У нас вы можете посмотреть бесплатно ବ୍ୟାଙ୍କରେ ରଖିଥିଲେ କୋଟି କୋଟି ଟଙ୍କା,ଫରେଷ୍ଟର ବାବୁଙ୍କୁ ମାଡି ବସିଲା ଆୟକର ବିଭାଗ ! Vigilance Raids,Kalahandi или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ବ୍ୟାଙ୍କରେ ରଖିଥିଲେ କୋଟି କୋଟି ଟଙ୍କା ଫରେଷ୍ଟର ବାବୁଙ୍କୁ ମାଡି ବସିଲା ଆୟକର ବିଭାଗ ! କଳାହାଣ୍ଡି ଜିଲ୍ଲାର ଉତ୍ତର ବନଖଣ୍ଡ ଅଧିନସ୍ଥ ଭଟ୍ଟାଙ୍ଗ ପଦର କାର୍ଯ୍ୟରତ ଫରେଷ୍ଟର ଭାଗବତ ଭୂଷଣ ବେହେରା ଙ୍କ ପୈତୃକ ଘର ସହର ଘର ଏବଂ ଅଫିସ ଘରରେ ଏକା ସାଙ୍ଗରେ ଓଡିଶା ଦୁର୍ନୀତି ନିବାରଣ ବିଭାଗ ତରଫରୁ ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଚଢ଼ାଉ କରିଥିଲେ।ଏହି ଚଢ଼ାଉ ରେ ତାଙ୍କର ପୈତୃକ ଘର ଦେହୁଣ୍ଡି ରେ ଓ ଭବାନୀପାଟଣା ସହର ର ସାଇନଗର ସ୍ଥିତ ହିଲ୍ ଟାଉନ ଘରେ ଏବଂ ତାଙ୍କ ଭଟ୍ଟାଙ୍ଗ ପଦର କାର୍ଯ୍ୟରତ ଅଫିସ ରେ ଅନେକ ବେନାମି ସମ୍ପତ୍ତି ଓ ଗୁପ୍ତ ତଥ୍ୟ ଓ ଅନେକ ସୁରାକ ପାଇବାରେ ଓଡ଼ିଶା ଦୁର୍ନୀତି ନିବାରଣ ବିଭାଗ ସଫଳ ହୋଇଥିଲେ। Vigilance Raids in Forester's Properties , Kalahandi #VigilanceRaids #Forester #Properties #Kalahandi #Odisha Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha