У нас вы можете посмотреть бесплатно ଯୋନିରେ ସଂକ୍ରମଣ କାହିଁକି ହୁଏ? | Dr Shilpa Mishra on Vaginal yeast Infection in Odia | Sign & Symptoms или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#Vaginalyeastinfection #OdiaHealthTips #DoctorAdvice ଅଧିକାଂଶ ମହିଳାଙ୍କର ଯୋନି କୁଣ୍ଡାଇ ହେବା, ଲାଲ୍ ପଡ଼ିଯିବା, ଧଳାସ୍ରାବ, ଦୁର୍ଗନ୍ଧଯୁକ୍ତ ସ୍ରାବ ଓ ପରିସ୍ରା ପୋଡ଼ା ଭଳି ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ଏହି ସମସ୍ତ ସମସ୍ୟା ସଂକ୍ରମଣ ହେତୁ ହୋଇଥାଏ। ତେବେ ଏଭଳି ସମସ୍ୟା କାହିଁକି ହୋଇଥାଏ, ଏହାର ଚିକିତ୍ସା ଓ ନିରାକରଣ ବିଷୟରେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଶିଳ୍ପା ମିଶ୍ର କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି, ଯୋନିରେ ସଂକ୍ରମଣ କାହିଁକି ହୁଏ? (0:00) ଯୋନିରେ ସଂକ୍ରମଣ ହେଲେ କ’ଣ ଲକ୍ଷଣ ଦେଖାଦିଏ? (1:28) ଯୋନିରେ ସଂକ୍ରମଣ ହେଲେ ଚିକିତ୍ସା କ’ଣ କରାଯାଏ? (2:41) ଘରୋଇ ଉପଚାର କ’ଣ ରହିଛି? (3:42) ଯୋନି ଜନିତ ସଂକ୍ରମଣକୁ ରୋକିବେ କିପରି? (5:12) ଡାକ୍ତରଙ୍କ ଟିପ୍ସ (5:51) Many women must have faced problems like itching, redness, discharge, burning, and pain while urinating in the vagina. All these problems are due to infection and this makes the woman feel uncomfortable. Let's know more about the causes, symptoms of Vaginal Infection from Dr Shilpa Mishra, a Gynaecologist. In this Video, Why does a vagina become infected? (0:00) Symptoms of Vaginal Infection (1:28) Treatment of Vaginal Infection (2:41) Home remedies for Vaginal Infection (3:42) Prevention of Vaginal Infections (5:12) Doctor's Tips (5:51) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!