У нас вы можете посмотреть бесплатно New Odia christian song mu chahena ମୁଁ ଚାହେଁନା/Amit Yuvraaj /Ps Babula Parichha или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ସମସ୍ତ ଖ୍ରୀଷ୍ଟ ପ୍ରେମିକମାନଙ୍କୁ ଆମ ପ୍ରସଂଶାର ଗୀତି ୟୁଟୁବ୍ ଚେନାଲ୍ ତରଫରୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସୁମଧୁର ନାମରେ ନମସ୍କାର 🙏 ଜ୍ଞାପନ କରୁଛୁ ପ୍ରଭୁଙ୍କ ଅନୁଗ୍ରହ ଓ ଆପଣମାନଙ୍କ ଭଲ ପାଇବା , ପ୍ରାର୍ଥନା ଓ ସହଯୋଗ ହେତୁରୁ ଆଉ ଏକ ନୂଆ ଖ୍ରୀଷ୍ଟିୟାନ୍ ଭକ୍ତି ସଙ୍ଗୀତ ପ୍ରସ୍ତୁତ କରିବା ପାଇଁ ସାହାର୍ଯ୍ଯ କଲେ ବର୍ତ୍ତମାନ ଜଗତରେ ଲୋଭ ଓ ଲାଭ ରେ ମାତି ପ୍ରଭୁଙ୍କୁ ଆମହୃଦୟରୁ କେତେବେଳେ ଯେ ଦୁରେଇ ଦେଇଥାଉ ତାହା ଚିନ୍ତା କରି ନ ଥାଉ ଏଣୁ ବାଇବଲ ଆଧାରିତ ଗୀତ ମୁଁ ଚାହେଁନା ପ୍ରଭୁ ଧନ କି ମାନ ପ୍ରସ୍ତୁତ କରିଛୁ ଯେପରି ସମସ୍ତେ ପ୍ରଭୁଙ୍କ ଗୌରବ କରିବା ନିମନ୍ତେ ବ୍ୟବହାର ହୋଇପାରିବା ଗୀତଟି ବାଇବଲ୍ ଆଧାରିତ ଅତି ଭାବପୂର୍ଣ୍ଣରଚନା✒️ହୃଦୟ ସ୍ବର୍ଶୀ ସ୍ବର ସଂଯୋଜନା 💗 ସୁମଧୁର କଣ୍ଠଦାନ🎤 ମନଛୁଆଁ ସଂଗୀତ ପରିଚାଳନା🎹 ଆଶା କରୁ ଗୀତଟି ନିଶ୍ଚୟ ଭଲ ଲାଗିବ ଗୀତଟିକୁ ସମ୍ପୂର୍ଣ୍ଣ ଶୁଣନ୍ତୁ, ଗାଆନ୍ତୁ ଏବଂ ପ୍ରଭୁଙ୍କ ଗୌରବ ନିମନ୍ତେ ଅଧିକ ମାତ୍ରାରେ ସେୟାର କରି ପ୍ରଭୁଙ୍କ ଗୌରବର କାରଣ, ଏବଂ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ ! 🙏 contact - 9348826414 Song Credit -------------------- Song - Mu chahenna ଗୀତ- ମୁଁ ଚାହେଁନା ପ୍ରଭୁ ଧନ କି ମାନ Singer- Amit Yuvraaj Lyrics & Music Ps Babula parichha Music Arrangements- Samram Kumar Biro Studio- Anoj Sahu jpr video- Sontosh Panda Advisor- Rupeli Rani Special Thanks- Mrs Suchita Parichha ANTI-PIRACY WARNING Unauthorized reproduction, redistribution, or re-upload is strictly prohibited from this material. All rights reserve with Prasangsara giti and Babula Parichha.