ପାଣି ପାଇଁ ଗାଁ ଦାଣ୍ଡରେ ମହିଳାଙ୍କ ଲାଗିଛି ଲମ୍ବା ଲାଇନ, ହେଲେ ନା ପାଣି ଆସୁଛି ନା ଶୋଷ ମେଣ୍ଟୁଛି | ଏ ଦୃଶ୍ୟ ହେଉଛି କଟକ ଜିଲ୍ଲା ବାଙ୍କୀ ବ୍ଲକ ବଳଭଦ୍ର ପୁର ପଞ୍ଚାୟତ ର ଗୋପୀନାଥପୁର ର, ଯେଉଁଠି ପାଣି ଟିକେ ପାଇଁ ଡହଳବିକଳ ହେଉଛନ୍ତି ଅଞ୍ଚଳବାସୀ | Water Crisis In Cuttack's Banki #cuttack #banki #drinkwater #villagers #protest Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha