У нас вы можете посмотреть бесплатно ଆଲର୍ଜି ହେଲେ କ’ଣ କରିବେ? | Types of Allergies in Odia | Dr Narayan Sahu или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#Allergies #OdiaHealthTips ଅଧିକାଂଶ ଲୋକଙ୍କୁ କେତେକ ଖାଦ୍ୟ, ଜୀବଜନ୍ତୁଙ୍କ ସଂସ୍ପର୍ଶରେ ଆସିଲେ, ଋତୁ ପରିବର୍ତ୍ତନ ହେଲେ ଅଧିକାଂଶ ଲୋକଙ୍କର ଛିଙ୍କ ହୋଇଥାଏ, ଯାହାକୁ ଆଲର୍ଜି କୁହାଯାଏ। ଆସନ୍ତୁ ବିଶିଷ୍ଟ କର୍ଣ୍ଣ ନାଶା, ଗଳା ବିଶେଷଜ୍ଞ ଡାକ୍ତର ନାରାୟଣ ସାହୁ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି. ଆଲର୍ଜି କ’ଣ ଓ ଏହା କାହିଁକି ହୁଏ? (0:00) ଏହା କେତେ ପ୍ରକାର? (0:28) ଆଲର୍ଜି ରାଇନାଇଟିସ୍ କ’ଣ? (2:12) ଏହାର ପରୀକ୍ଷା (3:21) ଚିକିତ୍ସା ଦ୍ୱାରା ଆଲର୍ଜି ସମ୍ପୂର୍ଣ୍ଣ ଭଲ ହୋଇପାରିବ କି? (4:24) ଆଲର୍ଜିକୁ ରୋକିବେ କିପରି? (6:30) ସକାଳୁ ଅତ୍ୟଧିକ ଛିଙ୍କ କାହିଁକି ହୁଏ? (7:18) Allergies can cause a variety of symptoms such as a runny nose, sneezing, itching, rashes, swelling, or asthma. What are the common allergies? Let's know more about the causes, symptoms, and treatment of Allergies from Dr Narayan Sahu, an ENT Specialist. In this Video, What is an allergy and why does it happen? in Odia (0:00) Types of allergies, in Odia (0:28) What is allergic rhinitis? in Odia (2:12) Tests of allergy, in Odia (3:21) Can allergies be completely cured by treatment? in Odia (4:24) Prevention of allergies, in Odia (6:30) Causes of early morning sneezing/ morning allergies, in Odia (7:18) Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!