У нас вы можете посмотреть бесплатно ମୋ ସ୍ବପ୍ନ ତ ପୂରଣ ହେଲାନି, ହେଲେ ୨ ଝିଅଙ୍କୁ ଅଟୋ ଚଲେଇ କରିବି ଆର୍ମି ଅଫିସର ! Lady Auto-Driver Laxmi ,BBSR или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ମୋ ସ୍ବପ୍ନ ତ ପୂରଣ ହେଲାନି, ହେଲେ ୨ ଝିଅକୁ ଅଟୋ ଚଲେଇ ଆର୍ମି ଅଫିସର କରିବି ! ସମାଜ ଯେତେବେଳେ ନାରୀକୁ ଅବଳା ଓ ଦୁର୍ବଳା ଭାବୁଛି , ସେହି ସମୟରେ ଲଷ୍ମୀ ସାଜିଛନ୍ତି ନାରୀଶକ୍ତିର ଉଦାହରଣ I ପାରିବାରିକ ସମସ୍ୟା କାରଣ ରୁ ରାଜଧାନୀରେ ଅଟୋ ଚଳାଇ ଘର ଚଲାଉଛନ୍ତି , ସମାଜର କଟୁ କଥା ଶୁଣିକି ମଧ୍ୟ ଲକ୍ଷ୍ମୀ ହାର ମାନିନାହାନ୍ତି I ଆର୍ମିରେ ଯିବାକୁ ଇଚ୍ଛା ଥିବା ସତ୍ତ୍ଵେ ପରିବାରର ଆର୍ଥୀକ ସମସ୍ୟା କାରଣରୁ ପାଠ ପଢ଼ିପାରିନଥିଲେ କିନ୍ତୁ ତାଙ୍କ ଝିଅକୁ ଆର୍ମି ଅଫିସର କରିବା ପାଇଁ ଲାଗିପଡିଛନ୍ତି ଲକ୍ଷ୍ମୀ I ଘର କାମ କରିବା ସହିତ ଅଟୋ ଚଳାଇ ପଇସା ରୋଜଗାର କରୁଛନ୍ତି ଲକ୍ଷ୍ମୀ I ପରିବାରର ଓ ସ୍ୱାମୀ ଙ୍କ ସହାୟତାରେ ଅଟୋ ଚଳାଉଛନ୍ତି ଏବଂ ସମାଜ ପାଇଁ ସାଜିଛନ୍ତି ଏକ ଉଦାହରଣ I Lady Auto-Driver Laxmi ,Bhubaneswar #bhubaneswarnews #WomenEmpowerment #WomenDrivers #AutoDriver #DrivingHerDream #GenderEquality #laxmi Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha