У нас вы можете посмотреть бесплатно ବରଗଡ଼ ସହର ଭିତରୁ ଆସଲା ବଡଟେ ଖବର୍, ଘର୍ ଭିତରେ ଲୁକି କରି ପିଲା ଟୁକେଲ୍ କେ ବିହା କରଉଥିଲେ- ପୁହୁଚିଗଲେ ବଜରଙ୍ଗ ଦଳ или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ବରଗଡ଼ ସହର ଭିତରୁ ଆସଲା ବଡଟେ ଖବର୍, ଘର୍ ଭିତରେ ଲୁକି କରି ପିଲା ଟୁକେଲ୍ କେ ବିହା କରଉଥିଲେ- ପୁହୁଚିଗଲେ ବଜରଙ୍ଗ ଦଲ ର କର୍ମକର୍ତ୍ତା.... ତାର ପରେ ହେଲା ଏନ୍ତା.... ଘର ଭିତରେ ଚାଲିଥିଲା ବାହା ଘର , ବର କନିଆଁ ଙ୍କୁ ଉଠେଇ ଆଣିଲା ପୋଲିସ୍। ବରଗଡ଼ ସହରର ଗୋବିନ୍ଦପାଲି ପଡ଼ାରୁ ଆସିଲା ଅଭାବନୀୟ ଘଟଣା। ୧୪ ବର୍ଷିଆ ନାବାଳିକା ସହ ୨୯ ବର୍ଷୀୟ ଜଣେ ଯୁବକଙ୍କ ବାହାଘର ଚାଲିଥିଲା । ଏନେଇ ସ୍ଥାନୀୟ ଲୋକେ ବଜରଙ୍ଗ ଦଳକୁ ଖବର ଦେଇଥିଲେ। ବଜରଙ୍ଗ ଦଳର କର୍ମୀମାନେ ପହଞ୍ଚି ପୋଲିସ୍ କୁ ଖବର ଦେଇଥିଲେ । ଟାଉନ୍ ଥାନା ପୋଲିସ୍ ଘଟଣା ସ୍ଥଳକୁ ପହଞ୍ଚି ନାବାଳିକା କୁ ଉଦ୍ଧାର କରିବା ସହ ଉକ୍ତ ଯୁବକ ଓ ତାଙ୍କ ପରିବାର ଲୋକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ନାବାଳିକା ଜଣକ ଗୋବିନ୍ଦପାଲି ଅଞ୍ଚଳର ହୋଇଥିବା ବେଳେ ଉତ୍ତର ପ୍ରଦେଶର 29 ବର୍ଷୀୟ ଯୁବକଙ୍କ ସହ ତାଙ୍କ ବାହାଘର ଚାଲିଥିଲା। ଯୁବକଙ୍କ ସମ୍ପୂର୍ଣ ପରିଚୟ ଜଣାପଡ଼ିନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।