У нас вы можете посмотреть бесплатно ଥାନାରେ କାନ୍ଦୁଛି ବର , ନବବଧୂ କୁ କାର ରୁ ଉଠାଇ ନେଲା ପ୍ରେମିକ ! newlywed picked up by Lover ,Balangir или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଥାନାରେ କାନ୍ଦୁଛି ବର , ନବବଧୂ କୁ କାର ରୁ ବନ୍ଧୁକ ଦେଖାଇ ଉଠାଇ ନେଲା ପ୍ରେମିକ ! ବାହାଘର ସରିଲା । ନବବଧୁ କୁ ନେଇ ଫେରୁଥିଲା ବରଯାତ୍ରୀ । ଏପଟେ ଭୋଜିଭାତ ର ଆୟୋଜନ ମଧ୍ୟ ଚାଲିଥିଲା । ହେଲେ ଘରକୁ ପହଞ୍ଚିବା ପୂର୍ବରୁ ଅଧା ବାଟରୁ ନବବଧୂ କୁ ଟେକିନେଲେ ଦୃର୍ବୁତ୍ତ । ଏଭଳି ଏକ ଚାଂଚଲ୍ୟକର ଘଟଣା ଘଟିଛି ସୋନପୁର ଜିଲ୍ଲା ତରଭା ସହରରେ । ତରଭା ରୁ ନବବଧୂ କୁ ଟେକି ନେଇଥିବା ବେଳେ ଏବେ ବର ଶିଶୁପାଳ ହୋଇ ତରଭା ଥାନାରେ ବସିଛି । ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ସହର କାମାକ୍ଷାନଗର ର ରିଙ୍କୁ ପୁଟେଲ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ରଥପଡ଼ାର ସର୍ଜନ ପୁଟେଲ ଙ୍କ ଝିଅ ରଶ୍ମି ପୁଟେଲ ଙ୍କ ସହିତ ସାମାଜିକ ରୀତିନୀତି ଅନୁସାରେ ବିବାହ ହୋଇଥିଲା । ଗତ ଶନିବାର ରାତିରେ ଧୁମ୍ ଧାମ ରେ ରୋଷଣୀ ହୋଇ ବିବାହ ସମ୍ପନ୍ନ ହୋଇଥିଲା । ତେବେ ବିଳମ୍ବିତ ରାତିରେ ନବବଧୂ କୁ ନେଇ ତରଭା ରାସ୍ତାରେ ବଲାଙ୍ଗୀର କୁ ଫେରୁଥିବା ସମୟରେ ବଡବନ୍ଧ ନିକଟରେ ୪ରୁ୫ ଜଣ ବନ୍ଧୁକ ଧାରି ଯୁବକ ଗାଡ଼ିକୁ ଅଟକାଇଥିଲେ । ବନ୍ଧୁକ ଦେଖାଇ ନବବଧୂ କୁ ଟାଣି ଆଣି ଫେରାର ମାରିଥିଲେ । ପରେ ବନ୍ଧୁକ ଦେଖାଇ ଗାଡିରୁ ନବ ବଧୁ କୁ ନେଇ ଯାଇଥିଲେ ! newlywed picked up by Lover ,Balangir #balangir #newlywed #boyfriend #bride #arrangemarriage #couple #relationships #marriage #lovers #girlfriend Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha