У нас вы можете посмотреть бесплатно ହେ ଜୀବନ ହେ ପରାଣ। He jeevan he paraan।Odia Christian song। Christian odia music।new Christian song или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#ହେଜୀବନହେପରାଣ।hejeevanheparaan।odiachristiansong।christianodiamusic।newchristiansong lyrics - Sanjeeb Kumar Nayak Music and Voice - Sumitra Kumar Nayak ପୋଖରୀ ପାଖର ପରିବେଶ ତଥା ତାହାର ପୂର୍ବ ଓ ସେହି ଦିନର ଘଟଣାର ଅନୁଭୂତିକୁ ଆଧାର କରି ଏହି ଗୀତଟି ପ୍ରସ୍ତୁତ କରାଯାଇଛି ଏହି ଗୀତର ଭାବ ଏହା ଆମେ ବିଶ୍ଵାସରେ ଯୀଶୁଙ୍କ ପାଖକୁ ଯାଇ ତାଙ୍କ ଇଛା ଆମ ପ୍ରତି କଣ ତାହା ଜାଣିବାକୁ ଅପେକ୍ଷା କରିବା ଆବଶ୍ୟକ ଅଟେ। ହେ ଜୀବନ ହେ ପରାଣ (ଯୋହନ 5:1-18) ହେ ଜୀବନ ହେ ପରାଣ ହେ ଜୀବନ ହେ ପରାଣ -2 ଥର ହେବୁନାହିଁ କେବେ ହତାଶ ହେବୁନାହିଁ କେବେ ନିରାଶ -2 ଥର 1. ଯୀଶୁ ଯେ ଅଛନ୍ତି ତୋ ସାଥିରେ ରକ୍ଷା ସେ କରିବେ ନିଶ୍ଚେ ତୋତେ -2ଥର ରକ୍ଷା ସେ କରିବେ ନିଶ୍ଚେ ତୋତେ ....... ହେବୁନାହିଁ କେବେ ନିରାଶ ହେବୁନାହିଁ କେବେ ହତାଶ -2 ଥର 2. ଯୀଶୁ ଯେ ଅଛନ୍ତି ତୋ ପ୍ରତିପାଳକ ସୂସ୍ଥତା କରିବେ ଜୀବନ ଯାକ -2ଥର ସୂସ୍ଥତା କରିବେ ଜୀବନ ଯାକ..... ହେବୁନାହିଁ କେବେ ହତାଶ ହେବୁନାହିଁ କେବେ ନିରାଶ-2 ଥର ଅଠତିରିଶି ବର୍ଷର ରୋଗୀର ସୁସ୍ଥତା 2 ଯିରୂଶାଲମ ସହରର ମେଷଦ୍ୱାର ନିକଟରେ ଗୋଟିଏ ପୋଖରୀ ଅଛି; ଏବ୍ରୀ ଭାଷାରେ ତାହାକୁ ବେଥେସ୍ଦା ବୋଲି କହନ୍ତି, ତାହାର ପାଞ୍ଚୋଟି ମଣ୍ଡପ। Now in Jerusalem by the Sheep Gate there is a pool, which in Hebrew is called Bethesda, having five roofed porches. यरूशलेम में भेड़-फाटक के पास एक कुण्ड है, जो इब्रानी भाषा में बैतहसदाa कहलाता है, और उसके पाँच ओसारे हैं। 3 ସେଗୁଡ଼ିକରେ ଅନେକ ଅନେକ ପୀଡ଼ିତ, ଅନ୍ଧ, ଖଞ୍ଜ ଓ ଶୁଷ୍କାଙ୍ଗ ପଡ଼ିରହୁଥିଲେ। [ସେମାନେ ଜଳସଞ୍ଚଳନ ଅପେକ୍ଷାରେ ରହୁଥିଲେ; In these were lying a crowd of those who are sick, blind, lame, {or} paralyzed.b इनमें बहुत से बीमार, अंधे, लँगड़े और सूखे अंगवाले (पानी के हिलने की आशा में) पड़े रहते थे। 4 କାରଣ କୌଣସି କୌଣସି ସମୟରେ ପ୍ରଭୁଙ୍କର ଜଣେ ଦୂତ ପୁଷ୍କରିଣୀରେ ଅବତରଣ କରି ଜଳ କମ୍ପାଉଥିଲେ, ଆଉ ଜଳ କମ୍ପିଲା ପରେ ଯେ କେହି ପ୍ରଥମରେ ସେଥିରେ ପ୍ରବେଶ କରୁଥିଲା, ସେ ଯେକୌଣସି ରୋଗରେ ଆକ୍ରାନ୍ତ ହୋଇଥିଲେ ସୁଦ୍ଧା ସୁସ୍ଥ ହେଉଥିଲା।] c [For an angel of the Lord went down into the pool and stirred up the water at certain times, {and} whoever then first stepped in after the water was stirred was healed from whatever disease he suffered from.] क्योंकि नियुक्त समय पर परमेश्वर के स्वर्गदूत कुण्ड में उतरकर पानी को हिलाया करते थे: पानी हिलते ही जो कोई पहले उतरता, वह चंगा हो जाता था, चाहे उसकी कोई बीमारी क्यों न हो। 5 ସେଠାରେ ଅଠତିରିଶି ବର୍ଷାବଧି ରୋଗଗ୍ରସ୍ତ ଜଣେ ଲୋକ ଥିଲା। Now a certain man was there, having 38 years in his illness. वहाँ एक मनुष्य था, जो अड़तीस वर्ष से बीमारी में पड़ा था। 6 ଯୀଶୁ ତାହାକୁ ପଡ଼ିରହିଥିବା ଦେଖି ବହୁକାଳର ରୋଗୀ ବୋଲି ଜାଣି ତାହାକୁ ପଚାରିଲେ, “ତୁମ୍ଭେ କଅଣ ସୁସ୍ଥ ହେବାକୁ ଇଚ୍ଛା କରୁଅଛ?” Jesus, having seen this one lying there and having known that he already is there a long time, says to him, “Do you want to be healthy?” यीशु ने उसे पड़ा हुआ देखकर और यह जानकर कि वह बहुत दिनों से इस दशा में पड़ा है, उससे पूछा, “क्या तू चंगा होना चाहता है?” 7 ରୋଗୀଟି ତାହାଙ୍କୁ ଉତ୍ତର ଦେଲା, ମହାଶୟ, ଜଳ କମ୍ପିବା ସମୟରେ ମୋତେ ପୋଖରୀ ଭିତରକୁ ଘେନିଯିବା ପାଇଁ ମୋହର କେହି ନାହିଁ; ଆଉ, ମୁଁ ଯାଉ ଯାଉ ଅନ୍ୟ ଜଣେ ମୋʼ ଆଗରୁ ପଶିଯାଏ। The sick man replied to him, “Sir, I do not have a man so that, when the water is stirred up, he might put me into the pool. But as I am going into it, another goes down before me.” उस बीमार ने उसको उत्तर दिया, “हे स्वामी, मेरे पास कोई मनुष्य नहीं, कि जब पानी हिलाया जाए, तो मुझे कुण्ड में उतारे; परन्तु मेरे पहुँचते-पहुँचते दूसरा मुझसे पहले उतर जाता है।” 8 ଯୀଶୁ ତାହାଙ୍କୁ କହିଲେ, “ଉଠ, ତୁମ୍ଭର ଖଟିଆ ଘେନି ଚାଲ।” Jesus says to him, “Get up, take up your mat, and walk.” यीशु ने उससे कहा, “उठ, अपनी खाट उठा और चल फिर।” 9 ସେହିକ୍ଷଣି ସେ ଲୋକଟି ସୁସ୍ଥ ହେଲା ଓ ଆପଣାର ଖଟିଆ ଘେନି ଚାଲିବାକୁ ଲାଗିଲା। ସେହି ଦିନ ବିଶ୍ରାମବାର ଥିଲା। And immediately the man became healthy, and he took up his mat and began to walk. Now that day was a Sabbath. वह मनुष्य तुरन्त चंगा हो गया, और अपनी खाट उठाकर चलने फिरने लगा। 11 କିନ୍ତୁ, ସେ ସେମାନଙ୍କୁ ଉତ୍ତର ଦେଲା, ଯେ ମୋତେ ସୁସ୍ଥ କଲେ, ସେ ମୋତେ କହିଲେ, “ତୁମ୍ଭର ଖଟିଆ ଘେନି ଚାଲ।” But he replied to them, “The one who made me healthy, that one said to me, ‘Pick up your mat and walk.’” उसने उन्हें उत्तर दिया, “जिसने मुझे चंगा किया, उसी ने मुझसे कहा, ‘अपनी खाट उठाकर चल फिर।’” 12 ସେମାନେ ତାହାକୁ ପଚାରିଲେ, ତୁମ୍ଭର ଖଟିଆ ଘେନି ଚାଲ ବୋଲି ଯେ ତୁମ୍ଭକୁ କହିଲା, ସେ ଲୋକ କିଏ? They asked him, “Who is the man who said to you, ‘Pick it up and walk’?” उन्होंने उससे पूछा, “वह कौन मनुष्य है, जिसने तुझ से कहा, ‘खाट उठा और, चल फिर’?” 13 କିନ୍ତୁ ସେ କିଏ, ତାହା ସେହି ସୁସ୍ଥ ହୋଇଥିବା ଲୋକ ଜାଣି ନ ଥିଲା, କାରଣ ସେ ସ୍ଥାନରେ ବହୁତ ଲୋକ ଥିବାରୁ ଯୀଶୁ ଅଗୋଚରରେ ଚାଲିଯାଇଥିଲେ। But the one who was healed did not know who it was, for Jesus had gone away secretly, a crowd being in the place. परन्तु जो चंगा हो गया था, वह नहीं जानता था कि वह कौन है; क्योंकि उस जगह में भीड़ होने के कारण यीशु वहाँ से हट गया था। 14 ଏହାପରେ ଯୀଶୁ ମନ୍ଦିରରେ ତାହାର ଦେଖା ପାଇ ତାହାକୁ କହିଲେ, “ଦେଖ, ତୁମ୍ଭେ ସୁସ୍ଥ ହୋଇଅଛ, ଆଉ ପାପ କର ନାହିଁ, ଯେପରି ତୁମ୍ଭ ପ୍ରତି ଅଧିକ ଦୁର୍ଦ୍ଦଶା ନ ଘଟେ।” After these things, Jesus finds him in the temple and said to him, “Behold, you have become healthy! No longer sin, so that something worse might not happen to you.” इन बातों के बाद वह यीशु को मन्दिर में मिला, तब उसने उससे कहा, “देख, तू तो चंगा हो गया है; फिर से पाप मत करना, ऐसा न हो कि इससे कोई भारी विपत्ति तुझ पर आ पड़े। #OdiaChristianSong #ChristianMusicOdisha #HeJeevanHeParaana #NewChristianSong #OdiaReligiousMusic #ChristianWorshipOdisha #InspirationalChristianMusic #OdiaGospelSong #ChristianMusic2024 #FaithBasedMusic