У нас вы можете посмотреть бесплатно ଇରାନ୍ ରେ ଯୁଦ୍ଧରେ ମରୁଛନ୍ତି, ଗ୍ୟାସ୍ ନାହିଁ ଆମେ ଭୋକରେ ମରିଯିବୁ ! Gas Shortage Public Protest in Jajpur или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଇରାନ୍ ରେ ଯୁଦ୍ଧରେ ମରୁଛନ୍ତି, ଗ୍ୟାସ୍ ନାହିଁ ଆମେ ଭୋକରେ ମରିଯିବୁ ! ୧୦ ଦିନ ହେଲା ଗ୍ୟାସ୍ ବୁକିଂ କଲେଣି, ମେସେଜ୍ ଆସିଲା ୬ ଦିନ ହେଲା ଦୌଡ଼ୁଛି ! ୩ ଦିନ ହେଲା ଘରେ ରୋଷେଇ ବନ୍ଦ ! ଗ୍ୟାସ ନେବା ପାଇଁ ଯାଜପୁର ଗରିଆପୁର ଠାରେ ଗ୍ରାହକଙ୍କ ହଙ୍ଗାମା। ରାସ୍ତାରେ ଖାଲି ସିଲିଣ୍ଡର ଥୋଇ ଉପଭୋକ୍ତାଙ୍କ ପ୍ରତିବାଦ ଓ ରାସ୍ତାରୋକ। ଯୁଦ୍ଧ ପରିସ୍ଥିତି ପାଇଁ ସୃଷ୍ଟି ହୋଇଛି ଏଭଳି ଅବ୍ୟବସ୍ଥା। ଗରିଆପୁର ନିକଟରେ ଗ୍ୟାସ୍ ପାଇଁ ରାସ୍ତାରୋକ ଦେଇଛନ୍ତି ଉପଭୋକ୍ତା ।ଗ୍ୟାସ୍ ମିଳୁନଥିବା ଅଭିଯୋଗରେ ଶତାଧିକ ଲୋକଙ୍କ ରାସ୍ତା ଉପରେ ରନ୍ଧନ ଗ୍ୟାସ୍ ଖାଲି ଟାଙ୍କି ରଖି ଅବରୋଧ କରିଛନ୍ତି। Gas Shortage Public Protest in Jajpur #BhubaneswarFood #OdishaStreetFood #StreetFoodOfOdisha #LPGShortage #CommercialLPG #HotelCrisis #RestaurantSurvival #EnergyCrisis #SmallBusinessAlert #GasCrunch #foodindustryindia Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha