У нас вы можете посмотреть бесплатно ଆଧାରରେ ଜନ୍ମ ତାରିଖ ଭୁଲ୍ ଥିବାରୁ, ମିଳୁନି ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ! Shukru Kulsika want Old age allowance или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଆଧାରରେ ଜନ୍ମ ତାରିଖ ଭୁଲ୍ ଥିବାରୁ, ମିଳୁନି ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ! ଆଧାର କାର୍ଡ ରେ ବୟସ କମ୍ ହେଇଥିବାରୁ ମାସିକ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଚାଉଳ ରୁ ବଞ୍ଚିତ,ଶୁକ୍ରୁ କୁଲସିକା । କାଡ୍ରାକା ବଣ୍ଡେଲି ଗ୍ରାମର ଶୁକ୍ରୁ କୁଲସିକା ଆଧାର କାର୍ଡରେ ଜନ୍ମ ତାରିଖ ଭୁଲ ହୋଇଯାଇଥିବା ବେଳେ ଏହାକୁ ସଠିକ୍ କରିବା ପାଇଁ ବର୍ଷ ବର୍ଷ ଧରି ଶୁକ୍ରୁ କୁଲସିକା ପଞ୍ଚାୟତ ରୁ ଆରମ୍ଭ କରି ବ୍ଲକର ପ୍ରତ୍ୟେକ ଜନସେବା କେନ୍ଦ୍ର ବ୍ଲକ ଅଫିସ ବୁଲି ବୁଲି ନିରାଶ ହୋଇ ପଡ଼ିଥିବା କହିଛନ୍ତି, କିନ୍ତୁ ଶୁକ୍ରୁ ଙ୍କ ଗୁଆରି କେହି ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି। Shukru Kulsika want Old age allowance Money #rayagada #Oldageallowance #adharcard Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha