У нас вы можете посмотреть бесплатно ପରିସ୍ରା ପୋଡ଼ା: କେମିତି ଭଲ ହେବ? | Urine Infection in Odia | Dr Sumanta Kumar Mishra или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#UTIs #OdiaHealthTips ପରିସ୍ରା ପୋଡ଼ାର ବିଭିନ୍ନ କାରଣ ରହିଛି। ୟୁରିନ୍ ଇନ୍ଫେକ୍ସନ୍ ଛଡ଼ା ପରିସ୍ରାରେ ଜ୍ୱଳାପୋଡ଼ା, କୁଣ୍ଡାଇ ହେବା ଭଳି ଲକ୍ଷଣ ଦେଖାଦିଏ। ତେବେ କାହିଁକି ହୁଏ ୟୁରିନ୍ ଇନ୍ଫେକ୍ସନ୍? ଏହାର ଚିକିତ୍ସା ଓ ନିରାକରଣ ବିଷୟରେ କ’ଣ କହୁଛନ୍ତି ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ସୁମନ୍ତ କୁମାର ମିଶ୍ର, ଜାଣନ୍ତୁ। ଏହି ଭିଡିଓରେ ରହିଛି, ୟୁରିନ୍ ଇନ୍ଫେକ୍ସନ୍ ହେବାର କାରଣ କ’ଣ? (0:00) ପରିସ୍ରା ପୋଡ଼ା ଛଡ଼ା ଅନ୍ୟ କେଉଁ ସବୁ ଲକ୍ଷଣ ଦେଖାଦିଏ? (1:05) ବାରମ୍ବାର ୟୁରିନ୍ ଇନ୍ଫେକ୍ସନ୍ ହେଲେ କ’ଣ ସମସ୍ୟା ହୋଇପାରେ? (2:53) ୟୁରିନ୍ ଇନ୍ଫେକ୍ସନ୍ର ଚିକିତ୍ସା (4:13) ୟୁରିନ୍ ଇନ୍ଫେକ୍ସନ୍କୁ ରୋକିବେ କିପରି? (8:03) Urine infections are more common in women than in men. Why does Urine Infection happen? What are the symptoms other than urinary burning? Let’s know more from Dr Sumanta Kumar Mishra, a Urologist. In this Video, Causes of Urinary Tract Infections, in Odia (0:00) What are the symptoms other than urinary burning? in Odia (1:05) Complications with recurrent urine infection? in Odia (2:53) Treatment of Urinary Tract Infections, in Odia (4:13) Prevention of Urinary Tract Infections, in Odia (8:03) Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!