У нас вы можете посмотреть бесплатно ଏକ୍ସପ୍ରେସ ଟ୍ରେନ୍ ରହୁନି ଡୁଙ୍ଗୁରିପାଲି ରେ ! Dunguripali residents deprived of express train facilities или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଏକ୍ସପ୍ରେସ ଟ୍ରେନ୍ ରହୁନି ଡୁଙ୍ଗୁରିପାଲି ଷ୍ଟେସନରେ ! ବରପାଲିକୁ ଧାଉଁଛନ୍ତି ଡୁଙ୍ଗୁରିପାଲି ଯାତ୍ରୀ ! ସୁବର୍ଣ୍ଣପୁର ଜିଲ୍ଲା ର ପ୍ରାଣକେନ୍ଦ୍ର ଡୁଙ୍ଗୁରିପାଲି। ଜିଲାର ଜନବହୁଳ ତଥା ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ରାଜନୈତିକ, ଭୌଗୋଳିକ କ୍ଷେତ୍ରରେ ଅନ୍ୟ ବ୍ଲକ ଠାରୁ ସ୍ବତନ୍ତ୍ର। ଏଠାରୁ ପ୍ରତ୍ୟେହ ବଲାଙ୍ଗିର, ସମ୍ବଲପୁର, ଝାରସୁଗୁଡ଼ା, ଟିଟିଲାଗଡ଼, ବ୍ୟବସାୟ ପାଇଁ ରାୟପୁର, ମେଡିକାଲ ତଥା ପାଠପଢ଼ିବା ପାଇଁ ବିଶାଖାପାଟଣା ଓ ତୀର୍ଥ ପାଇଁ ପ୍ରୟାଗରାଜ ଯାଇଥାନ୍ତି । ସରକାର କାମ ପାଇଁ ଭୁବନେଶ୍ବର, ଉଚ୍ଚ ନ୍ୟାୟାଳୟ କାର୍ଯ୍ୟ କଟକକୁ ତଥା ଦିଲ୍ଲୀ, ମୁମ୍ବାଇ ପ୍ରଭୃତି ସହରକୁ ଯିବା ପାଇଁ ନିୟମିତ ଟ୍ରେନ ଉପରେ ଲୋକେ ଅଧିକ ଭରସା ଓ ବିଶ୍ବାସ ରଖୁଥାନ୍ତି । କିନ୍ତୁ ଏଠାରେ ଅନେକ ଟ୍ରେନ ରହୁ ନ ଥିବାରୁ ଡୁଙ୍ଗୁରିପାଲି ଯାତ୍ରୀ ପ୍ରତ୍ୟେହ ୨୦ କିମି ଦୂର ବରପାଲି ରେଳ ଷ୍ଟେସନକୁ ଧାଇଁବା ଆଲୋଚନାର ବିଷୟ ହୋଇଛି। Dunguripali residents deprived of express train facilities ,Subarnapur #Subarnapur #dunguripali #expresstrain #facilities Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha