У нас вы можете посмотреть бесплатно ତାହାଙ୍କର ନାମ ଆଶ୍ଚର୍ଯ୍ୟ | His Name is Wonderful | Rev. Philemon Surya | Odia Christian Message или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ତାହାଙ୍କର ନାମ ଆଶ୍ଚର୍ଯ୍ୟ | His Name is Wonderful | Rev. Philemon Surya | Odia Christian Message କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମିଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱଭାର ଥୁଆଯିବ; ପୁଣି, ତାହାଙ୍କର ନାମ ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା, ଶାନ୍ତିରାଜା ହେବ। ଯିଶାଇୟ 9:6 ତାହାଙ୍କ କର୍ତ୍ତୃତ୍ୱବୃଦ୍ଧି ଓ ଶାନ୍ତିର ସୀମା ରହିବ ନାହିଁ, ସେ ଦାଉଦଙ୍କର ସିଂହାସନରେ ଓ ତାହାଙ୍କର ରାଜ୍ୟରେ ଉପବିଷ୍ଟ ହୋଇ ନ୍ୟାୟବିଚାର ଓ ଧାର୍ମିକତାରେ ଏହି କ୍ଷଣଠାରୁ ଅନନ୍ତକାଳ ପର୍ଯ୍ୟନ୍ତ ତାହା ସୁସ୍ଥିର ଓ ସୁଦୃଢ଼ କରିବେ। ସୈନ୍ୟାଧିପତି ସଦାପ୍ରଭୁଙ୍କ ଉଦ୍ଯୋଗ ଏହା ସାଧନ କରିବ। ଯିଶାଇୟ 9:7 କାରଣ ଈଶ୍ବର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଯୋହନ 3:16 ପୁଣି, ମୋଶାଙ୍କ ବ୍ୟବସ୍ଥା ଅନୁସାରେ ପ୍ରାୟ ସମସ୍ତ ବିଷୟ ରକ୍ତ ଦ୍ୱାରା ଶୁଚିକୃତ ହୁଏ, ଆଉ ରକ୍ତପାତ ବିନା ପାପ କ୍ଷମା ହୁଏ ନାହିଁ। ଏବ୍ରୀ 9:22 ତହିଁରେ ସେମାନଙ୍କ ଚକ୍ଷୁ ପ୍ରସନ୍ନ ହୁଅନ୍ତେ, ସେମାନେ ନିଜ ଉଲଙ୍ଗତାର ବୋଧ ପାଇ ଡିମ୍ବିରି ବୃକ୍ଷର ପତ୍ର ସିଁଇ ଘାଗରା ବନାଇଲେ। ଆଦି ପୁସ୍ତକ 3:7 ତହୁଁ ଦିନାବସାନ ସମୟରେ ଉଦ୍ୟାନ ମଧ୍ୟରେ ଗମନାଗମନକାରୀ ସଦାପ୍ରଭୁ ପରମେଶ୍ୱରଙ୍କ ରବ ଶୁଣି ଆଦମ ଓ ତାଙ୍କର ଭାର୍ଯ୍ୟା ସଦାପ୍ରଭୁ ପରମେଶ୍ୱରଙ୍କ ଛାମୁରୁ ଉଦ୍ୟାନସ୍ଥ ବୃକ୍ଷଗଣ ମଧ୍ୟରେ ଲୁଚିଲେ। ଆଦି ପୁସ୍ତକ 3:8 ଜିଶାଇୟ ଭାବବାଦି ଖ୍ରୀଷ୍ଟ ପୂର୍ବ 700 ବର୍ଷ ପୂର୍ବରୁ ଲେଖିଛନ୍ତି ଏହେତୁ ପ୍ରଭୁ ଆପେ ତୁମ୍ଭମାନଙ୍କୁ ଏକ ଚିହ୍ନ ଦେବେ; ଦେଖ, ଏକ କନ୍ୟା ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କରିବ ଓ ତାହାର ନାମ ଇମ୍ମାନୁୟେଲ (ଆମ୍ଭମାନଙ୍କ ସହିତ ପରମେଶ୍ୱର) ରଖିବ। ଯିଶାଇୟ 7:14 ମୀଖା 500 ଖ୍ରୀଷ୍ଟ ପୂର୍ବ ମସିହା ମାତ୍ର ହେ ବେଥଲିହିମ-ଇଫ୍ରାଥା, ଯିହୁଦାର ସହସ୍ରଗଣର ମଧ୍ୟରେ କ୍ଷୁଦ୍ର ଯେ ତୁମ୍ଭେ, ତୁମ୍ଭ ମଧ୍ୟରୁ ଇସ୍ରାଏଲର ଶାସନକର୍ତ୍ତା ହେବା ନିମନ୍ତେ ଆମ୍ଭ ଉଦ୍ଦେଶ୍ୟରେ ଏକ ବ୍ୟକ୍ତି ଉତ୍ପନ୍ନ ହେବେ; ପୁରାତନ କାଳରୁ, ଅନାଦିକାଳରୁ ତାହାଙ୍କର ଉତ୍ପତ୍ତି ହୋଇଅଛି। ମୀଖା 5:2 ଯିରିମୀୟ ଖ୍ରୀଷ୍ଟ ପୂର୍ବ 586 ମସିହା ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ଆମ୍ଭେ ଦାଉଦ-ବଂଶରେ ଏକ ଧାର୍ମିକ ଶାଖା ଉତ୍ପନ୍ନ କରିବା, ଏପରି ସମୟ ଆସୁଅଛି, ତହିଁରେ ସେ ରାଜା ହୋଇ ରାଜତ୍ୱ କରିବେ ଓ ଜ୍ଞାନରେ ବ୍ୟବହାର କରିବେ, ପୁଣି ଦେଶରେ ସୁବିଚାର ଓ ନ୍ୟାୟ ପ୍ରଚଳିତ କରିବେ। ଯିରିମୀୟ 23:5-6 ବିଲୀୟମ୍ଙ୍କର ଶେଷ ଭବିଷ୍ୟଦ୍ବାଣୀ 1500 ଖ୍ରୀଷ୍ଟ ପୂର୍ବ ମୁଁ ତାହାଙ୍କୁ ଦେଖୁଅଛି, ମାତ୍ର ସେ ବର୍ତ୍ତମାନ ନୁହନ୍ତି; ମୁଁ ତାହାଙ୍କର ଦର୍ଶନ ପାଉଅଛି, ମାତ୍ର ସେ ନିକଟବର୍ତ୍ତୀ ନୁହନ୍ତି; ଯାକୁବଠାରୁ ଏକ ତାରା ଉଦିତ ହେବ ଓ ଇସ୍ରାଏଲଠାରୁ ଏକ ରାଜଦଣ୍ଡ ଉତ୍ଥିତ ହେବ, ତାହା ମୋୟାବର ପାର୍ଶ୍ୱ ଭେଦ କରିବ ଓ ଶେଥର ସମସ୍ତ ସନ୍ତାନକୁ ଚୂର୍ଣ୍ଣ କରିବ। ଗଣନା ପୁସ୍ତକ 24:17 ଦାଉଦ ଖ୍ରୀଷ୍ଟ ପୂର୍ବ 1000 ମସିହା ଗିତସଂହିତା 22 ପର୍ବ ଯୀଶୁଙ୍କ ମୃତ୍ୟୁ ଯୀଶୁଙ୍କ ଜନ୍ମ ଆଶ୍ଚର୍ଯ୍ୟ କାର୍ଯ୍ୟ ଆଶ୍ଚର୍ଯ୍ୟ ମୃତ୍ୟୁ ଆଶ୍ଚର୍ୟ୍ଯ ପୁନରୁତ୍ଥାନ ଆଶ୍ଚର୍ୟ୍ଯ ସ୍ୱର୍ଗାରୋହଣ ଆଶ୍ଚର୍ୟ୍ଯ ପୁନଃରଆଗମନ ଆଶ୍ଚର୍ଯ୍ୟ ଯୀଶୁ ସେମାନଙ୍କୁ କହିଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଅବ୍ରହାମଙ୍କ ଜନ୍ମ ପୂର୍ବରୁ ମୁଁ ଅଛି।” ଯୋହନ 8:58 Jai Masih! Welcome to the official video presentation by Sanjeeb Kumar Nayak. In this powerful Odia Christian message, Rev. Philemon Surya shares a spiritual insight on the topic "ତାହାଙ୍କର ନାମ ଆଶ୍ଚର୍ଯ୍ୟ" (His Name is Wonderful). Based on the biblical promise that Jesus' name shall be called Wonderful, Counselor, The Mighty God, and The Prince of Peace, this message will bless your heart this season. Video Highlights: Speaker: Rev. Philemon Surya Presented by: Sanjeeb Kumar Nayak Topic: His Name is Wonderful (Tahankara Nama Ascharya) Language: Odia If you are looking for spiritual growth, Odia Christian preaching, or a deep understanding of the birth of Jesus Christ, please watch this full video. 📖 Bible Reference: Isaiah 9:6 Support & Subscribe: If this message blessed you, please LIKE, SHARE with your church groups, and SUBSCRIBE to our channel for more latest Odia Christian videos. God Bless You! Rev Philemon Surya, Sanjeeb Kumar Nayak, Tahankara Nama Ascharya, His Name is Wonderful, Odia Christian Message, Odia Christian Preaching, New Odia Christian Video, Rev Philemon Surya Sermon, Odia Christian Song, Odia Jesus Video, Odia Bible Message, Christian Devotional Odia, Latest Odia Christian Message 2024, Odia Christmas Message, Jisu Khrista, Odia Prarthana, Odia Bakya, Philemon Surya Odia, Sanjeeb Kumar Nayak Presents, ତାହାଙ୍କର ନାମ ଆଶ୍ଚର୍ଯ୍ୟ 💡 Pro Tips for Best Reach: Rev-Philemon-Surya-Odia-Christian-Message. Please Subscribe for more messages from Rev. Philemon Surya" and pin it to the top. Playlist: Add this video to a playlist named "Rev. Philemon Surya Messages" or "Best Odia Christian Sermons." Would you like me to write a script for a community post to share this video link on Facebook or WhatsApp? #RevPhilemonSurya #OdiaChristianMessage #SanjeebKumarNayak #OdiaChristian #TahankaraNamaAscharya #OdiaPreaching #JesusChrist #OdiaSermon #ChristianDevotional #OdiaJesusVideo #ChristmasOdia #BiblicalTeaching