У нас вы можете посмотреть бесплатно Tume Thila Boli / Gandhi Jayanti Song / Patriotic Song / October2 / Mahatma Gandhi Song / Dalismita или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
Tume Thila Boli // Gandhi Jayanti Song // Patriotic Song // October2 // Mahatma Gandhi // Dalismita ❣️ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ MTC Odia ର ଏକ ଭିନ୍ନ ସ୍ୱାଦର ଦେଶାତ୍ମବୋଧକ ସଂଗୀତଟିଏ... ❣️🙏❣️ Song - Tume Thila Boli Singer - Dalismita Lyrics - Srichaitanya Music - Tikina Bhai Arrangement - Dipu Bhai Dop & Edit - Raj Sekhar (RAJA) ଆଜି ଆମେ ସ୍ୱାଧୀନ ଦେଶର ଯୋଗ୍ୟ ସନ୍ତାନ ବୋଲି ହାତରେ ଧରିଛୁ ତ୍ରିରଙ୍ଗା ପତାକା ବାଟଯେ ଚାଲୁଛୁ ଗର୍ବେ ଟେକି ମଥା ସ୍ବାଧିନର ଜୟ ଗାନ ଗାଇ ପାରୁଛୁ ଖୋଲି ତୁମେ ଥିଲ ବୋଲି... ତୁମେ ଥିଲ ବୋଲି...❣️ ଆଖି ଦେଖି ନାହିଁ ତୁମ ଵୀର ପଣ ଶୁଣିନି ବିଜୟ ଶଙ୍ଖ ମହାତ୍ମା ହେ ତୁମେ ଅହିଂସା ମାର୍ଗରେ ଭାଙ୍ଗିଛ ବିଦେଶୀ ଗର୍ବ ବାଣୀ ତୁମ ସୂକ୍ଷ୍ମ ଫୁଲ ସର ଟିଏ ଏ ଦେଶ ତୁମର ଜୟଗାନ ଗାଏ ତୁମରି ଅମୃତ ବାଣୀ ରହିଛି ରହିବ କାଲି ତୁମେ ଥିଲ ବୋଲି ତୁମେ ଥିଲ ବୋଲି....❣️ ଇତିହାସ କହେ ତୁମ ମହାନତା ମାଟିରେ ମିଶିଛି ଆଜି ଏ ମା କୋଳରେ ଜନମିଛୁ ଯେବେ ହେବୁ ଆମେ ତାର ଦାସୀ କାଶ୍ମିରୀ ଠାରୁ କନ୍ୟାକୁମାରୀ ଆଲୋ କିତ କରେ ଅନ୍ଧାର କୁ ଚିରି ସଙ୍ଗୀତର ତାଳେ ତାଳେ ଖେଳୁ ଆମେ ହୋଲି ତୁମେ ଥିଲ ବୋଲି... ତୁମେ ଥିଲ ବୋଲି...❣️🙏❣️ #mahatmagandhisong #October2 #tumethilaboli#pratidintv #odishabhaskar #pratidinnews #childsongs #patrioticsong #mtcodia #odiasong #odiapatrioticsong2023 #deshbhaktisong #jayhind #bandematram #15august #independenceday #odiaviralvideo #viralvideosong #singersrichaitanya #musictikinabhai #harghartiranga #viralsong #mtcodia #new2023song #odia