У нас вы можете посмотреть бесплатно ହାଲେଲୁୟା ଗୀତ || Haleluya Gito ||Jagan Mohan Nag || Koraputiya Devotional || Christian Song || или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ହାଲେଲୁୟା ଗୀତ || Haleluya Gito ||Jagan Mohan Nag || Koraputiya Devotional || Christian Song || #haleluyagito#jaganmohannagdevotional#song ଗୀତର track ଲିଙ୍କ : 03 • |Top Ten It Karoake Track Jagan Mohan Nag ... Spotify link : https://open.spotify.com/track/0BrR9s... Jiosavaan : https://www.saavn.com/s/song/odia/kor... Wynk Music : Listen to the song: Halleluya Gito at https://open.wynk.in/2KkHB3owWBb?~des... on Wynk Music Apple Music : https://music.apple.com/in/album/hall... Keyse Bayna Me Korun • Keyse Bayaan Mein Karun || कैसे बयां मैं क... Halleluah Gaunga • हालेलुया गाऊंगा || JESUS SONGS HINDI/MASIH... ପ୍ରଭୁ ଯୀଶୁଙ୍କ ବହୁ ମୂଲ୍ୟ ନାମରେ ଆପଣ ମାନଙ୍କୁ ମୋର ଆନ୍ତରିକ ନମସ୍କାର । ପ୍ରଭୁଙ୍କ ଗୌରବ ନିମନ୍ତେ ଏକ ସୁନ୍ଦର ଆଧ୍ୟାତ୍ମିକ ସଙ୍ଗୀତ ପ୍ରସ୍ତୁତ କରାଯାଇଛି । ହାଲେଲୁୟା ଗୀତ ,,,ଯେଉଁ ସଦାପ୍ରଭୁ ଇଶ୍ରାୟେଲ ଗୋଷ୍ଟିର ପରମେଶ୍ବର ଥିଲେ ବନ୍ଦନର ଦାସତ୍ୱରୁ ଲୋକକୁ ଉଦ୍ଧାର କଲେ ଯେଉଁ ପରମେଶ୍ବର ମଶା ଆଉ ଏଲିଓଙ୍କୁ ସାହାଯ୍ୟ କଲେ ନହୋ ଙ୍କୁ ଜଳ ପ୍ଲାବନେ ସାହାରା ହେଲେ , ଦାନିଏଲ ଙ୍କୁ ସିଂହ ମୁଁହରୁ ରକ୍ଷା କରିଥିଲେ ,ଅଗ୍ନିକୁଣ୍ଡ ମଧ୍ୟରେ ବିରାଜ ହୋଇ ଶଦ୍ରୋକ ମୋଇଶୋକ ଅବେଦନଙ୍କୁ ସୁରକ୍ଷା ଦେଇ ଥିଲେ ସେହି ପରମେଶ୍ବର ଆଜି ମଧ୍ୟ ଆପଣ ମାନଙ୍କ ର ସହବର୍ତୀ ଅଟନ୍ତି ।ଏହି ଗୀତ ମାଧ୍ୟମରେ ପ୍ରଭୁ ଆପଣ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ । 🙏🙏 ଦୟାକରି ଆମ ସେବା କାର୍ଯ୍ୟ ନିମନ୍ତେ ପ୍ରାର୍ଥନା କରନ୍ତୁ 🙏🙏 ଦୟାକରି ଆମ ଏହି YouTube Jagan Mohan Nag Official ଚେନାଲ କୁ ବହୁ ମାତ୍ରାରେ subscribe କରନ୍ତୁ । 🙏🙏 ଗୀତର ଲିଂକ କୁ ଅନ୍ୟ ମାନଙ୍କ ନିକଟରେ ସେୟାର । Spo CONTACT DETAILS Whatssap: 09777874138 , 8637205771 ଗୀତର ସମ୍ପୂର୍ଣ୍ଣ ଲେଖା ✍️✍️✍️ ହୋ ..ହୋ ହୋ ..ହୋ ହୋ ..ହୋ ହାଲେଲୁୟା ଗୀତ ଗାଇବି ଯୀଶୁଙ୍କ ନାମରେ ଚାଲିବି ହୋ ..ହୋ ଯୀଶୁଙ୍କ ନାମରେ ଚାଲିବି ଯୀଶୁର କାତା ମୁଇ ମାନିବି ଜୀବନକେ ସଜାଡ଼ିବି ହୋ ..ହୋ ଜୀବନକେ ସଜାଡ଼ିବି ଯୀଶୁ ଥାନେ ଆଚେ ଭରସା ମୋର ଯୀଶୁ ଲଗେ ଆକା ବିଶ୍ୱାସ ମୋର ତାଙ୍କ ନାମ ମୁଇ ଗାଇବି ଯୀଶୁନାମ ମୁଇ ଗାଇବି ।। 0। ଇଶ୍ରାୟେଲ ଗୋଷ୍ଟିର ପରମେଶ୍ବର ବନ୍ଦୀ ଥିବା ଲୋକକୁ ଉଦ୍ଧାର କଲ ମଶା ଆଉ ଏଲିଓଙ୍କୁ ସାହାଯ୍ୟ କଲ ନହୋ ଙ୍କୁ ଜଳ ପ୍ଲାବନେ ସାହାର ହେଲ ଯୀଶୁ ଥାନେ ଆଚେ ଭରସା ମୋର ଯୀଶୁ ଲଗେ ଆକା ବିଶ୍ୱାସ ମୋର ତାଙ୍କ ନାମ ମୁଇ ଗାଇବି ଯୀଶୁନାମ ମୁଇ ଗାଇବି !! ୧ !! ଦାନିଏଲ ର ତୁମେ ପରମେଶ୍ବର ସିଂହ ମୁହଁ ରୁ ତୁମେ ବଞ୍ଚାଇଥିଲ ଅଗ୍ନିକୁଣ୍ଡ ମଧ୍ୟରେ ବିରାଜ ହେଲ ଶଦ୍ରୋକ ମୋଇଶୋକ ଅବେଦନଙ୍କୁ ସୁରକ୍ଷା ଦେଲ ଯୀଶୁ ଥାନେ ଆଚେ ଭରସା ମୋର ଯୀଶୁ ଲଗେ ଆକା ବିଶ୍ୱାସ ମୋର ତାଙ୍କ ନାମ ମୁଇ ଗାଇବି ଯୀଶୁନାମ ମୁଇ ଗାଇବ!! ୨ !! SONG CREDITS 🎧 Music ,Lyrics&Voice :Bro.Jagan Mohan Nag 🎹 Music Arrangement : Amit Raja 🎙️Recordist : Soubhagya Ponda 📸 Mixsing & Mastering : Milon Das 🎥 Camera : Swasti Sundar Swain 🎞️ Edit : Sakti Prasad Mishra Poster : Jisi Raita Dholok : Monish Daa Fluete : M Simandri Key : Amit Raja Drums : Babu Daa YouTube Partner : Shibu Nanda କିଛି ସୁନ୍ଦର ଅଡିଆ ଖ୍ରୀଷ୍ଟୀୟ ଭକ୍ତି ସଙ୍ଗୀତ ଲିଂକ BEST LINK OF SOME SONG ନିର୍ମାଣ କାରି • ନିର୍ମାଣ କାରୀ Nirmanokari | Jagan Mohan Nag... ଗୋଲଗାଥା • ଗଲଗଥାରେ || Gal gathare || New Odiya Chris... ତାଡ଼ନା • ତାଡ଼ନା Tadana || Jagan Mohan Nag Superhit ... ଧନ୍ୟବାଦ • || ଧନ୍ୟବାଦ || ଓଡ଼ିଆ ଆରାଧନା ସଂଗୀତ || Dhanya... ଏ କି ପ୍ରେମ • Ye Ki Prema |ଏ କି ପ୍ରେମ |Jagan Mohan Nag O... ବାଟୋଇ • BATOI || ବାଟୋଇ || JAGAN MOHAN NAG ODIYA CH... ନିବେଦନ • ନିବେଦନ |Nibedono |Odiya Devotional l Gospe... କେଡେ ସୁନ୍ଦର ଲାଗେ • କେଡ଼େସୁନ୍ଦର || KEDE SUNDARA LAGE|| NEW ODI... କେତେ ଭଲ ମୋର ଯୀଶୁ • || KETE BHALA MORO JISU କେତେ ଭଲ ମୋର || JAG... କରିଛି ପାପ • କରିିିଛି ପାପ | ODIA CHRISTIAN HD VIDEO SONG... ଜୀବନ ଜୀବନ • NEW LATEST || 2020 || KORAPUTIYA CHRISTIAN... ମକେ ଶାନ୍ତି ମିଲି ଗଲା • ମକେ ଶାନ୍ତିମିଲିଗଲା | MOKE SANTI MILIGOLA | ... ଯୀଶୁମର ପ୍ରାଣ ଧନ • JISUMORO PRANO DHONO [ FULL HD VEDIO ] NEW... ପ୍ରସଂଶା ନିବାସୀ • ପ୍ରସଂଶା ନିଵାସୀ || PRASANSA NIBASI || JAGAN... ତୁମ ବିନା ବଞ୍ଚି ପାରେନା • ତୁମବିନାବଞ୍ଚିପାରେନା || TUMO BINA|| NEW ODI... କିଏ ପଛି ଦେବ • KIAPOCHIDEBO || କିଏ ପୋଛିଦେଵ || NEW ODIYA C... ଅଭିମାନ • ଅଭିମାନ || ABHIMANO || JAGAN MOHAN NAG OD... ଯୀଶୁରାଜା ଦାକ୍ସି ଆଚେ • JISURAJA DAKSI ACHE || LATEST NEW KORAPUTI... ହେ ସଦା ପ୍ରଭୁ https://youtu.be SOME SPECIAL HINDI WORSHIP SONG LINK face book link / jaganmohan.nag Instagram link : https://instagram.com/stories/jaganmo... !!* ANTI- PIRACY WARNING *!! This content is copyright to Jagan Mohan Nag Official .Any unauthorized reproduction redistribution ,re-upload ( audio or video ) is strictly prohibited of this material. Legal action will be taken against those who violate this copyright material presented. !!...FAIR - USE COPYRIGHT DISCLAIMER ....!! Copyright Disclaimer Under Section 107 of the Copyright Act 1976, allowance is made for "fair use" for purposes such as criticism,commenting,news reporting,teaching,scholarship,and research. Fair use is a use premitted by copyright statute that might otherwise be infringing. This video has no negative impact on the orginal works it would actually be positive for them .if any owners of the content clips would like us to remove the video,we have no problem with that and will do so as fast as possible .Please massage us on You Tube if you have any concerns..We believe these videos are fair use because : They are transformative in a positive sense,we use within them act as a catalyst to further reading ...................THAN YOU ALL #jaganmohannagofficial #koraputiyabestchristiansong #latestkoraputiyasong #2022bestodiyadevotionalsong #odiyachristiansong #superhitchristiansong #ହାଲେଲୁୟାଗୀତ