У нас вы можете посмотреть бесплатно ନିଜେ ଟଙ୍କା ଚୋରି କରିଲେ,ଲୁଟେରାଙ୍କ ଦ୍ୱାରା ଚୋରି ହେବାର ଫିଲ୍ମ ଷ୍ଟାଇଲରେ ଅଭିନୟ କଲେ ! loot case in Rayagada или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ନିଜେ ଟଙ୍କା ଚୋରି କରିଲେ,ଲୁଟେରାଙ୍କ ଦ୍ୱାରା ଚୋରି ହେବାର ଫିଲ୍ମ ଷ୍ଟାଇଲରେ ଅଭିନୟ କଲେ !ରାୟଗଡ଼ା କପିଳାସ ରୋଡ ରେ ଦିନ ଦ୍ବିପହରରେ ଦୁଇ ଲକ୍ଷ ଟଙ୍କା ଲୁଟ୍ ଘଟଣାର ୧୨ ଘଣ୍ଟା ମଧ୍ୟରେ ପର୍ଦ୍ଧାଫାଶ କରିଛି ପୋଲିସ, ଯାହାକି ପୋଲିସକୁ ଏକ ବଡ଼ ସଫଳତା ମିଳିଛି।ଶୁକ୍ରବାର ଅପରାହ୍ନରେ ପାତ୍ର ଏଲକ୍ଟ୍ରୋନିକ ସୋରୁମ୍ ର ମ୍ୟାନେଜର ଅକ୍ଷୟ ବିବାର ଫୋନ୍ କରି ରାୟଗଡ଼ା ଥାନାକୁ ଜଣାଇଥିଲେ ଯେ ତାଙ୍କର ହିସାବ ରକ୍ଷକ ରଞ୍ଜିତ୍ କୁମାର ଦଳାଇ ୨ଲକ୍ଷ ୩୨ହଜାର ଟଙ୍କା ଧରି ଷ୍ଟେଟ ବ୍ୟାଙ୍କକୁ ଡିପୋଜିଟ୍ କରିବାକୁ ଯାଉଥିଲେ ଜେ ଏମ୍ ଡି ବେକେରି ସାମ୍ନାରେ ଦୁଇ ଲୁଟେରା ପଲସର ବାଇକରେ ଆସି ଉକ୍ତ ଟଙ୍କା କୁ ଛଡ଼ାଇ ନେଇଥିଲେ, ସାଙ୍ଗେ ସାଙ୍ଗେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି କରି ସେହି ଭଳି କିଛି ଘଟଣା ଘଟିନଥିବା ଜାଣିବାକୁ ପାଇଥିଲା। loot case in Rayagada #lootcase #Rayagada #pratidintv #odishanews #policecase Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha