У нас вы можете посмотреть бесплатно ଲକ୍ଷ୍ମୀ ବସ୍ କୁ ପଛରୁ ଧକ୍କା ଦେଲା ଅନ୍ୟ ଏକ ସରକାରୀ ବସ୍ ! Bus Accident in Dhenkanal , 3 injured или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଲକ୍ଷ୍ମୀ ବସ୍ କୁ ପଛରୁ ଧକ୍କା ଦେଲା ଅନ୍ୟ ଏକ ସରକାରୀ ବସ୍ ! ସରକାରୀ ବସ୍ କୁ ପଛରୁ ଧକ୍କା ଦେଲା ସରକାରୀ ବସ୍। ଗୁରୁତ୍ତର ଅବସ୍ଥାରେ ତିନି ଜଣ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୩(ତେପନ) ଶ୍ୟାମଳ ଛକ ନିକଟରେ ।ସୂଚନାରୁ ଜଣାପଡିଛି ଛକ ଉପରେ ଗୋଟିଏ ସରକାରୀ ବସ୍ ନମ୍ୱର୍ OD06_N_1363 ଯାତ୍ରୀଙ୍କୁ ଓହ୍ଲାଉଥିବା ସମୟରେ ,ଅନ୍ୟଏକ ସରକାରୀ ବସ୍ ନମ୍ୱର୍ OD06_M_9130 ଟି ଦ୍ରୂତ ଗତିରେ ପଛପଟରୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଠିଆ ହୋଇଥିବା ବସ୍ ର ପଛ ପଟ କ୍ଷତିଗ୍ରସ୍ତ ହୋଇଥିବା ବେଳେ, ଧକ୍କା ଦେଇଥିବା ବସ୍ ର ସମୁଖ ପାର୍ଶ୍ୱ ତି ସମ୍ପୁର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଛି। Bus Accident in Dhenkanal , 3 injured #dhenkanal #busaccident Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha